ତିନୋଟି ଶବ୍ଦରେ କମ୍ପାନୀକୁ ଲେଖିଲେ ଲେଟର, ଆପଣ କେବେ ଦେଖି ନ ଥିବେ ଏପରି ରେଜିଷ୍ଟେସନ ଲେଟର

ନୂଆଦିଲ୍ଲୀ : ପ୍ରତି କମ୍ପାନୀର କିଛି ନିୟମ ରହିଛି । କୌଣସି କମ୍ପାନୀରେ କାମ କରିବାକୁ ହେଲେ ଆପଣଙ୍କୁ ସେଠାରେ କିଛି ନିୟମ କିଛି ସର୍ତ୍ତ ମାନିବାକୁ ହେବ । ସେହି ନିୟମ ମଧ୍ୟରୁ ଗୋଟିଏ ହେଉଛି ଆପଣ ଯେତେବେଳେ କମ୍ପାନୀ…

(video)କୁସ୍ତି ଯୋଦ୍ଧାଙ୍କ ସହିତ ଶ୍ରମଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ପାଇଁ ଶ୍ରମଦାନ କରିଛନ୍ତି । ସେ ହରିଆନାର ସୋନିପତରେ କୁସ୍ତି ଯୋଦ୍ଧା ଏବଂ ସୋସିଆଲ ମିଡିଆ ଇନଫ୍ଲୁୁଏନସର ଅନୀଲ ବେୟନପୁରୀଆଙ୍କ ସହିତ ମିଶି ସଫେଇ ଅଭିଯାନରେ…

ବ୍ରହ୍ମପୁରରେ ନିର୍ମାଣ ହେଲା ପ୍ଲାଷ୍ଟିକ ହାତୀ, ଛାତ୍ରଛାତ୍ରୀଙ୍କର ନିଆରା ପ୍ରୟାସ

ବ୍ରହ୍ମପୁର : ୩୦ ହଜାରରୁ ଅଧିକ ପ୍ଲାଷ୍ଟିକ ବୋତଲରେ ନିର୍ମାଣ ହୋଇଛନ୍ତି ଗଜରାଜ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଆଇଟିଆଇ ପରିସରରେ । ଏଠାରେ ଛାତ୍ରଛାତ୍ରୀମାନେ ଏହି ହାତୀଟିକୁ ନିର୍ମାଣ କରିଛନ୍ତି । ମାସେ…

ଭାରତରେ ଦୂତାବାସ ବନ୍ଦ କଲା ଆଫଗାନୀସ୍ତାନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଆଫଗାନୀସ୍ତାନ ଆଜିଠାରୁ ଭାରତରେ ଦ୍ରୃତାବାସ ବନ୍ଦ କରିବା ପାଇଁ ଘୋଷଣା କରିଛି । “ଇସଲାମିକ ରିପବ୍ଲିକ ଅଫ ଆଫଗାନୀସ୍ତାନ”ର ଦୂତାବାସ କାର୍ଯ୍ୟକଳାପ ବନ୍ଦ କରିବ ବୋଲି ଶନିବାର ଦିନ ଔପଚାରିକ ବିବୃତିରେ…

ଆସାମରେ ଭୂକମ୍ପର ଝଟକା, ଜାଣନ୍ତୁ କେତେ ଥିଲା ତୀବ୍ରତା

ଆସାମ : ଆସାମର ଧୁବରୀ ଜିଲ୍ଲାରେ ଶନିବାର ଦିନ ଭୂକମ୍ପ ଅନୁଭୁତ ହୋଇଛି । ଏଠାରେ ଭୂକମ୍ପର ତୀବ୍ରତା ୩.୧ ଥିଲା । ନେସନାଲ ସେଣ୍ଟର ଫର ସିସମୋଲୋଜି କହିଛି ଏହି ଭୂକମ୍ପସକାଳ ୩.୧ରେ ୧୭ କିଲୋମିଟର ଗଭୀରତା ଭିତରେ ଆସିଥିଲା…

ବାଂଲାଦେଶ ସୀମାରେ ଅର୍ଦ୍ଧଦଗ୍ଧ ଶବ, ବିବାଦରେ BSF

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଭାରତ ବାଙ୍ଗଲା ଦେଶ ସୀମା ପାଖରେ ଶବ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକ ୨୬ ସେପ୍ଟେମ୍ବର ସକାଳେ ଅନ୍ତରାଷ୍ଟ୍ରୀୟ ସୀମା ଠାରୁ ଏକ କିଲୋମିଟର…

ଡ୍ରାଏ ଫ୍ରୁଟକୁ ଭାଜି ଖାଇବା ଉଚିତ ନା ଅନୁଚିତ ! ଜାଣନ୍ତୁ ଏହାକୁ ଖାଇବାର ଉପାୟ

ଓଡିଶା ଭାସ୍କର : ଆପଣ ଡ୍ରାଏଫ୍ରୁଟକୁ କିପରି ଖାଆନ୍ତି! ଏହା ପାଣିରେ ଭିଜାଇ ଖାଆନ୍ତି ନା ଭାଜି କି ଖାଆନ୍ତି । କାରଣ ପ୍ରତ୍ୟେକ ଜିନିଷର ଖାଇବା ପ୍ରଣାଳୀ ଅଲଗା ହୋଇଥାଏ । ଯାହା ଦ୍ୱାରା ଫଳରୁ ମିଳୁଥିବା ପୋଷକ ଜିନିଷ…

ଚନ୍ଦ୍ରରେ ପୁଣି ହେବ ରାତି, କାହିଁକି ନିଦରୁ ଉଠୁ ନାହାନ୍ତି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ

ନୂଆଦିଲ୍ଲୀ : ଚନ୍ଦ୍ରରେ ପୁଣିଥରେ ରାତି ହେବା ଆରମ୍ଭ ହୋଇ ସାରିଛି । କିନ୍ତୁ ଚନ୍ଦ୍ରଯାନ ୩ର ଲ୍ୟାଣ୍ଡର ବିକ୍ରମ, ରୋବର ପ୍ରଜ୍ଞାନରୁ କୌଣସି ପ୍ରକାର ସଂକେତ ମିଳୁ ନାହିଁ । ୨୧ ସେପ୍ଟେମ୍ବରରେ ଚନ୍ଦ୍ର ସୂର୍ଯ୍ୟଙ୍କ…

ବଳାତ୍କାରର ଶିକାର ହୋଇଥିବା ମାନସିକ ବିକୃତ ମହିଳା ଜନ୍ମ ଦେଲେ କନ୍ୟା ସନ୍ତାନ

ପୁରୀ : ସାମ୍ନାକୁ ଆସିଛି ଆଉ ଏକ ଘଟଣା । ଯେଉଁଥିରେ ଦେଖିବାକୁ ମିଳିଛି ବଳାତ୍କାର ଶିକାର ହୋଇଥିବା ଜଣେ ମାନସିକ ଭିନ୍ନକ୍ଷମ ମହିଳା ଜନ୍ମ ଦେଇଛନ୍ତି ଏକ ଶିଶୁ କନ୍ୟା । ସେ ପୁରୀର ଏକ ଆଶ୍ରୟସ୍ଥଳୀରେ ରହୁଥିଲେ ତାଙ୍କୁ…

ଭାରତୀୟ ସେନାର ବଢିବ ଶକ୍ତି, ସେନାରେ ସାମିଲ ହେବ “ପ୍ରଚଣ୍ଡ” ହେଲିକପ୍ଟର

ନୂଆଦିଲ୍ଲୀ : ଭାରତର ଦୁଇପାଶ୍ୱରେ ଅନ୍ତରାଷ୍ଟ୍ରୀୟ ସୀମା ରହିଛି । ଏହି ସୀମାର ସୁରକ୍ଷା କରିବା ପାଇଁ ଏଠାରେ ଦିନ ରାତି ଜବାନମାନେ କାମ କରୁଛନ୍ତି । ସେନାର ସୁରକ୍ଷା ପାଇଁ ଭାରତ ସରକାର ସବୁ ପ୍ରକାର ଚେଷ୍ଠା କରିବା…