ଗୁଜରାଟ ଟାଇଟାନ୍ସକୁ ଲାଗିଲା ବଡ଼ ଝଟକା, ଆଇପିଏଲ ୨୦୨୩ରୁ ବାଦ ପଡିଲେ କେନ୍ ୱିଲିୟମସନ
ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଗୁଜୁରାଟ ଟାଇଟାନ୍ସକୁ ଲାଗିଛି ବଡ ଝଟକା। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ସିଜନ ଆରମ୍ଭରୁ ହିଁ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଆଣ୍ଠୁରେ…