ପରବର୍ତ୍ତୀ ପୋପ୍ ବାଛିବା କନକ୍ଲେଭରେ ଭାରତର ୪ ଜଣ କାର୍ଡିନାଲ୍ ଦେବେ ଭୋଟ୍
ନୂଆଦିଲ୍ଲୀ: ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ ପରେ ରୋମାନ କ୍ୟାଥୋଲିକ ଚର୍ଚ୍ଚର ପରବର୍ତ୍ତୀ ନେତା ବାଛିବା ପାଇଁ ଆୟୋଜିତ ହେବାକୁ ଥିବା ପାପାଲ୍ କନକ୍ଲେଭରେ ଭାରତର ୪ ଜଣ କାର୍ଡିନାଲ୍ ଭୋଟ୍ ଦେବା ପାଇଁ ଯୋଗ୍ୟ ହୋଇଛନ୍ତି।…