୫+୩+୩+୪ ଢାଞ୍ଚାରେ ହେବ ପାଠପଢା ; ୩ ରୁ ୧୮ ବର୍ଷ ପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ଅଧ୍ୟୟନ, କ୍ଲାସରେ ପିଲାଙ୍କୁ ମିଳିବ ଦୁଇଟି ବ୍ରେକ୍
ନୂଆଦିଲ୍ଲୀ : ବଦଳିଛି ପିଲାଙ୍କ ଜୀବନ ଶୈଳୀ, ବଦଳିଛି ପିଲାଙ୍କ ଅଧ୍ୟୟନର ଢାଞ୍ଚା । ପୂର୍ବ ଭଳି ଆଉ ସେ ସ୍କୁଲ ନାହିଁ କି ପିଲାଙ୍କ ପାଠପଢା ବି ନାହିଁ । ଉନ୍ନତମାନର ସ୍କୁଲ ସାଙ୍ଗକୁ ପାଠପଢାରେ ମଧ୍ୟ ଅନେକ ପରିବର୍ତ୍ତନ…