(Video) ପାକିସ୍ତାନକୁ ଭାରତ ସରକାରଙ୍କ କଡା ଚେତାବନୀ: ଆତଙ୍କବାଦୀ ନିପାତ ପାଇଁ ଓଡିଶାରୁ ଜାମ୍ମୁ-କାଶ୍ମୀର ଯିବେ BSF ଯବାନ

ଭୁବନେଶ୍ୱର: ଓଡିଶାରୁ ଜାମ୍ମୁ-କାଶ୍ମୀର ସୀମାକୁ BSF ଯବାନ ଯିବେ । ରାଜ୍ୟରୁ ଦୁଇ ହଜାର ଯବାନ ଜାମ୍ମୁ-କାଶ୍ମୀର ସ୍ଥାନାନ୍ତରଣ ହେବେ । ସୀମାନ୍ତ ଜମ୍ମୁ-କାଶ୍ମୀରରୁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସରକାର ନେଇଛନ୍ତି…

“ସୀତାରେ ଜମିନ ପର’ ଚଳଚ୍ଚିତ୍ରକୁ ନେଇ ଆମୀରଙ୍କ ଖୁଲାସା: ସାକ୍ଷାତକାରରେ କଣ କହିଲେ ଜାଣନ୍ତୁ

ଓଡିଶା ଭାସ୍କର: ବଲିଉଡରେ ମିଷ୍ଟର ପରଫେକନିଷ୍ଟ କୁହାଯାଉଥିବା ଆମୀର ଖାନ ତାଙ୍କର ଭିନ୍ନ ଧରଣର ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା । ଆମୀର ଖାନ ତାଙ୍କର ଦୀର୍ଘ ଯାତ୍ରାର ଚଳଚ୍ଚିତ୍ର କ୍ୟାରିୟରରେ ୪୮ ରୁ ଅଧିକ…

ବର୍ଷାରେ ଓଦା ହୋଇ ଥଣ୍ଡା,ଜ୍ୱର ସମସ୍ୟାରେ ପୀଡିତ ଅଛନ୍ତି କି? ଘରୋଇ ଉପାୟରେ ସମାଧାନ କରନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ମୌସୁମୀ ସକ୍ରିୟ ରହିଛି । ଏହା ସହିତ ଭାଇରାଲ୍ ଜ୍ୱର, କାଶ ଏବଂ ଥଣ୍ଡା ରୋଗରେ ପୀଡିତ ରୋଗୀମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛନ୍ତି। କାରଣ ଲୋକମାନେ ପ୍ରାୟତ ଏହି ଦିନ ବର୍ଷାରେ…

ପ୍ରେମର ବିଫଳତା ପାଇଁ ଜୀବନ ହାରୁଛନ୍ତି ଯୁବପିଢି, ୬ ମାସରେ ଏତିକି ବଢିଛି ସଂଖ୍ୟା, ପଢନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ରାଜଧାନୀର ବଢୁଛି ଯୁବ ପିଢିଙ୍କ ଆତ୍ମହତ୍ୟା । ଏହାର କାରଣ ଅନେକ ଥାଇପାରେ । କିନ୍ତୁ ପ୍ରେମରେ ଧୋକା ପାଇବା ଏବଂ ପାରାବାରି ଅଶାନ୍ତି ଯୋଗୁଁ ଅନେକ ନିରୀହ ଜୀବନ ବଳି ପଡୁଛି । ରାଜଧାନୀରେ ମହିଳାଙ୍କ…

ହୀରାକୁଦରେ ଖୋଲିବ ୨୦ ଗେଟ୍: ପ୍ରତି ସେକେଣ୍ଡରେ ୪୦ ହଜାର ୧୨୬ ଘନଫୁଟର ଜଳ ନିଷ୍କାସିତ

ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ପ୍ରଥମଥର ବନ୍ୟାଜଳ ନିଷ୍କାସିତ କରିବ ହୀରୀକୁଦ । ଆଜି ତିନୋଟି ପର୍ଯ୍ୟାୟ କ୍ରମେ ହୀରାକୁଦର ୨୦ଟି ଗେଟ ଖେଲାଯିବ । ସକାଳ ୯ଟାରେ ୭ଟି ଓ ୧୨ ଟା ପରେ ଆଉ ୭ଟି ଗେଟ୍ ଖୋଲାଯିବ ।…

ବିଜୟ ମାଲ୍ୟାଙ୍କୁ ସେବି କଲା ଫୁଲ ଟାର୍ଗେଟ: ଭାରତୀୟ ବଜାରରେ ତାଙ୍କର ସମସ୍ତ କାବାରକୁ ନିଷିଦ୍ଧ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କରୁ ହଜାରେ କୋଟି ଟଙ୍କା ନେଇ ବିଦେଶକୁ ଖସି ପଳାଇଥିବା ପଳାତକ ବିଜୟ ମାଲ୍ୟାଙ୍କ ବିରୋଧରେ ସେବି ଏକ ସଙ୍ଗିନ୍ ପଦକ୍ଷେପ ନେଇଛି। ମାର୍କେଟ ରେଗୁଲେଟର ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍…

ଦୂରଯାତ୍ରା ଟ୍ରାଭେଲ କଲାବେଳେ ବାରମ୍ବାର ବାନ୍ତି କରୁଛନ୍ତି କି ? ବିନା ଔଷଧରେ କିଛି ସେକେଣ୍ଡରେ ଭଲ ହେବାର ଉପାୟ ଜାଣନ୍ତୁ

ଓଡିଶା ଭାସ୍କର: ଆମମାନଙ୍କ ମଧ୍ୟରୁ ଅଧିକାଂଶ ଏପରି ଲୋକ ଅଛନ୍ତି । ଯେଉଁମାନେ କାର୍,ବସ ବା ଅନ୍ୟାନ ଗାଡିରେ ଯାତ୍ରା ସମୟରେ ବାନ୍ତି କରନ୍ତି । ଏହି କାରଣରୁ ଅନେକ ଲୋକ ଦୂର ସ୍ଥାନ ଭ୍ରମଣ କରିବାକୁ ମଧ୍ୟ ଦୂରେଇ…

ନୀତି ଆୟୋଗ ବୈଠକରେ ସାମିଲ ହେବେ ଓଡିଶାର ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ: ସମୃଦ୍ଧ ଓଡିଶା ଗଠନ ଲାଗି ବୈଠକରେ…

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ହେବାକୁ ଥିବା ଦିଲ୍ଲୀ ସ୍ଥିତ ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ନୀତି ଆୟୋଗ ବୈଠକରେ ଓଡିଶାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ତରଣ…

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି: ପୁଣି ୪ ଦିନ ଲଗାତାର ଭାବରେ ବୃଷ୍ଟିପାତ କରିବ

ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ । ରାଜ୍ୟରେ ଉପକୂଳ ଓଡିଶା ସମେତ ଉତ୍ତର ଓଡିଶାରେ ଏହାର ପ୍ରଭାବ ବହୁତ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।…