ସଉତୁଣୀ ସହ ସ୍ୱାମୀକୁ ଦେଖି ସହିପାରିଲାନି ସ୍ତ୍ରୀ, କରେଣ୍ଟ ଦେଇ ମାରିଦେଲା
ଛତିଶଗଡ଼: ସ୍ୱାମୀ ମୋର ନୁହେଁ ତ ତୋର ବି ନୁହେଁ। ମୁଁ ଥାଉ ଥାଉ ତୁ କାଇଁ ଘରକୁ ଆସିଲୁ। ମୋ ସ୍ୱାମୀ କେବଳ ମୋର। ଏଭଳି କହି ଘରେ ଲାଗିଲା ଝଗଡ଼ା। ତାପରେ ମିଳିଲା ସ୍ୱାମୀର ମୃତଦେହ।
୨୯ ଜୁଲାଇରେ ଛତିଶଗଡ଼ର ବଳରାମପୁରରେ…