ଧୋନି-ଜାଡେଜା ସବୁ ଫେଲ୍… କୋଲକାତା ଆଗରେ ଅସହାୟ ହୋଇଗଲା ଚେନ୍ନାଇ, ରେକର୍ଡ କଲା ସର୍ବନିମ୍ନ ସ୍କୋର
ଚେନ୍ନାଇ: କୋଲକାତା ଦଳର ବୋଲରମାନେ ଚେନ୍ନାଇର ବ୍ୟାଟସମ୍ୟାନଙ୍କୁ ଧରାଶାୟୀ କରିଦେଇଛନ୍ତି। ଶିବମ୍ ଦୁବେଙ୍କ ୩୧ ରନର ଇନିଂସ ବଳରେ ଚେନ୍ନାଇ କୋଲକାତା ଆଗରେ ୧୦୪ ରନର ଟାର୍ଗେଟ ରଖିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ…