I.N.D.I.A ତୃତୀୟ ବୈଠକରେ ଯୋଗ ଦେବ ଆମ୍ ଆଦମୀ ପାର୍ଟି ; ଆପ୍ ଦଳ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ
ଓଡିଶା ଭାସ୍କର: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଇ.ଣ୍ଡି.ଆ ର ତୃତୀୟ ବୈଠକରେ ଅଂଶଗ୍ରହଣ କରିବ ଆମ୍ ଆଦମୀ ପାର୍ଟି । ଏନେଇ ନିଶ୍ଚିତ କରିଛନ୍ତି ଆପ ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ…