ଚୀନର ଗୁଇନ୍ଦାଗିରି: ଲିଷ୍ଟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନଙ୍କ ନାଁ ସାମିଲ
ନୂଆଦିଲ୍ଲୀ,୧୪ ।୯: ୧୦ ହଜାରରୁ ଅଧିକ ଭାରତୀୟଙ୍କ ଗୁଇନ୍ଦାଗିରି କରୁଛି ଚୀନ । ଅନଲାଇନରେ ଚୀନ ଭାରତୀୟଙ୍କ ଗୁଇନ୍ଦାଗିରି କରୁଛି । ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସିଜେଆଇ…