ମହାପ୍ରଳୟର ସଙ୍କେତ ! ଲଣ୍ଡନ-ନ୍ୟୁୟର୍କ, ମୁମ୍ବାଇ ସମେତ ଏହି ସହରଗୁଡିକ ପାଣିରେ ଭାସିବ, ଜାଣନ୍ତୁ ଏହାର କାରଣ କ’ଣ?
ନୂଆଦିଲ୍ଲୀ: ଜେନେଭା ସ୍ଥିତ ବିଶ୍ୱ ପାଣିପାଗ ସଂଗଠନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତ, ଚୀନ୍, ବାଂଲାଦେଶ ଏବଂ ନେଦରଲ୍ୟାଣ୍ଡରେ ସମୁଦ୍ର ପତ୍ତନ ବୃଦ୍ଧି ହେବାର ସର୍ବାଧିକ ବିପଦ ରହିଛି। ବିଶ୍ୱରେ ଜଳସ୍ତର…