ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲି, ସ୍ୱାମୀଙ୍କ ବିରୋଧରେ…

କଟକ,୨୯ା୪: ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ମଙ୍ଗଳବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ସୋନାଲି ତାଙ୍କ ସ୍ୱାମୀଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । କିଛିଦିନ ତଳେ…

ପାକିସ୍ତାନ ଜିନ୍ଦାବାଦ୍-ପାକିସ୍ତାନ ପତାକା ଉଡ଼ାଇଲେ ଯିବେ ଜେଲ୍ ଏତିକି ବର୍ଷ ଯିବେ ଜେଲ୍

ନୂଆଦିଲ୍ଲୀ/ଇସଲାମାବାଦ୍,୨୯ା୪:ବିଶ୍ୱର ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ କିଛି ନିୟମ ଅଛି। ଯାହା ବାହାରୁ ଆସୁଥିବା ପ୍ରତ୍ୟେକ ବିଦେଶୀ ନାଗରିକ ଏବଂ ସେହି ଦେଶରେ ରହୁଥିବା ନାଗରିକଙ୍କୁ ପାଳନ କରିବାକୁ…

ପାକିସ୍ତାନ ବିରୋଧରେ ବଡ଼ ନିଷ୍ପତ୍ତି ପାଇଁ NSA-CDS ସହ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୈଠକ

ନୂଆଦିଲ୍ଲୀ,୨୯ା୪: ପହଲଗାମ ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘନଘନ ବୈଠକ କରୁଛନ୍ତି । ପାକିସ୍ତାନ ବିରୋଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ମଙ୍ଗଳବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ଏକ…

ଶୋଇବା ପୂର୍ବରୁ କ୍ଷୀର ସହିତ ପିଅନ୍ତୁ ଏଥିରୁ ଗୋଟେ ଚାମଚ, କଣ୍ଟ୍ରୋଲରେ ରହିବ କୋଲେଷ୍ଟ୍ରଲ-ବ୍ଲଡ୍ ପ୍ରେସର

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଖରାପ ଜୀବନଶୈଳୀ ଯୋଗୁ କୋଲେଷ୍ଟ୍ରଲ ଏବଂ ବ୍ଲଡ୍ ପ୍ରେସର ଭଳି ସମସ୍ୟା ସାଧାରଣ ହୋଇଗଲାଣି। ଲୋକମାନେ ଔଷଧ ସାହାଯ୍ୟରେ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ କିଛି…

୧ରୁ ଯାତ୍ରୀଙ୍କୁ ମିଳିବନି ଏସି, ସ୍ଲିପର କୋଚର ୱେଟିଂ ଟିକେଟ୍, ଧରାପଡ଼ିଲେ ଦେବେ ଏତିକି ଟଙ୍କା ଜରିମାନା…

ନୂଆଦିଲ୍ଲୀ,୨୮ା୪: ଭାରତୀୟ ରେଳବାଇ ମେ ୧ରୁ ଟିକେଟ୍ ନିୟମକୁ କଡ଼ାକଡ଼ି କରିବାକୁ ଯାଉଛି। ଏବେ ୱେଟିଂ ଟିକେଟ୍ ଥିବା ଯାତ୍ରୀମାନଙ୍କୁ ସ୍ଲିପର୍ କିମ୍ବା ଏସି କୋଚରେ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ। ଯଦି ଜଣେ…

ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଭାରତ: ପାକସ୍ତାନରେ ହାଇ ଆଲର୍ଟ

ଇସଲାମାବାଦ୍,୨୮ା୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ ଭୟଭୀତ ହୋଇଛି ପାକିସ୍ତାନ। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ମହମ୍ମଦ ଆସିଫ କହିଛନ୍ତି ଯେ, ଭାରତ ଯେକୌଣସି ସମୟରେ…

Female Sniper: ସବୁଠାରୁ ଭୟଙ୍କର ମହିଳା ସ୍ନାଇପର, ଯିଏ କି ହିଟଲରଙ୍କ ସେନାକୁ ବି ଥରାଇ ଦେଇଥିଲେ

ଇତିହାସରେ ଅନେକ ମହିଳା ଅଛନ୍ତି, ଯେଉଁମାନେ ସେମାନଙ୍କର ସାହସିକତା ପାଇଁ ଜଣାଶୁଣା। ଏପରି ଜଣେ ମହିଳା ଥିଲେ ଲୁଡମିଲା ପାଭଲିଚେଙ୍କୋ, ଯାହାଙ୍କ ନାମ ଆପଣ ହୁଏତ ଶୁଣି ନ ଥିବେ। ଏହି ମହିଳାଙ୍କ ନାମ ଇତିହାସରେ ଲିପିବଦ୍ଧ।…

ରାଜ୍ୟ କ୍ରାଇମବ୍ରାଞ୍ଚ ଭିନ୍ନଭିନ୍ନ ମାମଲାରେ ସମ୍ପୃକ୍ତ ୬ ଅଭିଯୁକ୍ତ ଗିରଫ: DGP

ଭୁବନେଶ୍ୱର,୨୮ା୪:  ସୋମବାର ରାଜ୍ୟ କ୍ରାଇମବ୍ରାଞ୍ଚ ଭିନ୍ନ ଭିନ୍ନ ୬ଟି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁରୀର ନିଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ପ୍ରସ୍ତୁତ…

ଏହି ବ୍ୟାଙ୍କଗୁଡ଼ିକରେ ଅଛି କି ଆପଣଙ୍କ ଆକଉଣ୍ଟ? ୧ରୁ ୧୫ ମେ’ ସୁଦ୍ଧା ମିଶ୍ରଣ ହେବ ଦେଶର ୪୩ ଗ୍ରାମୀଣ ବ୍ୟାଙ୍କ, ଜାଣନ୍ତୁ ସବିଶେଷ…

ନୂଆଦିଲ୍ଲୀ,୨୮ା୪:  One state-one RRB ବା ଗୋଟିଏ ରାଜ୍ୟ-ଗୋଟିଏ RRB (ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ) ସରକାରଙ୍କ ଏହି ନୀତି ଅନୁଯାୟୀ, ୧ ମେ’ଠାରୁ ଦେଶରେ ଗ୍ରାମୀଣ ବ୍ୟାଙ୍କ ସଂଖ୍ୟା ୪୩ରୁ ହ୍ରାସ ପାଇ ୨୮ ହୋଇଯିବ।…

ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତା ମାମଲାର ତଦନ୍ତ ଜୋରଦାର: ଖୁବଶୀଘ୍ର ଦାଖଲ କରାଯିବ ଚାର୍ଜସିଟ୍

ଭୁବନେଶ୍ୱର,୨୮ା୪: ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତା ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମ ବ୍ରାଞ୍ଚ। ଏହି ମାମଲା ଖୁବଶୀଘ୍ର ଚାର୍ଜସିଟ ଦାଖଲ କରାଯିବ ବୋଲି DGP ବିନୟ ତୋଷ…