ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ Deepfake Video ମାମଲାରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଲା, ଜାଣନ୍ତୁ
ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପ୍ଫେକ୍ ଭିଡିଓ ମାମଲା ଏବେ ବି ଶିରୋନାମାରେ ରହିଛି । ପ୍ରାୟ ଏକ ମାସ ତଳେ ରଶ୍ମିକାଙ୍କ ଏକ ଡିପ୍ଫେକ୍ ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଦେଖିବାକୁ…