ଦିଲ୍ଲୀ ନିର୍ବାଚନରେ ​​କେଜ୍ରିୱାଲଙ୍କୁ ମିଳିଲା ଅଖିଳେଶ, ମମତାଙ୍କ ସମର୍ଥନ; ପୁଣି ଏକୁଟିଆ ହେଲା କଂଗ୍ରେସ 

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜଧାନୀରେ ରାଜନୈତିକ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ଏବଂ ଆମ୍ ଆଦମୀ ପାର୍ଟି…

ITR Filing Rules: ଆୟକର ରିଟର୍ଣ୍ଣ ଫାଇଲ୍ କରିବା ହେବ ସରଳ! ଏହି ବଡ କାମ କରିବାକୁ ଯାଉଛନ୍ତି ସରକାର

ନୂଆଦିଲ୍ଲୀ: ଆଗାମୀ ଦିନରେ ଟିକସଦାତାଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ଆହୁରି ସହଜ ହୋଇପାରେ। ଆୟକର ରିଟର୍ଣ୍ଣ ଦାଖଲ ନିୟମକୁ ଅତି ସହଜ ଏବଂ ସରଳ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ବଢୁଥିବା ଟିକସ…

ମୁକେଶ ଅମ୍ବାନୀଙ୍କୁ କଡ଼ା ଟକ୍କର ଦେବାକୁ ଗୌତମ ଆଦାନୀଙ୍କ ସହବାଜ, ଥାଇଲାଣ୍ଡ କମ୍ପାନୀ ସହିତ ହାତ ମିଶାଇଲେ

ନୂଆଦିଲ୍ଲୀ: ଭାରତର ବୃହତ୍ତମ ପେଟ୍ରୋକେମିକାଲ୍ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ଯାଉଛି। କାରଣ ଆଦାନୀ ଗ୍ରୁପ୍ ପେଟ୍ରୋକେମିକାଲ୍ କ୍ଷେତ୍ରରେ…

ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା କଏଦୀଙ୍କ ପାଇଁ ଖୁସି ଖବର, ଖର୍ଚ୍ଚ ହେବ ଏତିକି କୋଟି ଟଙ୍କା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା କଏଦୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ରାଜ୍ୟ ସରକାର ସେମାନଙ୍କ ଖାଇବା ଖର୍ଚ୍ଚ ବୃଦ୍ଧି କରିବାକୁ ଯାଉଛନ୍ତି। ଏବେ ଦୈନିକ ଖାଦ୍ୟ ଖର୍ଚ୍ଚ ମୁଣ୍ଡପିଛା ୮୦ ଟଙ୍କା ହିସା…

ମୁଖ୍ୟ ନିର୍ବାଚନ କମିଶନର କଲେ ବଡ ଖୁଲାସା, ଅବସର ପରେ….

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ମଙ୍ଗଳବାର କହିଛନ୍ତି ଯେ ସେ ଆସନ୍ତା ମାସରେ ଅବସର ନେବା ପରେ ମାନସିକ ଶାନ୍ତି ପାଇଁ ହିମାଚଳ ପ୍ରଦେଶରେ କିଛି ମାସ ରହିବେ। ଦିଲ୍ଲୀ ବିଧାନସଭା ନିର୍ବାଚନ…

ଆଜି ଆସୁଛନ୍ତି ମୋଦୀ: ବ୍ଲୁ-ବୁକ୍ ଅନୁଯାୟୀ କଡ଼ା ସୁରକ୍ଷା ବ୍ୟବସ୍ଥା, ଦାୟିତ୍ୱରେ ୫୦୦ ଅଧିକାରୀ

ନୂଆଦିଲ୍ଲୀ: ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦ୍‌ଘାଟନ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ଵରରେ ପହଞ୍ଚିବେ। ରାତି ପ୍ରାୟ ୮ଟା ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରି ରାଜଭବନ ଯିବେ।…

୨୬ ବର୍ଷ ପରେ ବଡ଼ ଘୋଷଣା: ପରମାଣୁ ଶକ୍ତି କ୍ଷେତ୍ରରେ ସହଯୋଗ ବଢିବ

ନୂଆଦିଲ୍ଲୀ: ୧୯୯୮ ମସିହା ମେ ମାସରେ ରାଜସ୍ଥାନର ପୋଖରାନରେ ଭାରତ ପରମାଣୁ ପରୀକ୍ଷଣ କରିଥିଲା ସେତେବେଳେ ଭାରତର ଏହି ସଫଳତାରେ ସାରା ବିଶ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଆମେରିକା ଏହାକୁ ତୀବ୍ର ବିରୋଧ କରିଥିଲା। ଭାରତର…

ଘୋଷଣା ହେଲା ଇସ୍ରୋର ନୂତନ ମୁଖିଆଙ୍କ ନାମ, ଅନେକ ମିଶନରେ ରହିଛି ଗୁରୁତ୍ବପୂର୍ଣ୍ଣ ଯୋଗଦାନ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ର ନୂତନ ମୁଖ୍ୟଙ୍କ ନାମ ଘୋଷଣା କରାଯାଇଛି। ଡକ୍ଟର ଭି ନାରାୟଣନ୍ ଇସ୍ରୋର ନୂତନ ମୁଖ୍ୟ ହେବେ। ସେ ୧୪ ଜାନୁଆରୀରେ ଏସ୍. ସୋମନାଥଙ୍କୁ ସ୍ଥାନ ନେବେ। ମଙ୍ଗଳବାର…

କାହା ପାଇଁ ଭାଙ୍ଗିଲା ସମ୍ପର୍କ ? କାହା ସହିତ ସହଜ ହେଲେ ଧନଶ୍ରୀ, ଅଜଣା ଯୁବତୀଙ୍କ ସହ ନଜର ଆସିଲେ ଚହଲ 

ଛାଡପତ୍ର ପ୍ରସଙ୍ଗରେ ଉଭୟ ବର୍ତ୍ତମାନ ପର୍ଯ୍ୟନ୍ତ ନିରବ ରହିଛନ୍ତି। ସେମାନଙ୍କ ବିବାହର ଭାଙ୍ଗିବା ଏବଂ ସେମାନଙ୍କ ସଂପର୍କରେ ମତଭେଦ ସଂପର୍କରେ ଅନେକ ପ୍ରକାରର ଖବର ଏବେ ବାହାରକୁ ଆସୁଛି।

ଅଖିଳେଶ ଯାଦବ କଲେ ବଡ଼ ଦାବି, ବିଜେପି ସଦସ୍ୟ ନାହାନ୍ତି ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ଦାବି କରିଛନ୍ତି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତୀୟ ଜନତା ଦଳର ସଦସ୍ୟ ନୁହଁନ୍ତି। ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ ଏହି…