fbpx
BJD
BJD SKY
BJD SKY

ତତ୍କାଳୀନ ଫିରିଙ୍ଗିଆ ଥାନା ଆଇଆଇସି ତପନ କୁମାର ନାହାକ ନିଲମ୍ବିତ

ଓଡିଶା ଭାସ୍କର; ବହୁ ଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ପୋଲିସ ଉପରେ ପୋଲିସର ଆକ୍ସନ । ଲୋକଙ୍କ ଅଭିଯୋଗରେ ଛନ୍ଦି ହୋଇଥିବା ତତ୍କାଳୀନ ଆଇଆଇସିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ । ଏହି ଘଟଣାରେ ରାଜ୍ୟ ପୁଲିସ…

ମଣିପୁର ଜଳୁଛି କିନ୍ତୁ ପ୍ରଧାନମନ୍ତ୍ରୀ ହସୁଛନ୍ତି ; ରାହୁଲ ଗାନ୍ଧୀ

ଓଡିଶା ଭାସ୍କର; ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗୃହରେ ବିବୃତି ରଖିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କଂଗ୍ରେସ ମୁଖ୍ୟାଳୟରେ ଅଧୀର ରଞ୍ଜନ…

ଟଏଲେଟ ଯିବା ବେଳେ ସାଙ୍ଗରେ ନେଉଛନ୍ତି କି ମୋବାଇଲ? ତାହେଲେ ଆପଣଙ୍କ…

ଓଡିଶା ଭାସ୍କର; ଆଜିର ଦିନରେ ମୋବାଇଲର ବ୍ୟବହାର ଅନେକ ମାତ୍ରାରେ ବଢିଯାଇଛି । ମୋବାଇଲକୁ ଛାଡି ଆମେ ଗୋଟିଏ କ୍ଷଣ ବି ରହିବାକୁ ପସନ୍ଦ କରୁନାହାନ୍ତି । ଖାଇବା ବେଳେ ମୋବାଇଲ, ବସିବା ବେଳେ ମୋବାଇଲ ଓ ଶୋଇବା ବେଳେ ବି…

MMS ପାଇଁ ଶୁଭଲକ୍ଷ୍ମୀଙ୍କୁ କରାଯାଉଥିଲା କି ବ୍ଲାକମେଲିଂ?

ଭୁବନେଶ୍ୱର; ବାର ଗାର୍ଲ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ଧୀରେ ଧୀରେ ବଢ଼ିବାରେ ଲାଗିଛି ସସପେନ୍ସ । ସପ୍ତାହେ ତଳେ ଭୁବନେଶ୍ୱର ଦୀପାଳି ବାର ଆଣ୍ଡ ହୋଟେଲର ରୁମ୍ ନମ୍ବର ୨୦୫ରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଯୁକ୍ତ…

ସାବଧାନ! ଆସିବ ନୂଆ ଆଇନ, ଗଣଦୁଷ୍କର୍ମୀଙ୍କୁ ମିଳିବ ମୃତ୍ୟୁଦଣ୍ଡ…

ଓଡିଶା ଭାସ୍କର; ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଏବେ ସାରା ଦେଶ ଉଠୁଛି ଓ ପଡୁଛି । ଦେଶରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ୍ ନଥିବା ଅଭିଯୋଗ ଆଣିଛନ୍ତି ପ୍ରାୟ ସମସ୍ତ ବିରୋଧୀ ଦଳ । ଏମିତି କି କେନ୍ଦ୍ର ସରକାରଙ୍କ…

ସଫଳ ହୋଇଛି କି ରାହୁଲ ଗାନ୍ଧୀଙ୍କ “ଭାରତ ଯୋଡ ଯାତ୍ରା”?

ଓଡିଶା ଭାସ୍କର; ଗତ କିଛି ଦିନ ହେବ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି । ପୂର୍ବ ଅପେକ୍ଷା ସେ ଏବେ ଅନେକ କ୍ଷେତ୍ରରେ ବଦଳି ଯାଇଥିବା ପରି ମନେ ହେଉଛି । ବିଶେଷକରି…

ପୂର୍ବ ସରକାର ଯେଉଁ କଳଙ୍କ ଲଗାଇଥିଲା ତାହା ଆମେ ଲିଭାଇବାକୁ ଚେଷ୍ଟା କରୁଛୁ; ପ୍ରଧାନମନ୍ତ୍ରୀ ମୋଦୀ

ଓଡିଶା ଭାସ୍କର; ମଣିପୁର ହିଂସା ପ୍ରସଙ୍ଗକୁ ନେଇ ବିରୋଧୀ ଆଣିଥିବା ପ୍ରସ୍ତାବ ଉପରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲୋକସଭା ଭବନରେ ବିବୃତି ରଖିବା ବେଳେ ବିରୋଧୀଙ୍କୁ ନେଇ କଡା କଟାକ୍ଷ ମଧ୍ୟ କରିଛନ୍ତି ।…

ଆଉ କିଛି ସମୟ ପରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ ମୋଦୀ; ଲୋକସଭାରେ କଣ କହିବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା

ଓଡିଶା ଭାସ୍କର; ଗତ କିଛିଦିନ ହେବ ଜାତୀୟ ରାଜନୀତିକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଏକ ପ୍ରକାରର ମୁହାଁମୁହିଁ ପରିସ୍ଥିତି ସାମ୍ନାକୁ ଆସିଛି । କେନ୍ଦ୍ର ସରକାରଙ୍କ ସମସ୍ତ ବିରୋଧୀ ନେତାମାନେ ଏକାକାର…

୮୦ ବର୍ଷରେ ପାଦ ଥାପିଛନ୍ତି ଚର୍ଚ୍ଚିତ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ…

ଓଡିଶା ଭାସ୍କର; ଆଜି ୮୦ ବର୍ଷ ବୟସରେ ପାଦ ଥାପିଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ । ନିଜର ମଜାଳିଆ କଥାବାର୍ତ୍ତା ଓ ବେବାକ୍ ଅନ୍ଦାଜ ପାଇଁ ଓଡ଼ିଶାର ଛୁଆଙ୍କ ଠାରୁ ଆରମ୍ଭ କରି…

ଘରୁ ଓ ଅଫିସରୁ ମଶା ବାହାରିଲେ ବିଏମସି କାଟିବ ଫାଇନ

ଭୁବନେଶ୍ୱର; ରାଜଧାନୀ ଭୁବନେଶ୍ୱରରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଯାହା ବିଏମସି ପାଇଁ ଏବେ ପାଲଟିଛି ଏକ ଚିନ୍ତାର ବିଷୟ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୯୨୪ ସାମ୍ପଲ ଟେଷ୍ଟ ହୋଇଥିବା…