ଭାଉଜ କହି କାଫେ ଡାକିଲେ, ସିକ୍ରେଟ୍ କ୍ୟାବିନରେ କଲେ ଦୁଷ୍କର୍ମ… ଧମକାଇଲେ, କାହାକୁ କହିବୁନି, ପରିଣାମ ହେବ ଖରାପ
ମଧ୍ୟପ୍ରଦେଶ: କାଫେକୁ ଡାକିଲେ, ଦୁଷ୍କର୍ମ କଲେ। ଯେତେ ଚିତ୍କାର କଲେ ବି କେହି ଶୁଣିଲେନି। ଦୁଷ୍କର୍ମ ପରେ ମହିଳାଙ୍କୁ ମିଳିଲା ଧମକ। କାହାକୁ କହିଲେ ହେବ ପରିଣାମ ଖରାପ।
ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି ଏହି ଭଳି…