ଦିନ ଥିଲା ଏ ଅଭିନେତା ୧୮ ଟଙ୍କା ପାଇଁ ସଂଘର୍ଷ କରୁଥିଲେ, ଏବେ ୮୧ କୋଟିର ମାଲିକ, ଜାଣନ୍ତୁ ଏହି ସୁପରଷ୍ଟାରଙ୍କ ସଂଘର୍ଷର ଏ ଯାତ୍ରା…
ଓଡିଶା ଭାସ୍କର: ସ୍ୱାଧୀନତା ଦିବସରେ ରିଲିଜ ହୋଇଥିବା ସିନେମା ‘ସ୍ତ୍ରୀ-୨’ ବକ୍ସ ଅଫିସରେ ଝଡ ସୃଷ୍ଟି କରି ସାରିଛି । ଏହି ସିନେମା ନିଜର ପଞ୍ଚମ ଦିନରେ ହିଁ ପ୍ରାୟ ୨୦୦ କୋଟି ଟଙ୍କା ଛୁଇଁ ସାରିଛି । ସିନେମାରେ…