“ଲୁଙ୍ଗି ମେ ଭୋଜପୁରୀ ଡ୍ୟାନ୍ସ” ଭିଡିଓ ଭାଇରାଲ, ରିତେଶ ପାଣ୍ଡେଙ୍କ ଭିଡିଓରେ ବଢିଚାଲିଛି ଲାଇକ ସଂଖ୍ୟା

ନୂଆଦିଲ୍ଲୀ : “ଚେନାଇ ଏକ୍ସପ୍ରେସ”ରେ ଶାହାରୁଖ ଖାନଙ୍କ ‘ଲୁଙ୍ଗି ଡ୍ୟାନ୍ସ’ ଓ “କିସିକା ଭାଇ କିସିକା ଜାନ”ରେ ସଲମାନ ଖାନଙ୍କ ‘ୟନତମା’ ଡ୍ୟାନ୍ସରେ ଲୁଙ୍ଗି ପିନ୍ଧା ଡ୍ରାନ୍ସ ସମସ୍ତଙ୍କୁ ପସନ୍ଦ ଆସିଥିଲା । ଦେଖିବାକୁ…

ଦିଲ୍ଲୀ ଏନସିଆରରେ ଶୀତର ପ୍ରଭାବ, ଜାଣନ୍ତୁ ରାଜ୍ୟରେ କିପରି ରହିବ ପାଣିପାଗ

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ଶୀତ ଆରମ୍ଭ ହୋଇଛି । ସକାଳୁ ଉଠି ୱାର୍କରେ ଯାଉଥିବା ଲୋକଙ୍କ ପାଇଁ ଏବେ ଗରମ ପୋଷାକର ଆବଶ୍ୟକତା ପଡିବ । ରାତିରେ ଆଉ ପଙ୍ଖାର ଆବଶ୍ୟକ ପଡିବ ନାହିଁ କିମ୍ବା ଚାଦର ଘୋଡାଇ ହେବା ଆବଶ୍ୟକ…

କୁକୁର ବ୍ୟାନ, କୁକୁର ଆକ୍ରମଣ ବଢୁଥିବାରୁ ସରକାର ନେଲେ ଏହି ନିଷ୍ପତି

ପାଣାଜୀ : ଦେଶର ଅଲଗା ଅଲଗା ସ୍ଥାନରେ କୁକୁରମାନେ ମଣିଷଙ୍କ ଉପରେ ଆକ୍ରମଣ କରୁଥିବା ଖବର ଦେଖିବାକୁ ମିଳୁଛି । ଅନେକ ଘଟଣାରେ ଦେଖିବାକୁ ମିଳୁଛି ଅନେକ ଲୋକ କୁକୁର ଆକ୍ରମରେ ମୃତ୍ୟୁବରଣ କରୁଛନ୍ତି । ଏହି ଘଟଣା ଗୁଡିକ…

ମନ୍ଦିର ଦର୍ଶନ ପାଇଁ ଆସି ମୃତ୍ୟୁ ମୁଖରେ ପଡିଲେ ୩ ବାଳକ, ଘରେ ଶୋକର ଛାୟା

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଗ୍ୱାଲିୟର ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା । କରହିଆ ଗାଁରେ ଶୁକ୍ରବାର ଦିନ ୩ ଜଣ ପିଲା ପୋଖରୀରେ ବୁଡିଯାଇଛନ୍ତି । ଯାହା ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି । ତେବେ ଏହି ୩ ଜଣ ବାଳକ…

ଆଜି ଶେଷ ଥର ପାଇଁ ମୋ ମୁହଁ ଦେଖ… ପତ୍ନୀଙ୍କୁ ୪୫ ସେକେଣ୍ଡର ଭିଡିଓ ପଠାଇ ଫାଶି ଲଗାଇଲେ ଯୁବକ

ଗାଜିଆବାଦ : ଗାଜିଆବାଦରୁ ଅତ୍ମହତ୍ୟାର ଆଉ ଏକ ଆଶ୍ଚର୍ଯ୍ୟ ମାମଲା ସାମ୍ନାକୁ ଆସିଛି । ପ୍ରଥମେ ସ୍ୱାମୀ ୪୫ ସେକେଣ୍ଡର ଗୋଟିଏ ଭିଡିଓ ତାଙ୍କ ସ୍ତ୍ରୀଙ୍କ ପାଖକୁ ପଠାଇଲେ ତା ପରେ ଆତ୍ମହତ୍ୟା କଲେ । ପତ୍ନୀ ଘର ଛାଡି ଯିବା…

ଦୁଇ ବାଇକ ମୁଁହାମୁହିଁ,୩ ଜଣଙ୍କ ମୃତ୍ୟୁ

ଆନନ୍ଦପୁର : ଆନନ୍ଦପୁର ବ୍ୟାରେଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୨ଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ପରିଚୟ ମିଳି ନାହିଁ କିନ୍ତୁ…

ପୁଣି ଭାଇରାଲ ହେଲା ପାକିସ୍ତାନର ଭିଡିଓ, ଲାଇଭ ଚାଲିଥିବା ବେଳେ ଚାପୁଡା-ଗୋଇଠା ମାରିଲେ ନେତା

ଇସଲାମାବାଦ : ରାଜନୈତିକ ବିତର୍କ ସୋରେ ଭାଗ ନେଇଥିବା ଦୁଇ ନେତା ହଠାତ ମାରଧର କରିଥିଲେ । ଅନ୍ୟପଟେ ଲାଇଭ ଚାଲିଥିଲା ଯାହାକୁ ସମସ୍ତେ ଦେଖୁଥିଲେ । ସାମାଜିକ ଗଣମାଧ୍ୟମରେ ଏହି ଘଟଣାଟିଜାୱେଦ ଚୌଧୁରୀଙ୍କ ଦ୍ୱାରା…

କର୍ଣ୍ଣାଟକ ବନ୍ଦକୁ ସମର୍ଥନ କରୁଛନ୍ତି ୧୯୦୦ ସଙ୍ଗଠନ, ରାଜ୍ୟ ସାରା ସ୍କୁଲ କଲେଜ ଆଜି ଛୁଟି

କର୍ଣ୍ଣାଟକ : କର୍ଣ୍ଣାଟକ ଏବଂ ତାମିଲ ନାଡୁ ମଧ୍ୟରେ ଚାଲିଥିବା କାବେରୀ ନଦୀ ଜଳ ବିବାଦ ପୁଣି ମୁଣ୍ଡ ଟେକିଛି । କାବେରୀ ଜଳ ପ୍ରବନ୍ଧକ ପ୍ରାଧିକରଣ କର୍ଣ୍ଣାଟକ ସରକାରଙ୍କୁ ଆଦେଶ ଦେଇଥିଲେ ସେ ଆସନ୍ତା ୧୫ ଦିନ…

ଯନ୍ତ୍ରଣା ହେଉଥିଲା ପେଟରେ, ଅସ୍ତ୍ରୋପଚାର ପରେ ବାହାରିଲା ଅନେକ ଜିନିଷ

ମୋଗା : ପଞ୍ଜାବ ମୋଗା ସ୍ଥିତ ହସପିଟାଲରେ ଘଟିଛି ଏକ ଆଶ୍ଚର୍ଯ୍ୟ ଘଟଣା । ଡାକ୍ତରମାନେ ଯେତେବେଳେ  ରୋଗୀଙ୍କର ଅପରେସନ କାଲେ ତାଙ୍କ ପେଟରୁ ଯାହା ବାହାରିଲା ତାହା ଦେଖିବା ପରେ ଡାକ୍ତର ଅଶ୍ଚର୍ଯ୍ୟ ହୋଇଥିଲେ । ୪୦ ବର୍ଷର…

(Video) ସିଏନଜି ଗ୍ୟାସକୁ ଭରିବାକୁ ନେଇ ପ୍ରଥମେ ପାଟିତୁଣ୍ଡ ପରେ ହାତାହାତି

ନୋଟଡା : ଉତ୍ତରପ୍ରଦେଶର ନୋଏଡାରେ ଏକ ସିଏନଜି ପମ୍ପରେ ଗ୍ୟାସ ଭରିବାକୁ ନେଇ ହୋଇଥିଲା ଯୁକ୍ତି । ଏହା ପରେ ଯୁକ୍ତି ଏତେ ପରିମାଣର ବଢିଥିଲା ଯାହା ପରେ ଦୁଇ ଜଣଙ୍କ ମଧ୍ୟରେ ହାତା ହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।…