ଶ୍ରୀଦେବୀ ତନୟା ଜାହ୍ନବୀ କପୂରଙ୍କ ଦେହ ଅସୁସ୍ଥ, ହସ୍ପିଟାଲରେ ହେଲେ ଭର୍ତ୍ତି
ଓଡିଶା ଭାସ୍କର: ଶ୍ରୀଦେବୀ ତନୟା ସୁନ୍ଦରୀ ଜାହ୍ନବୀ କପୂରଙ୍କ ଦେହ ଏବେ ଅସୁସ୍ଥ ହୋଇଥିବା ଜଣା ପଡିଛି । ତାଙ୍କ ଦେହ ଖରାପ ହେବା କାରଣରୁ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଏବେ ସୁସ୍ଥ ହୋଇ ନଥିବା ଜଣା…