BIG BREAKING: ନୂଆ ବର୍ଷ ପୂର୍ବରୁ ଅଶାନ୍ତ ହେଲା ଭୁବନେଶ୍ୱର: ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ଓଡିଶା ଭାସ୍କର: ନୂଆ ବର୍ଷ ପୂର୍ବରୁ ଅଶାନ୍ତ ହେଲା ରାଜଧାନୀ ଭୁବନେଶ୍ୱର। ଜନ ଗହଳିପୂର୍ଣ୍ଣ ରାସ୍ତାରେ ୨ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁବୃର୍ତ୍ତ। ଗୁରୁତର ଅବସ୍ଥାରେ ଯୁବକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି।…