ଶୀତ ଓ ଗରମରୁ କେମିତି ନିଜକୁ ରକ୍ଷା କରନ୍ତି ମହାକାଶଚାରୀ! କ’ଣ ସାଙ୍ଗରେ ନିଅନ୍ତି ଶୀତବସ୍ତ୍ର, କେଉଁଠି ଶୋଇଥାଆନ୍ତି ସେମାନେ! ଜାଣନ୍ତୁ

ଓଡିଶା ଭାସ୍କର: ରହସ୍ୟମୟ ଅଟେ ଅନ୍ତରୀକ୍ଷ । ସେହି ରହସ୍ୟର ଅନପସନ୍ଧାନ ପାଇଁ ସେଠିକୁ ଯାଆନ୍ତି ଯାତ୍ରୀ । ଯାହାଙ୍କୁ କୁହାଯାଏ ମହାକାଶଚାରୀ । ସେମାନଙ୍କ ଖାଦ୍ୟପେୟଠୁ ଶୋଇବା ପର୍ଯ୍ୟନ୍ତ ସବୁକିଛି ଥାଏ ଭିନ୍ନ । ଗରମ…

ଏ ପ୍ରାର୍ଥନା ବର୍ଷା ପାଇଁ..ହେ ପ୍ରଭୁ ବର୍ଷା ଦିଅ! କାଶ୍ମୀରରେ ଗରମ ଭାଙ୍ଗିଲା ୨୫ ବର୍ଷର ରେକର୍ଡ, ଖାଲି ପାଦରେ ଦରଗାହରେ ପ୍ରାର୍ଥନା

ଓଡିଶା ଭାସ୍କର: ଉତ୍ତର ଭାରତର ଅନେକ ସ୍ଥାନରେ ବର୍ଷା ନିଜର କାୟାକଳ୍ପ ବର୍ଷାଉଛି । ଉତ୍ତରଖଣ୍ଡ ଓ ହିମାଚଳପ୍ରଦେଶରେ ମଧ୍ୟ ବର୍ଷା ବେଶ୍ ଛେଚୁଛି । ହେଲେ କଶ୍ମୀର ଉପରେ ଇନ୍ଦ୍ରଦେବଙ୍କ ବୋଧେ କୋପ ଦୃଷ୍ଟି ପଡିଛି ।…

ଭାରତୀୟ ସିନେମାକୁ ପଛରେ ପକାଇ ଦେଇଛି Deadpool and Wolverine, ହଲିଉଡ ମୁହାଁ ଭାରତୀୟ ଦର୍ଶକ

ଓଡିଶା ଭାସ୍କର: ଭାରତୀୟ ସିନେମା ଘରରେ ହଲିଉଡ ସିନେମା ‘ଡେଡପୁଲ ଓ ୱୁଲ୍ୱରିନ’(Deadpool and Wolverine) ବଲିଉଡ ଓ ସାଉଥ ସିନେମାକୁ ବେଶ୍ ପଛରେ ପକାଇ ଦେଇଛି । ମାତ୍ର ୨ ଦିନରେ ସିନେମାଟି ପ୍ରାୟ ୪୩ କୋଟି ରୋଜଗାର…

ଦୁଷ୍କର୍ମ କଲେ ଦୋଷୀ ହୁଏ ନପୁଂସକ! ଜାଣନ୍ତୁ କ’ଣ ରହିଛି ଏ ଦେଶରେ ନିୟମ

ଓଡିଶା ଭାସ୍କର: ପାକିସ୍ତାନରେ ମହିଳାଙ୍କ ସ୍ଥିତି ବେଶ୍ ଖରାପ ଅଛି । ଏହି ଦେଶରେ ରହୁଥିବା ମହିଳାଙ୍କ ସହ ହେଉଥିବା ଦୁଷ୍କର୍ମରେ ନିଜ ଲୋକ ହିଁ ଅଧିକ ଜଡିତ ଥାଆନ୍ତି । ଏହି ଦେଶର ଦୁଷ୍କର୍ମ ସହ ଜନିତ ଏକ…

(video): ‘ଦିଦି କାନରେ ପଶିଯିବ’- ଶାନ୍ତିରେ ଶୋଇଥିଲେ ମହିଳା, କେଶକୁ ପ୍ରେମ କରୁଛି ସାପ, ଲୋକେ ଦେଖି…

ଓଡିଶା ଭାସ୍କର: ସାପ ବିଷୟରେ ଭାବିଲେ ବି ଅନେକଙ୍କୁ ସଦମା ଆସିଥାଏ । ସାପ ଯେତିକି ଭୟଙ୍କର, ସେତିକି ସହଜରେ ଆକ୍ରମଣ କରିବାର କ୍ଷମତା ମଧ୍ୟ ରଖେ । ସାଧାରଣତଃ ସାପ ଭୂମିରେ ଯାଉଥିବାର ଦେଖିବାକୁ ମିଳିଥାଏ । ମାତ୍ର ଯଦି…

ଭଗବତ ଗୀତା ସାଜିଲା ମନୁଙ୍କ ସଫଳତା, ଅଲମ୍ପିକ୍ସ କାଂସ୍ୟ ଜିତିବାରେ କେମିତି କରିଥିଲା ସାହାଯ୍ୟ, ପଢନ୍ତୁ ଏ ରିପୋର୍ଟ

ଓଡିଶା ଭାସ୍କର: ଭାରତର ସୁନା ଝିଅ ଆଜି ପ୍ୟାରିସ ଅଲମ୍ପିକ୍ସରେ କାଂସ୍ୟ ଜିତିଛନ୍ତି । ୧୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ତାହାସହ ପ୍ରଥମ ମହିଳା ବନ୍ଧୁକଚାଳକ ବା ସୁଟର ଭାବରେ ଅଲମ୍ପିକ୍ସରେ ସେ କାଂସ୍ୟ ଜିତି ସାରା…

ଜମ୍ମୁ-କାଶ୍ମୀରରେ ମୁତୟନ ହେବେ ଓଡିଶାର ୨୦୦୦ ବିଏସଏଫ ଯବାନ

ଓଡିଶା ଭାସ୍କର: ଭାରତମାତା ପାଇଁ ଲଢିବେ ଓଡିଶାର ସୈନିକ । ଓଡିଶାର ମାଲକାନଗିରି ଅଞ୍ଚଳରେ ମୁତୟନ ହୋଇଥିବା ପ୍ରାୟ ୨୦୦୦ ବିଏସଏଫ (BSF) ଯବାନଙ୍କୁ ଜମ୍ମୁ-କାଶ୍ମୀରରେ ମୁତୟନ କରାଯିବ । ସେଥିପାଇଁ ଭାରତୀୟ ସେନା ଏହି…

ଭାରତରେ ବଢୁଛି ମୁଣ୍ଡ ଓ ଗଳା କ୍ୟାନସର, ଆସିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚିନ୍ତାଜନକ ରିପୋର୍ଟ…

ଓଡିଶା ଭାସ୍କର: ଭାରତରେ କ୍ୟାନସର ନିଜର କାୟାବିସ୍ତାର କରି ଚାଲିଛି । ଏଥିରେ ବିଶେଷକରି ମୁଣ୍ଡ ଓ ଗଳା କ୍ୟାନସର ସଂପୃକ୍ତ ରହିଛି । ଦେଶର ମୋଟ କ୍ୟାନସର ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୬ ପ୍ରତିଶତ ମୁଣ୍ଡ ଓ ଗଳା କ୍ୟାନସରରେ…

ମନୁ ଦେଲେ ଭାରତକୁ ପ୍ରଥମ ପଦକ, ସୁଟିଂରେ ଜିତିଲେ କାଂସ୍ୟ, ଅଲମ୍ପିକ୍ସରେ ପଦକ ଜିତିବାରେ ପ୍ରଥମ ମହିଳା ସୁଟର, ଏବେ ଅର୍ଜୁନଙ୍କଠୁ ବଡ ଆଶା

ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଆଜି ତାହାର ବହୁପ୍ରତୀକ୍ଷିତ ପ୍ରଥମ ପଦକ ମିଳିଛି । ଷ୍ଟାର ମହିଳା ସୁଟର ମନୁ ଭାକରଙ୍କଠୁ ଭାରତ ସ୍ୱର୍ଣ୍ଣପଦକର ଆଶା ରଖିଥିଲା । ମାତ୍ର ଟିମ୍ ଇଣ୍ଡିଆର ଏହି ସୁଟର ଏବେ…

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏବଂ ଅର୍ଥ ବିଭାଗର ପାଇଁ ନୂଆ ଆଇଏଏସ ନିଯୁକ୍ତ: ପଢନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରେ କିଛି ଆଇଏଏସଙ୍କୁ ନୂତନ ବିଭାଗର ପ୍ରମୁଖ ଦାୟିତ୍ୱ ମିଳିଛି । ଆଇଏଏସ ଶାଶ୍ୱତ ମିଶ୍ରଙ୍କୁ ଓଏସଏସଏସସି ଅଧ୍ୟକ୍ଷ ଏବଂ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବରେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । କେବଳ…