ଜଳୁଛି ପଶ୍ଚିମବଙ୍ଗ: ୱାକଫ୍ ଆଇନ ହିଂସା ମଧ୍ୟରେ ମୁର୍ଶିଦାବାଦରୁ ପଳାୟନ କଲେ ୪୦୦ ରୁ ଅଧିକ ହିନ୍ଦୁ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ୱାକଫ୍ ଆଇନ ବିରୋଧରେ ପ୍ରତିବାଦ ହିଂସାତ୍ମକ ହେବା ପରେ, ହିନ୍ଦୁମାନେ ମୁର୍ଶିଦାବାଦରୁ ପଳାୟନ କରୁଥିବାର ଖବର ମିଳିଛି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ତାଙ୍କ X ହ୍ୟାଣ୍ଡେଲରେ ଏକ…