ପଛରେ ରହିଲା ସ୍ୱାମୀର ଶବ, ଆଗରେ ନାଚିଲା ସ୍ତ୍ରୀ! ସମସ୍ତେ ଦେଖି ଆଶ୍ଚର୍ଯ୍ୟ

ଓଡିଶା ଭାସ୍କର: ପଛରେ ରହିଲା ସ୍ୱାମୀର ଶବ, ଆଗରେ ନାଚିଲା ସ୍ତ୍ରୀ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ପେରୁରେ। ସାଧାରଣତଃ ସ୍ୱାମୀ ମରିଗଲା ପରେ ସ୍ତ୍ରୀ ମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥାନ୍ତି…

“ହେ ପ୍ରଭୁ, ଫଳକୁ ଆଶା ନକରି ମତେ ଗୋଟେ ସରକାରୀ ଚାକିରୀ ଦେଇଦିଅ” ଭଗବାନଙ୍କ ପାଖେ ଭକ୍ତଙ୍କ ଅଜବ ଗୁହାରି

ଓଡିଶାଭାସ୍କର: ଆମ ହିନ୍ଦୁ ଧର୍ମରେ ଲୋକେ ଭଗବାନଙ୍କୁ ନିଜର ଇଚ୍ଛା ପୂରଣ ପାଇଁ ବହୁତ କିଛି ଅଜବ ଜିନିଷ ମାଗିଥାନ୍ତି, ଯାହାକୁ ନେଇ ପଛରେ ଅନେକ ଆଲୋଚନା ମଧ୍ୟ ହୁଏ। ସେହିପରି ଏକ ଅଜବ ଘଟଣା ସୋସିଆଲ ମିଡିଆରେ ଏବେ ବେଶ…

ଚରମ ସୀମାରେ ମଣିଷ, ଶେଷରେ ଗୋଧିର ପ୍ରାଇଭେଟ ପାର୍ଟକୁ ବି…

ନୂଆଦିଲ୍ଲୀ: ଗୋଧିର ଗୁପ୍ତାଙ୍ଗ ବିକ୍ରି କରି ଧରା ପଡିଲେ ଜ୍ୟୋତିଷ। ହରିୟାଣାର ଫରିଦାବାଦରୁ ଏଭଳି ଏକ ଅଜବ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ 38 ବର୍ଷୀୟ ଜ୍ୟୋତିଷଙ୍କୁ ଗୋଧିର ଗୁପ୍ତାଙ୍ଗ ସମେତ ଅନ୍ୟ…

ମୂଷା ପିଇଦେଲେ 802 ବୋତଲ ମଦ! ସମସ୍ତେ ଦେଖି ଆଶ୍ଚର୍ଯ୍ୟ

ଝାଡ଼ଖଣ୍ଡ: ମୂଷା ପିଇଦେଲେ 802 ବୋତଲ ମଦ! ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି କଥାଟି ସତ। ଏହି ଅଜବ ଘଟଣା ଝାଡ଼ଖଣ୍ଡର ଧନବାଦରେ ଦେଖିବାକୁ ମିଳିଛି। ଯେଉଁଠି ମୂଷାମାନଙ୍କ ଉପରେ 802 ବୋତଲ ମଦ ପିଇଥିବାର ଅଭିଯୋଗ ହୋଇଛି।…

ଛାତ୍ରୀଙ୍କ ଘରେ ପଶି ବଳାତ୍କାର କଲେ ୪ ନାବାଳକ, ତା’ପରେ ମାଆ….

ଉତ୍ତରପ୍ରଦେଶ: ଛାତ୍ରୀଙ୍କ ଘରେ ପଶି ବଳାତ୍କାର! ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଗାଜିଆବାଦରେ। ଏଠାରେ ଚାରି ଜଣ ନାବାଳକ ପୁଅ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଘରେ ପଶି ବଳାତ୍କାର…

6 ବର୍ଷର ଝିଅକୁ ମାରି ପାର୍ଟି କରିଲା ମା’, ଶବକୁ ସଢ଼ିବାକୁ ଦେଲା 36 ଘଣ୍ଟା

ଲକ୍ଷ୍ନୌ: ସ୍ୱାମୀକୁ ଫସାଇବା ପାଇଁ 6 ବର୍ଷର ଝିଅକୁ ମାରି 36 ଘଣ୍ଟା କାଳ ପଚିବାକୁ ଦେଲା ରାକ୍ଷସୀ ମାଆ। କେବଳ ସେତିକି ନୁହେଁ, ଝିଅର ମୃଦଦେହ ଆଗରେ ମଧ୍ୟ କରିଥିଲା ପାର୍ଟି। ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଏଭଳି…

6 ବର୍ଷର ଝିଅକୁ ଜାମୁକୋଳି ଲୋଭ ଦେଖାଇ ଘରକୁ ଟେକି ନେଇଗଲା, ତା’ପରେ …

ଉତ୍ତରପ୍ରଦେଶ: ଜାମୁକୋଳି ଖାଇବାକୁ ଦେଇ ଏକୁଟିଆ ଘରକୁ ନେଇ 6 ବର୍ଷୀୟା ନିର୍ଦ୍ଦୋଷ ଝିଅକୁ ବଳାତ୍କାର। ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାର ବାସରେହର ଥାନା ଅଞ୍ଚଳର ଏକ ଗାଁରେ ଘଟିଯାଇଛି ଏଭଳି ଅମାନବୀୟ ଘଟଣା।…

ଚଳନ୍ତା ବସରେ ଛୁଆକୁ ଜନ୍ମ କଲା, ଝରକା ପଟେ ଫୋପାଡ଼ି ମାରିଦେଲା

ମହାରାଷ୍ଟ୍ର: ମା' ସାଜିଲା ପିଶାଚିନୀ! ଚଳନ୍ତା ବସରେ ଛୁଆକୁ ଜନ୍ମ ଦେଇ ଝରକା ପଟେ ଫୋପାଡ଼ି ମାରିଦେଲା। ଏଭଳି ଏକ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପରଭାନୀରେ। ଯେଉଁଠି ବସଟି ଚାଲୁଥିବା ସମୟରେ ଜଣେ ୧୯…

ଏହି ଯୋଜନା କରିଦେବ ଲକ୍ଷପତି, ୨୧ ବର୍ଷର ଝିଅ ହୋଇଯିବ ୭୧ ଲକ୍ଷର ମାଲିକାଣୀ

ଓଡିଶାଭାସ୍କର: ଏହି ସରକାରୀ ଯୋଜନା କରିଦେବ ଲକ୍ଷପତି! ଆପଣଙ୍କ ଝିଅ 21 ବର୍ଷର ହେବା ମାତ୍ରେ ପାଇବେ 71 ଲକ୍ଷ ଟଙ୍କା। ଝିଅମାନଙ୍କ ସୁରକ୍ଷା, ସଶକ୍ତିକରଣ ଏବଂ ଶିକ୍ଷା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଯଦି…

ମୁଁ ଶୁଣିଛି ଯେ, ଟ୍ରେନ ଧକ୍କା ଦେଲେ ଲୋକମାନେ ମରିଯାଆନ୍ତି, ସେଥିପାଇଁ…

ଉତ୍ତରପ୍ରଦେଶ: 'ମୁଁ ଶୁଣିଛି ଯେ, ଟ୍ରେନ ଧକ୍କା ଦେଲେ ଲୋକମାନେ ମରିଯାଆନ୍ତି, ସେଥିପାଇଁ...', ଏପରି କଥା ୭ ବର୍ଷର ଝିଅଟିର ମୁହଁରୁ ଶୁଣି ପୋଲିସ ଆଶ୍ଚର୍ଯ୍ୟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର…