ମଇଁଷିର ମୂଲ୍ୟ ୧୦ କୋଟି! ରହିବା ପାଇଁ ଏସି ରୁମ, ଖାଇବା ପାଇଁ ଡ୍ରାଏ ଫ୍ରୁଟ୍ସ: କ’ଣ ରହିଛି ଏହା ପଛର କାରଣ
ବିହାର: ବିହାରର ରାଜଧାନୀ ପାଟନାରେ ବିହାର ଡୈରୀ ଏବଂ କ୍ୟାଟଲ ଏକ୍ସପୋ ୨୦୨୩ର ତିନି ଦିନିଆ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀରେ ଦୁଗ୍ଧ ଏବଂ ପଶୁପାଳନ ସହ ଜଡିତ ଅନେକ କମ୍ପାନୀର ଷ୍ଟଲ ସ୍ଥାପନ କରାଯାଇଛି ।…