କୁନି ଝିଅର ଗୁହାରି ଶୁଣିଲେ ମୋଦୀ, ଭାଇରାଲ୍ ଭିଡିଓ ପରେ ଆରମ୍ଭ ହେଲା ସ୍କୁଲ ନିର୍ମାଣ କାର୍ଯ୍ୟ
ଜାମ୍ମୁ: ଜାମ୍ମୁର କାଥୁଆ ଜିଲ୍ଲାର ବିଲାୱାରର ଲୋହିଆ ମାଲହରରୁ ଭାଇରାଲ ହୋଇଥିବା ଜଣେ କୁନି ଝିଅର ଆକୁଳ ନିବେଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରା କରିଛନ୍ତି । ତୃତୀୟ ଶ୍ରେଣୀରେ ପଢୁଥିବା ଏହି ଝିଅଟି ତାଙ୍କ…