fbpx

ଶିଶୁ ଜନ୍ମ ଦେବାର ମାତ୍ର ୩ ଘଣ୍ଟା ପରେ ବିଜ୍ଞାନ ପରୀକ୍ଷା ଦେଲେ ମହିଳା

ନୂଆଦିଲ୍ଲୀ : ପ୍ରସବ ପରେ ପୁଣି ପୂର୍ବାବସ୍ଥାକୁ ଫେରିବା ପାଇଁ ଯେଉଁଠି ମହିଳା ମାନଙ୍କୁ ମାସ ମାସ ସମୟ ଲାଗିଯାଏ, ସେଇଠି ଜଣେ ମହିଳା ଶିଶୁକୁ ଜନ୍ମ ଦେବାର ମାତ୍ର ୩ ଘଣ୍ଟା ପରେ ପାରୀକ୍ଷା କେନ୍ଦ୍ରରେ ପହଞ୍ଚି ବିଜ୍ଞାନ…

ମନୀଷ ସିସୋଦିଆଙ୍କୁ ପୁଣି ସିବିଆଇରୁ ଡକରା ; କାଲି ହେବ ପଚରାଉଚରା

ନୂଆଦିଲ୍ଲୀ : ସିବିଆଇ ପୁଣି ଥରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନୋଟିସ ପଠାଇଛି । ଫେବୃଆରୀ ୧୯ ଆସନ୍ତାକଳି ପଚରାଉଚରା ପାଇଁ ତାଙ୍କୁ ସିବିଆଇ ମୁଖ୍ୟାଳୟରକୁ ଡକାଯାଇଛି । ସିସୋଦିଆ ନିଜେ ଶନିବାର ଟ୍ୱିଟ୍…

ମହାଶିବରାତ୍ରୀ ; କେଉଁଠି ଅଛନ୍ତି ପଞ୍ଚ କେଦାର, କ’ଣ ରହିଛି ବିଶ୍ୱାସ?

ଫାଲଗୁନ୍ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥିରେ ମହାଶିବରାତ୍ରୀ ପାଳନ କରାଯାଏ । ଏହି ଦିନ ଭୋଳାବାବାଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ବହୁ ସଂଖ୍ୟାରେ ଶିବାଳୟରେ ଭିଡ ଜମାନ୍ତି । କୁହାଯାଏ ଭଗବାନ ମହାଦେବ ହିମାଳୟରେ…

ରାତିରେ କାହିଁକି ପୂଜା ଆଆନ୍ତି ମହାଦେବ?

ଭୁବନେଶ୍ୱର : ଆଜି ହେଉଛି ମହାଶିବରାତ୍ରୀ। ଫାଲଗୁନ୍ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀରେ ମହାଶିବରାତ୍ରୀ ବା ଜାଗର ଉତ୍ସବ ପାଳନ କରାଯାଏ । ଏହା କଲ୍ୟାଣ ଓ ଦୀପ ଦାନର ବଡ ପର୍ବ । ଇର୍ଶାନ ସଂହିତା ଅନୁସାରେ, ଫାଲଗୁନ୍ ମାସ…

କିଏ ଠିକ୍ ? ପୋଲିସ ନା ନେତା ମନ୍ତ୍ରୀ….ଦ୍ୱନ୍ଦରେ ରାଜ୍ୟବାସୀ

ଭୁବନେଶ୍ୱର : ପୁଲିସ ଗୁଳିରେ ମନ୍ତ୍ରୀଙ୍କ ମୃତ୍ୟୁ ଆଉ ଏବେ ପୁଲିସ ଅଧିକାରୀ ଏବଂ ବିଧାୟକ ମୁହାଁମୁହିଁ ହେବା ଘଟଣା ରାଜ୍ୟ ରାଜନୀତିରେ ଏକ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି । କିଏ ଭୁଲ ଓ କିଏ ଠିକ୍ ତାହାକୁ ନେଇ…

ଧକ୍କା ମାରିଲେ ଜାମିନ ବୀହିନ ଦଫା – ଅରୂପ ପଟ୍ଟନାୟକ

ଭୁବନେଶ୍ୱର : ଧକ୍କା ମାରିଲେ ଯେଉଁ ଦଫା ଲାଗିବ ତାହା ଜାମିନ ବୀହିନ । ଧକ୍କାମରା ମୋ ହାବୁଡରେ ପଡି ନାହିଁ, ଏବେ ମୋ ହାବୁଡରେ ପଡିଲେ ତାର କ’ଣ ଅବସ୍ଥା ହେବ ସେ ନିଜେ ଜାଣିଛି । ଗୋଟେ ଚାପୁଡା ପଡିବ ସେ ଲୋକ ସେଇଠି…

୫ ହଜାର ବର୍ଷର ପୁରୁଣା ପବ୍ ରେଷ୍ଟୁରାଣ୍ଟ ଆବିଷ୍କାର : ଗୁମ୍ଫା ଭିତରେ ରହିଛି ଏହି ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ : ଦକ୍ଷିଣ ଇରାକର ପ୍ରାୟ ୫ ହଜାର ବର୍ଷ ପୁରୁଣା ଏକ ପବ୍ ରେଷ୍ଟୁରାଣ୍ଟ ଆବିଷ୍କାର ହୋଇଛି । ସେହି ରେଷ୍ଟୁରାଣ୍ଟଟି ମାଟି ତଳେ ଗୁମ୍ପା ଭିତରେ ଅବସ୍ଥିତ । ସେହି ସ୍ଥାନରେ ଅନେକ କିଛି ଜିନିଷ ଉଦ୍ଧାର ହୋଇଛି ।…

ପୂରଣ ହେଲା ଚାଷୀଙ୍କ ଦାବି ; ଖୋଲିବ ସୋଲାର ଶୀତଳ ଭଣ୍ଡାର

ଭୁବନେଶ୍ୱର : ଓଡିଶାରେ କେତେକ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ପଡିରହିଛି । ଏହାର କରଣ ବିଜୁଳି ଦେୟ । ବିଜୁଳି ଦେୟ ଶୀତଳ ଭଣ୍ଡାର ପାଇଁ ବାଧକ ସାଜୁଛି । ଏହି କାରଣରୁ ରାଜ୍ୟ ସରକାର ସେଲାର ଶୀତଳ ଭଣ୍ଡାର ପାଇଁ ଚିନ୍ତା…

୬ ଘଣ୍ଟା ନୁହେଁ ୬ ମିନିଟରେ ପହଞ୍ଚିବ ବୈଷ୍ଣୋ ଦେବୀ ମନ୍ଦିରରେ, ଜମ୍ମୁ-କଶ୍ମରୀରେ ରୋପ୍ ୱେ ପ୍ରସ୍ତୁତ ଆରମ୍ଭ

ନୂଆଦିଲ୍ଲୀ : ଶ୍ରଦ୍ଧାଳୁମାନଙ୍କ ପାଇଁ ଭଲ ଖବର । ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଖୋଲିବ ମାତା ବୈଷ୍ଣୋ ଦେବୀଙ୍କ ଦ୍ୱାର । ଏଥିିପାଇଁ ପ୍ରସ୍ତୁତ ପ୍ରଣାଳୀ ଆରମ୍ଭ ହୋଇସାରିଛି । କୁହାଯାଉଛି ଯେ ଜମ୍ମୁ ଓ କଶ୍ମୀରରୁ…

(video) ପାକିସ୍ତାନରେ ଏକ ଲିଟର ଘିଅର ଦାମ୍ ୬୦ ହଜାର କୋଟି ; ବୟାନ ଦେଇ ଟ୍ରୋଲ ହେଲେ ଇମରାନ୍ ଖାନ୍‌

ଇସଲାମାବାଦ : ବର୍ତ୍ତମାନ ପାକିସ୍ତାନ ଆର୍ଥିକ ଦୁର୍ଦିନ ଦେଇ ଗତି କରୁଛି । ଦର ଦାମର ମହଙ୍ଗା ମାଡରେ ଲୋକମାନେ ଅସ୍ତବ୍ୟସ୍ତ ହୋଇଗଲେଣି । ଏଭଳି ପରିସ୍ଥିତିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଲଗାତାର…