ଚୀନରେ ଘାଇଲା କରୁଛି ବ୍ରୁସେଲୋସିସ୍ ଭାଇରସ୍ , ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ନିରାକରଣ
ବିଶ୍ୱରେ କରୋନା ଭାଇରସର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବା ବେଳେ ଚୀନରେ ଆଉ ଏକ ଭାଇରସ୍ ଘାଇଲା କରିବାରେ ଲାଗିଛି । ଏହି ନୂଆ ଭାଇରସ୍ ପାଖାପାଖି ୬ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ତାର ନାଁ ହେଉଛି…