ଜହ୍ନରେ ଏହି ଲାଲ-ନୀଳ ରଙ୍ଗ କ’ଣ? ଚନ୍ଦ୍ରପୃଷ୍ଠର ନୂଆ ଫଟୋ ପଠାଇଲା ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ବୁଲି ବୁଲି ଜହ୍ନ ରାଇଜର ନୂଆ ନୂଆ ଫଟୋ ସେୟାର କରୁଛନ୍ତି ପ୍ରଜ୍ଞାନ ଓ ବିକ୍ରମ । ତେବେ ବର୍ତ୍ତମାନ ଚନ୍ଦ୍ରରେ ରାତି ହୋଇଯାଇଥିବାରୁ ସେଠାରେ ତାପମାତ୍ରା -୨୮୦ ଡିଗ୍ରୀ ପାର୍ କରି ସାରିଛି…

ଖରାପ ଯୁଦ୍ଧ ବିମାନ ନେଇ ଠକି ଦେଇଛି ପାକିସ୍ତାନ: ମିଆଁମାର ଦେଲା କଡ଼ା ଜବାବ

ନୂଆଦିଲ୍ଲୀ: ପୁଣିଥରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଠକ ବୋଲି ପ୍ରମାଣିତ ହୋଇଛି ପାକିସ୍ତାନ । ମିଆଁମାର ସାରା ବିଶ୍ୱ ସାମ୍ନାରେ ପାକିସ୍ତାନକୁ ଧୋକାବାଜ ବୋଲି ସମ୍ବୋଧନ କରିଛି । ଖରାପ ଜିନିଷ ଦେଇ ପାକିସ୍ତାନ ଠକି ଦେଇଥିବା…

ମହାନଦୀ ବାଲି ଭିତରୁ ମିଳୁଛି ହୀରା: ରତ୍ନ ପଥରରେ ଭରି ହୋଇଛି ମହାନଦୀର ଆଖପାଖ

ବୌଦ୍ଧ: ଚିରସ୍ରୋତା ମହାନଦୀ ଭିତରେ ରହିଛି ଗୁପ୍ତ ସମ୍ପତ୍ତି । ମହାନଦୀର ସେହି ଚକ୍ ଚକ୍ କରୁଥିବା ବାଲି ସାଧାରଣ ବାଲି ନୁହେଁ । ସେହି ବାଲି ଭିତରେ ରହିଛି ମୂଲ୍ୟବାନ ହୀରା । ଓଡିଶାର ବଡ ନଦୀର ମାନ୍ୟତା ପାଇଥିବା…

ଜମ୍ମୁ-କାଶ୍ମୀରରେ ‘Article-370’ର ପୁନରୁଦ୍ଧାରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ: ନିଷ୍ପତ୍ତି ସୁରକ୍ଷିତ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦କୁ ନେଇ ଶେଷ ହୋଇଛି ଶୁଣାଣୀ । ୧୬ ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ଅଦାଲତରେ ଏହି ଶୁଣାଣୀ ଚାଲିଥିବା ବେଳେ ବର୍ତ୍ତମାନ ଏହା ଶେଷ ହୋଇଛି । ମାନ୍ୟବର ସୁପ୍ରିମକୋର୍ଟ ଏହା ଉପରେ…

ଚାଲିଥିଲା ବିଶ୍ୱକପ ଦଳ ଚୟନ, ହଠାତ୍ ଏହି ପ୍ରଶ୍ନରେ ରାଗିଗଲେ ରୋହିତ: କହିଲେ ଏମିତି ପ୍ରଶ୍ନ ମୋତେ ପଚାରନି…

ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ନିଜର ବିଶ୍ୱକପ ଦଳ ଚୟନ କରିସାରିଛି । ଆସନ୍ତା ବିଶ୍ୱକପରେ ଭାରତ ତରଫରୁ ମୋଟ ୬ଟି ନୂଆ ଚେହେରା ବିଶ୍ବକପ ଦଳରେ ସାମିଲ ହୋଇଛନ୍ତି । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଚୟନ…

Team India ଜର୍ସିରେ ଲେଖାଯିବନି ‘INDIA’ : ‘ଭାରତ’ ଲେଖା ଜର୍ସି ପିନ୍ଧି ବିଶ୍ୱକପ ଖେଳିବ ଭାରତୀୟ ଦଳ

ନୂଆଦିଲ୍ଲୀ: ଏବେ ଦେଶର ନାମ ପରିବର୍ତ୍ତନ କରିବା ନେଇ ଖୁବ ଆଲୋଚନା ହେବାରେ ଲାଗିଛି । ‘ଇଣ୍ଡିଆ’ ପରିବର୍ତ୍ତେ ଏହାକୁ ‘ଭାରତ’ କରିବା ପାଇଁ ବିଚାର କରାଯାଉଛି । ଏହାମଧ୍ୟରେ ଭାରତୀୟ କ୍ରିକେଟ ଟିମର ଜର୍ସିରେ ମଧ୍ୟ…

୧୬ ସହସ୍ର ନାରୀଙ୍କୁ କାହିଁକି ବିବାହ କରିଥିଲେ ଶ୍ରୀକୃଷ୍ଣ? ଏ ନେଇ କ’ଣ କହୁଛି ପୁରାଣ

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରିବାକୁ ଆଉ କିଛି ଦିନ ବାକି ରହିଛି। ସେଥିପାଇଁ ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ମଥୁରା-ବୃନ୍ଦାବନ ସମେତ ଅନେକ ସ୍ଥାନରେ ଜନ୍ମାଷ୍ଟମୀ…

(Video) ଶୋଇ ପଡ଼ିଛି ‘ପ୍ରଜ୍ଞାନ’: ଏବେ ଚନ୍ଦ୍ରପୃଷ୍ଠରେ ଶୋଇଲା ଲାଣ୍ଡର ବିକ୍ରମ, ଜାରି ରହିବ ‘Moon Mission’

ନୂଆଦିଲ୍ଲୀ: ରୋଭର ପରେ ସ୍ଲିପିଂ ମୋଡକୁ ଯାଇଛି ଲାଣ୍ଡର ବିକ୍ରମ । ଆଜି ରାତି ୮ ଟା ବେଳେ ନିଦ୍ରାଗ୍ରସ୍ତ ହୋଇଛି ବିକ୍ରମ । ଏଥିପାଇଁ ଆଜି ସକାଳେ ଲ୍ୟାଣ୍ଡର ବିକ୍ରମର ସ୍ଲିପ୍ ମୋଡ୍ ସେଟ୍ କରାଯାଇଥିଲା । ସ୍ଲିପ୍ ମୋଡ଼କୁ…

ଏସିଆ କପ୍ ପାଇଁ ବଦଳିଗଲା ଭେନ୍ୟୁ: ଏହି ଷ୍ଟାଡିୟମରେ ଖେଳାଯିବ ସୁପର-୪ ମୁକାବିଲା

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ର ସୁପର-୪ ମୁକାବିଲା ଏବଂ ପାଇନାଲ ମ୍ୟାଚରେ ହୋଇପାରେ ବଡ଼ ପରିବର୍ତ୍ତନ । ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ଖେଳାଯିବନି ଟୁର୍ଣ୍ଣାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ଅଧିକାଂଶ ମ୍ୟାଚରେ…

ODI WC-2023ପୂର୍ବରୁ ମିଳିଲେ ନୂଆ ବୋଲିଂ କୋଚ୍: ଧୋନୀଙ୍କ ସାଥୀ ନେବେ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ଗୋଟିଏ ମାସ ବାକି ରହିଛି । ତେବେ ବର୍ତ୍ତମାନ ଏସିଆ କପ୍ ଜାରି ରହିଥିବା ବେଳେ ବୋଲିଂ କୋଚ୍ ପରିବର୍ତ୍ତନ କରିଛି କ୍ରିକେଟ ବୋର୍ଡ । ବିଶ୍ୱକପ ପୂର୍ବରୁ ପ୍ରତ୍ୟେକ ଦଳ ନିଜ…