ଭଡା ଘରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

ଓଡିଶା ଭାସ୍କର: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧୀନ ପ୍ରାଚୀବିହାର ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଯୁବକ ଜଣକ ବେକରେ…

ଜେରା ବେଳେ ପୋଲିସକୁ ଶରତ ନାୟକ କହିଲେ ମୋର ସେହି ଫୋନଟା ଚୋରି ହେଇଯାଇଛି !

ଓଡିଶା ଭାସ୍କର; ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀ ସ୍ଵର୍ଣ୍ଣଲତା ଦାସଙ୍କର ମୃତ୍ୟୁ କେମିତି ହେଲା ତାହା ଏବେ ସନ୍ଦେହ ଘେରରେ ରହିଛି । ଝିଅର ପ୍ରେମିକଙ୍କ ସହ ଓ ମା’ଙ୍କ ସହ ଶରତ ନାୟକ କଥା ହେଉଥିବାର ଅଡିଓ ଭାଇରାଲ…

ଲଦାଖରେ ନଦୀକୁ ଖସିଲା ସେନା ଗାଡ଼ି, ୯ ଯବାନ ସହିଦ

ନୂଆଦିଲ୍ଲୀ: ସୀମା ରାଜ୍ୟ ଲଦାଖରେ ସେନା ଭାରତୀୟ ସୈନିକଙ୍କ ସହିତ ବଡ଼ ଦୁର୍ଘଟଣା ଘଟି ଯାଇଛି। ଶନିବାର ସନ୍ଧ୍ୟା ୬ ଟା ୩୦ ମିନିଟ ସମୟରେ ଲଦାଖରେ ସୈନ୍ୟବାହିନୀର ଏକ ଗାଡ଼ି ନଦୀକୁ ଖସି ପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ…

ଛତିଶଗଡ଼ ନିର୍ବାଚନ ଆଗରୁ ଜନତାଙ୍କୁ କେଜ୍ରିୱାଲଙ୍କ ଅଫର…

ନୂଆଦିଲ୍ଲୀ: ଛତିଶଗଡ଼ ବିଧାନସଭା ନିର୍ବାଚନ ନେଇ ଏବେ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଦିଲ୍ଲୀ, ପଞ୍ଜାବ ପରେ ଏବେ ଛତିଶଗଡ଼ ଉପରେ ନଜର ରଖିଛି ଆମ ଆଦମୀ ପାର୍ଟି । ଭୋଟରଙ୍କୁ ଆକୃଷ୍ଟ…

ପିଆଜ ଦର ବୃଦ୍ଧି ରୋକିବାକୁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ, ରପ୍ତାନୀ ଉପରେ ଲାଗିବ ୪୦% କର

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପନିପରିବାର ଦର ଆକାଶ ଛୁଆଁ ଥିବା ବେଳେ ପିଆଜ ଦର ବଢିବା ଆରମ୍ଭ ହୋଇଛି। ଆଶଙ୍କା କରାଯାଉଛି ଯେ, ଆଗକୁ ସେପ୍ଟେମ୍ବର ମାସରେ ଏହା ଆହୁରି ବୃଦ୍ଧି ପାଇ କିଲୋ ପିଛା ୧୦୦ ଟଙ୍କା ଛୁଇଁ ପାରେ।…

ମାତ୍ର ଅଳ୍ପ ଅଳ୍ପକେ କୁମ୍ଭୀର ମୁହଁରୁ ବଞ୍ଚିଗଲେ ଜଣେ ମହିଳା ନହେଲେ ଆଜି…

ଯାଜପୁର; ଆଜି ଅଳ୍ପକେ କୁମ୍ଭୀର ମୁହଁରୁ ବର୍ତ୍ତି ଯାଇଛନ୍ତି ଜଣେ ମହିଳା । ଗତ କିଛି ଦିନ ତଳେ ଯାଜପୁରରୁ ଆସିଥିବା ଲୋମଟାଙ୍କୁରା ଭିଡିଓ ଦେଖି ପ୍ରାୟ ସମସ୍ତେ ଭୟଭୀତ ହୋଇଯାଇଥିଲେ । ଜଣେ ଜୀବିତ ମହିଳାଙ୍କୁ କୁମ୍ଭୀର…

କ୍ରିକେଟ୍ ବିଶ୍ୱକପ୍ ୨୦୨୩ ପାଇଁ ଦୁଇ ମାସ୍କଟ୍ ଉନ୍ମୋଚନ କଲା ଆଇସିସି, ପ୍ରଶଂସକ ମାନଙ୍କ ପାଇଁ ବଡ଼ ସୁଯୋଗ

ନୁଆଦିଲ୍ଲୀ: ଆଗାମୀ ଦିନିକିଆ କ୍ରିକେଟ୍ ବିଶ୍ୱକପ ଭାରତରେ ହେବାକୁ ଥିବାବେଳେ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଛି । ଆୟୋଜକ ବିସିସିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇ…

କାଳିବୋଳା ମୁହଁରେ ଜନତାଙ୍କ ସହିତ ହାତ ମିଳାଇ ହସହସ ମୁହଁରେ ସମସ୍ୟା ଶୁଣିଲେ ୫ ଟି ସଚିବ

ପୁରୀ; ଆଜି ଦ୍ୱିତୀୟ ଦିନରେ ପୁରୀ ଗସ୍ତରେ ଯାଇଛନ୍ତି ୫ ଟି ସଚିବ ଭି.କେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକଙ୍କଠାରୁ ଅଭିଯୋଗ ଶୁଣିବାକୁ ଆଜି ସତ୍ୟବାଦୀରେ ପହଞ୍ଚିଥିଲେ ୫ ଟି ସଚିବ ଭି.କେ. ପାଣ୍ଡିଆନ…

ସୋସିଆଲ ମିଡିଆ ୟୁଜର୍ସ ଏହାର ପ୍ରଭାବ ଏବଂ ପହଞ୍ଚ ସମ୍ପର୍କରେ ସତର୍କ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ୟୁଜର୍ସମାନେ କୌଣସି ପୋଷ୍ଟ କରିବା ପୁର୍ବରୁ ଏହାର ପ୍ରଭାବ ଏବଂ ପହଞ୍ଚ ସମ୍ପର୍କରେ ସତର୍କ ରହିବା ଉଚିତ୍ । ଅଭିନେତା ଏବଂ ତାମିଲନାଡୁର ପୂର୍ବତନ ବିଧାୟକ ଏସ୍‌.ଭି. ଶେଖର ଦାଖଲ କରିଥିବା…

ଆନ୍ଧ୍ରର ଦାଦାଗିରି, ଜୋର୍‌ ଜବରଦସ୍ତ କରି ଗଞ୍ଜାମର ୫ ମତ୍ସ୍ୟଜୀବୀଙ୍କୁ କଲେ ଅପହରଣ

ଓଡିଶା ଭାସ୍କର: ପୁଣି ଦେଖିବାକୁ ମିଳିଛି ଆନ୍ଧ୍ରର ଦାଦାଗିରି । ଓଡିଶା ସୀମାରେ ଆନ୍ଧ୍ର ଲଗାତାର ଦାଦାଗିରି କରିଆସୁଥିବା ବେଳେ ଏବେ ଜୋର୍‌ ଜବରଦସ୍ତ କରି ୫ ଓଡ଼ିଆ ମତ୍ସ୍ୟଜୀବୀଙ୍କୁ ଅପହରଣ କରିନେଇଛନ୍ତି । ଗଞ୍ଜାମ…