ବିରାଟ କୋହଲିଙ୍କୁ ନେଇ କ’ଣ କହିଲେ ଅଷ୍ଟ୍ରେଲୀୟ ଖେଳାଳି ସାମ୍ କୋନଷ୍ଟାସ୍ ?
ନୂଆଦିଲ୍ଲୀ: ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଦିନରେ ବିରାଟ କୋହଲିଙ୍କ ସହ ଧକ୍କା ହେବା ପରେ ଅଷ୍ଟ୍ରେଲୀୟ ଖେଳାଳି ସାମ୍ କୋନଷ୍ଟାସ ରଖିଲେ ପ୍ରତିକ୍ରିୟା। ସେ କହିଛନ୍ତି ଯେ ପଡ଼ିଆରେ ଏପରି ହୋଇଥାଏ...।
ତେବେ ବିରାଟ…