ବାପାଙ୍କ ଆର୍ଶୀବାଦରେ ଆଗେଇ ଚାଲିଛି ଝିଅ ; ଚତୁର୍ଥ ରାଉଣ୍ଡ ସୁଦ୍ଧା ଦିପାଳୀ ଆଗରେ..
ଭୁବନେଶ୍ୱର : ଝାରସୁଗୁଡା ଉପନର୍ବାଚନରେ ଦ୍ୱିତୀୟ , ତୃତୀୟ ଓ ଚତୁର୍ଥ ରାଉଣ୍ଡର ଫଳାଫଳ ପ୍ରକାଶ ପାଇଛି । ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ଓ ତୃତୀୟ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଦିପାଳୀ ଆଗରେ ରହିଛନ୍ତି । ଚତୁର୍ଥ…