ଆସିଲା ଜିଓର ଶସ୍ତା ରିଚାର୍ଜ ଫ୍ୟାମିଲି ପ୍ଲାନ, ଗୋଟିଏ ପ୍ଲାନରେ ୪ ଜଣଙ୍କୁ ମିଳିବ ଅନଲିମିଟେଡ୍ କଲ୍ ଓ ଡାଟା
ଜିଓର ବିଭିନ୍ନ ରିଚାର୍ଜ ପ୍ଲାନ ଗ୍ରାହକଙ୍କ ଲାଗି ମହଜୁଦ ରହିଛି ଯାହା ଅଲଗା ଅଲଗା ପ୍ରାଇସ୍ ସେଗମେଣ୍ଟ ଓ ସୁବିଧା ସହ ଆସିଥାଏ । ଆଜି ଆମେ ଜିଓର ଏପରି ଏକ ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଗୋଟିଏ ପ୍ଲାନରେ ୪…