fbpx

ସାଇକ୍ଲୋନ ପରେ ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ, ରିକ୍ଟର ସ୍କେଲରେ ୬.୧ ତୀବ୍ରତା ରେକର୍ଡ

Advertisement

ୱେଲିଙ୍ଗଟନ୍: ଗୋଟିଏ ପରେ ଗୋଟିଏ ବିପଦ ମାଡି ଆସୁଛି । ଆଗେ ସାଇକ୍ଲୋନରେ ଏବେ ଭୂକମ୍ପ । ସାଇକ୍ଲୋନରେ ପୁରା ନ୍ୟୁଜିଲ୍ୟାଣ୍ଡ ଛାରଖାର ହୋଇଯାଇଥିବା ବେଳେ ବର୍ତ୍ତମାନ ଭୂକମ୍ପର ଧରିଉଠିଛି । ନ୍ୟୁଜିଲ୍ୟାଣ୍ଡର ଲୋୟର ହାଟ ରୁ ୭୮ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ବୁଧବାର ଅପରାହ୍ନରେ ଭୂକମ୍ପର ପ୍ରବଳ କମ୍ପନ ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ୬.୧ ତୀବ୍ରତା ରେକର୍ଡ କରାଯାଇଛି ।

न्यूजीलैंड में चक्रवात गेब्रियल ने बरपाया कहर, 46,000 घरों की रोशनी

ସୂଚନାଯୋଗ୍ୟ, ନ୍ୟୁଜିଲ୍ୟାଣ୍ଡରେ ଗୋବ୍ରିୟଲ ସାଇକ୍ଲୋନ କାରଣରୁ ପରିସ୍ଥିତି ଅସମ୍ଭାଳ ରହିଛି । ଏହା ଅନେକ ଦ୍ୱିପକୁ ପ୍ରଭାବିତ କରିଛି । ସେଠାକାର ସରକାର ଜରୁରୀକାଳଳୀନପରିସ୍ଥିତି ଘୋଷଣା କରିଛନ୍ତି । ଏଥିରେ ୧୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୧.୨ ମିଳିୟନ୍ ଲୋକ ବାସହୀନ ହୋଇଛନ୍ତି । ୪୦ ହଜାର ଲୋକଙ୍କ ଘରେ ବିଜୁଳୀ ନାହିଁ । ନ୍ୟୁଜିଲ୍ୟାଣ୍ଡ ଇତିହାସରେ ଏଭଳି ବିତ୍ପତି ୩ ଥର ବୋଲି ଜଣାପଡିଛି ।

Get real time updates directly on you device, subscribe now.