ଏହି ଗଛର ମୂଳକୁ ଆଲମାରୀରେ ରଖିଲେ ଟଙ୍କାରେ ରହିବନି ଅଭାବ : ମାଆ ଲକ୍ଷ୍ମୀଙ୍କର ବର୍ଷିବ କୃପା
ଭୁବନେଶ୍ୱର : କେତେକ ଗଛକୁ ଶୁଭ ଏବଂ ପବିତ୍ର ଭାବରେ ବିବେଚନା କରାଯାଏ । ଲୋକମାନେ ମଧ୍ୟ ଅନେକ ଗଛକୁ ପୂଜା କରନ୍ତି । ଅନ୍ୟପକ୍ଷରେ, ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ କିମ୍ବା ଆଖପାଖରେ କିଛି ଗଛ ଲଗାଇବା…