CHARIDHAM

ପ୍ରଦୂଷଣମୁକ୍ତ ହେବ ନଦୀ ଜଳ: ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବାକୁ ନିଷ୍ପତି

ଓଡିଶା ଭାସ୍କର: ଦୟା ନଦୀ ଜଳକୁ ପ୍ରଦୂଷଣମୁକ୍ତ ରଖିବା ଦିଗରେ ଆଲୋକପାତ କରିଛନ୍ତି 5-T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,…

ପିଲାମାନେ ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁ ନାହାଁନ୍ତି…ବିଦ୍ୟାଳୟର ସମୟ ପରିବର୍ତ୍ତନ କରାଯିବା ଉଚିତ, ସରକାରଙ୍କୁ ଏଭଳି ପରାମର୍ଶ ଦେଲେ…

ମୁମ୍ବାଇ: ମହାରାଷ୍ଟ୍ରର ରାଜ୍ୟପାଳ ରମେଶ ବାଇସ୍ ସ୍କୁଲ ସମୟ ପରିବର୍ତ୍ତନ କରିବା ଲାଗି ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଯାହା ଦ୍ୱାରା ଛାତ୍ରଛାତ୍ରୀ ମାନେ ପର୍ଯ୍ୟାପ୍ତ ସମୟ ଶୋଇ ପାରିବେ ବୋଲି ସେ କହିଛନ୍ତି।…

ବରଯାତ୍ରୀ ଭିଡ଼ରୁ ଲୁଟିନେଲେ ଟଙ୍କା: ବରପିତାଙ୍କ ହାତରୁ ଟଙ୍କାଭର୍ତ୍ତି ବ୍ୟାଗ ଛଡ଼ାଇ ଫେରାର ଦୁର୍ବୃତ୍ତ

ନୂଆଦିଲ୍ଲୀ: ବାହାଘର ପାଇଁ ବରଯାତ୍ରୀ ଆସୁଛି । ହେଲେ ଏହା ମଧ୍ୟରେ ବରପିତାଙ୍କ ହାତରୁ ଟଙ୍କାଭର୍ତ୍ତି ବ୍ୟାଗ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ । ଭିଡ଼ର ସୁଯୋଗ ନେଇ ପ୍ରାୟ ଲକ୍ଷାଧିକ ଟଙ୍କା ଥିବା ବ୍ୟାଗ ଧରି ଚମ୍ପଟ…

ଆତଙ୍କବାଦୀଙ୍କୁ ମସଜିଦ ମନା: ଜାଣନ୍ତୁ ପାକିସ୍ତାନର ଏପରି ନିଷ୍ପତ୍ତି ନେବା ପଛର କାରଣ

ଇସଲାମାବାଦ: ପାକିସ୍ତାନରେ ଆତଙ୍କବାଦୀମାନେ ଆଉ ମସଜିଦରେ ନମାଜ ପଢ଼ି ପାରିବେ ନାହିଁ। ଆତଙ୍କବାଦୀଙ୍କୁ ଘରେ ହିଁ ସଲାତୁଲ-ଫଜ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ୟ୍ୟନ୍ତ…

ଖୋଜିଲେ ମଧ୍ୟ ଏଠାରେ ମିଳିବେ ନାହିଁ ଜଣେ ହେଲେ ଲୋକ: ଜାଣନ୍ତୁ କେଉଁଠାରେ ଅଛି ପୃଥିବୀର ସବୁଠାରୁ ଜନଶୂନ୍ୟ ସ୍ଥାନ

ଓଡିଶା ଭାସ୍କର: ଏହି ଦୁନିଆରେ ଅନେକ ଆଶ୍ଚର୍ୟ୍ୟଜନକ ସ୍ଥାନ ଏବଂ ଜିନିଷରେ ଭରି ରହିଛି । ତେବେ ବର୍ତ୍ତମାନ ପୃଥିବୀର ଜନସଂଖ୍ୟାକୁ ଦେଖିଲେ ପୃଥିବୀର ବିଭିନ୍ନ ପ୍ରାନ୍ତରରେ ସ୍ଥାନର ଅଭାବ ଦେଖାଗଲାଣି । ତେଣୁ ସ୍ୱଳ୍ପ…

ସୂର୍ଯ୍ୟାସ୍ତ ସମୟରେ କରନ୍ତୁ ଏହି କାମ: ମିଳିବ ମା’ ଲକ୍ଷ୍ମୀଙ୍କ କୃପା, ହେବ ଆର୍ଥିକ ଉନ୍ନତି

ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ ସୁଖ, ଶାନ୍ତି ସହିତ ଧନର କାମନା ମଧ୍ୟ କରିଥାନ୍ତି । କିନ୍ତୁ ଏହା ମାତା ଲକ୍ଷ୍ମୀଙ୍କୁ କରିବା ଦ୍ୱାରା ଏହା ସମ୍ଭବ ହୋଇଥାଏ । ଏଥିପାଇଁ ଲୋକମାନେ ପ୍ରତିଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା…

(Video) ବାତ୍ୟାକୁ ଖାତିର ନକରି ରାସ୍ତା ଉପରେ ମାଛ ଧରିଲେ ଲୋକେ: ଦେଖନ୍ତୁ ମଜାଦାର ଦୃଶ୍ୟ

ତାମିଲନାଡ଼ୁ: ବାତ୍ୟା ମିଗଜୋଙ୍ଗ ଦ୍ୱାରା ପ୍ରଭାବିତ ହୋଇଛି ସାରା ଦକ୍ଷିଣ ଭାରତ । ତାମିଲନାଡ଼ୁ ମଧ୍ୟ ବନ୍ୟା ପାଣିରେ ବୁଡ଼ି ଯାଇଛି । ତେବେ ଏପରି ସ୍ଥିତିରେ ମଧ୍ୟ ରାଜଧାନୀ ଚେନ୍ନାଇ ରାସ୍ତାରେ ଦେଖିବାକୁ ମିଳିଛି ମଜାଦାର…

ସତ ହେବ ମାଳକା! ଆସୁଛି ମହାପ୍ରଳୟ, ଶତାବ୍ଦୀ ଶେଷ ବେଳକୁ ଜଳମଗ୍ନ ହେବ ଏହି ୧୨ଟି ସହର

ବାତ୍ୟା ମିଗଜୋଙ୍ଗ ପ୍ରଭାବରେ ଚେନ୍ନାଇରେ ବନ୍ୟା ପରିସ୍ଥିତି ଆସିଛି । ତେବେ ଏହା ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ଭାରତୀୟ ସହରଗୁଡିକ ପ୍ରତି ବିପଦକୁ ନେଇ ସଚେତନ କରିଛି। ଚେନ୍ନାଇରେ ଡିସେମ୍ବର ୪, ୨୦୨୩…

ଆସୁଛି ବଡ଼ ବିପଦ! ମହାକାଶରେ ସୂର୍ଯ୍ୟ ନେଉଛି ଭୟଙ୍କର ରୂପ, ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବଡ଼ଧରଣର ଝଡ଼

ସକଳ ଶକ୍ତିର ଆଧାର ହେଲେ ସୂର୍ଯ୍ୟ । କିନ୍ତୁ କେବେ ଭାବିଛନ୍ତି କି ଯଦି ସୂର୍ଯ୍ୟଙ୍କ ଠାରୁ ହିଁ କୌଣସି ଏକ ବଡ଼ ବିପଦର ଆଶଙ୍କା ରହିଥାଏ ତେବେ କ'ଣ ହେବ? ଏହି ପ୍ରଶ୍ନ ବର୍ତ୍ତମାନ ସମୟରେ ବୈଜ୍ଞାନିକମାନଙ୍କୁ ଅସୁବିଧାରେ…

Big Breaking: ଭୁବନେଶ୍ୱରରୁ ହାଓଡ଼ା ଯାଉଥିବା ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

କଟକ: ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଭୁବନେଶ୍ୱରରୁ ହାଓଡ଼ା ଯାଉଥିବା ଏହି ଏକ୍ସପ୍ରେସରେ ଆଜି ସକାଳେ ନିଆଁ ଲାଗିଯାଇଥିଲା । ହାଓଡ଼ା ଯାଉଥିବା ସମୟରେ ଟ୍ରେନଟି କଟକ ଷ୍ଟେସନରେ ଅଟକିଥିଲା । ତେବେ କଟକ…