ଯୁବପିଢ଼ିଙ୍କୁ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଉପହାର: ‘ମହାରୋଜଗାର ମେଳା’ରେ ୧୦୦ କମ୍ପାନୀ ଦେବେ ଚାକିରି
ନୂଆଦିଲ୍ଲୀ,୧୭ା୬: ଜୁନ୍ ୧୯ରେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମଦିନ । ଏହି ଅବସରରେ ଭାରତୀୟ ଯୁବ କଂଗ୍ରେସ 'ମହା ରୋଜଗାର ମେଳା' ଆୟୋଜନ କରିବାକୁ ଘୋଷଣା କରିଛି। ଏଥିରେ ୧୦୦ରୁ…