fbpx

ଡ୍ରେସ୍ ଧୋଇବାକୁ ନେଇ କାଉନସିଲର ଓ ଯବାନଙ୍କ ମଧ୍ୟରେ ବିବାଦ ; ଯବାନଙ୍କୁ ପିଟିପିଟି ହତ୍ୟା, ୬ ଗିରଫ

ନୂଆଦିଲ୍ଲୀ : ତାମିଲନାଡୁର କୃଷ୍ଣଗିରିରେ ଏକ ଅଭାବନୀୟ ଘଟଣା ଘଟିଛି । ଡ୍ରେସ୍ ଧୋଇବାକୁ କେନ୍ଦ୍ର କରି ଜଣେ ଯବାନଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯବାନଙ୍କ ନାମ ହେଉଛି ପ୍ରଭାସ (୨୯) । ସେ…

କାନପୁରରେ ବୁଲଡୋଜର ଚଢି ମା’ ଝିଅ ଜୀବନ୍ତ ଦଗ୍ଧ ମାମଲା ; ଯୋଗୀ ସରକାର ଏସଆଇଟି ଗଠନ କରି ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ

ନୂଆଦିଲ୍ଲୀ : କାନପୁର ଦେହତ ମାଧୁଲି ଗାଁରେ ମା- ଝଜିଅକୁ ଜୀବନ୍ତ ଦଗ୍ଧ ହୋଇଥିବା ମାମଲାରେ ରାଜ୍ୟ ସରକାର ଏକ ଏସଆଇଟି ଗଠନ କରିଛନ୍ତି। ଏଥିସହିତ ସରକାର ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଆର୍ଥିକ ସହାୟତା ମଧ୍ୟ…

ତ୍ରିପୁରା ନିର୍ବାଚନ; ୬୦ଟି ବିଧାନସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ, ଭୋଟ ପାଇଁ ମୋଦି ଓ ଅମିତ୍ ଶାହାଙ୍କ ଆହ୍ୱାନ୍‌

ନୂଆଦିଲ୍ଲୀ : ଗୁରୁବାର ସକାଳୁ ତ୍ରିପୁରାରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି । ୬୦ ସଦସ୍ୟ ବିଶିଷ୍ଟ ତ୍ରିପୁରା ବିଧାନସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଚାଲିଛି । ସକାଳ ୭ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ…

କୋବ୍ରା ଠାରୁ ଅଧିକ ବିଷାକ୍ତ ଏହି ଜୀବ, ୩ ମିନିଟରେ ଛଟପଟ କରି ଜୀବନ ନେବ

ଦୁନିଆର ସବୁଠାରୁ ବିଷାକ୍ତ ପ୍ରାଣୀ କୋବ୍ରକୁ କୁହାଯାଏ । କ୍ରୋବା ବିଷରୁ ବଞ୍ଚିବା ଅସମ୍ଭବ । ତ’ଠାରୁ ବି ଅତ୍ୟନ୍ତ ବିପଦ ଜନକ ପ୍ରାଣୀ ଠାବ ହୋଇଛି । ଯାହାର ବିଷ ୦୩ ମିନିଟରୁ କମ୍ ସମୟ ମଧ୍ୟରେ ଶରୀରରେ ବ୍ୟାପିଥାଏ ଏବଂ…

ଶତ୍ରୁର ନିକଟତର ହେଉଛି ଭାରତର ବନ୍ଧୁ , ତ୍ରି-କୋଣିଆ ସମ୍ପର୍କରେ ମିଳିବ କାହାକୁ କେତେ ଲାଭ !

ନୂଆଦିଲ୍ଲୀ: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ନିକଟରେ ଚୀନ୍ ଗସ୍ତରେ ଆସିଥିଲେ। ଗତ ଦୁଇ ଦଶନ୍ଧି ମଧ୍ୟରେ ଚୀନ୍ ଗସ୍ତରେ ସେ ହେଉଛନ୍ତି ପ୍ରଥମ ଇରାନ ରାଷ୍ଟ୍ରପତି। ରାଇସି ଗସ୍ତ ସମୟରେ ଚୀନ୍ ରାଷ୍ଟ୍ରପତି ସି…

‘C ରୁ Congress, C ରୁ Corruption” – କଣ୍ଣାଟକ ମୁଖ୍ୟମନ୍ତ୍ରୀ , ନିର୍ବାଚନ ପୂର୍ବରୁ ଦୁର୍ନିତୀ ମାମଲା ଯାଞ୍ଚ ହେବ

ନୂଆଦିଲ୍ଲୀ : କର୍ଣ୍ଣଟକରେ ଦୁର୍ନୀତି କୁ ନେଇ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି । କଂଗ୍ରେସ ଓ ବିଜେପି ପରସ୍ପର ଉପରେ ଦୁର୍ନୀତିକୁ ନେଇ ଦୋଷାରୋପ କରୁଛି । କଂଗ୍ରେସ ବିଜେପି ଉପରେ ଦୁର୍ନୀତି ର ଅଭିଯୋଗ…

ମିଳିଲା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର : ଜଣେ ମହିଳା କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବୁଧବାର ସକାଳେ ରିଜର୍ଭ ଲାଇନ୍ ପୁଲିସ କ୍ୱାର୍ଟରରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ…

ସାଇକ୍ଲୋନ ପରେ ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ, ରିକ୍ଟର ସ୍କେଲରେ ୬.୧ ତୀବ୍ରତା ରେକର୍ଡ

ୱେଲିଙ୍ଗଟନ୍: ଗୋଟିଏ ପରେ ଗୋଟିଏ ବିପଦ ମାଡି ଆସୁଛି । ଆଗେ ସାଇକ୍ଲୋନରେ ଏବେ ଭୂକମ୍ପ । ସାଇକ୍ଲୋନରେ ପୁରା ନ୍ୟୁଜିଲ୍ୟାଣ୍ଡ ଛାରଖାର ହୋଇଯାଇଥିବା ବେଳେ ବର୍ତ୍ତମାନ ଭୂକମ୍ପର ଧରିଉଠିଛି । ନ୍ୟୁଜିଲ୍ୟାଣ୍ଡର ଲୋୟର ହାଟ…

ମୃତ୍ୟୁ ପରେ ମଣିଷ ଶରୀରରେ ଏହି ୫ଟି ଅନୁଭବ ହୁଏ…

ମୃତ୍ୟୁ ପରେ ଶରୀର କ’ଣ ଅନୁଭବ କରେ? ଏହି ପ୍ରଶ୍ନର ଉତ୍ତର ସର୍ବଦା ଦ୍ୱନ୍ଦରେ ରହିଥାଏ । ମୃତ୍ୟୁ ପୂର୍ବରୁ କୌଣସି ମଣିଷ ଏହା ଅନୁଭବ କରିବାର ଅସମ୍ଭାବନା ଯେ, ମୃତ୍ୟୁ ପରେ କିଭଳି ଅନୁଭୂତି ହୋଇଥାଏ । ଏପରି…

ଖୁଲାସା ! ପାକିସ୍ତାନର କାଙ୍ଗାଳ ପରିସ୍ଥିତି ପାଇଁ ଏହି ଲୋକ ଦାୟୀ

ଇସଲାମବାଦ : ଆଜିକାଲି ପାକିସ୍ତାନ କାଙ୍ଗାଳ ପରିସ୍ଥିତି ଦେଇ ଗତି କରୁଛି। ଦେଶର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ଶିକ୍ଷା ଦୂରର କଥା ଲୋକ ଖାଦ୍ୟ ପାନୀୟ ଭଳି ମୌଳିକ ସୁବିଧା ପାଉନାହାନ୍ତି ।…