ଚାଲୁଥିବା ବନ୍ଦେ ଭାରତ ଟ୍ରେନରେ ଚଢିବାକୁ ଚେଷ୍ଟା କରିଥିଲେ : ଆଉ ତା’ପରେ…
ନୂଆଦିଲ୍ଲୀ : କଥାରେ ଅଛି ଦୁର୍ଘଟଣା ଠାରୁ ବିଳମ୍ବ ହିଁ ଭଲ । ଏହାକୁ ଆମେ ଅନେକ ସମୟରେ ପଢିଥିବା ଏବଂ ଶୁଣିଥିବା । କିନ୍ତୁ ଲୋକେ ଏହି କଥାକୁ ଅଣଦେଖା କରି କୌଣସି କାମକୁ ଅତି ଶୀଘ୍ରରେ କରିବାକୁ ଯାଇ ନିଜ ଜୀବନକୁ ବାଜି…