ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର

ଖୋର୍ଦ୍ଧା: ମୁକୁନ୍ଦପ୍ରସାଦରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା…

ପ୍ରବଳ ବର୍ଷାରେ ଜଳମଗ୍ନ ପୁନେ ସହର, ବନ୍ୟାରେ ଫସିଥିବା କାରକୁ ଦଉଡ଼ି ସାହାଯ୍ୟରେ ଉଦ୍ଧାର କରୁଛନ୍ତି ଲୋକେ

ମୁମ୍ବାଇ: ଦେଶର ଅନେକ ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିମଧ୍ୟରେ ମହାରାଷ୍ଟ୍ର ପୁନେରେ ପ୍ରବଳ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଅନେକ ଅଂଚଳ ଜଳମଗ୍ନ…

ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବେ ୧୧ ଖେଳାଳି ! ଭାରତୀୟ ଦଳରେ ଲେଉଟାଣିକୁ ନେଇ ସମ୍ଭାବନା କମ୍

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ଶନିବାର କ୍ରିକେଟ ଜଗତରୁ ଅବସର ନେଇଛନ୍ତି । ଟିମ୍ ଇଣ୍ଡିଆରେ ‘ଗବର’ ନାମରେ ପରିଚିତ ଧୱନ ଆନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତାଙ୍କ…

ବଦଳିପାରେ ହରିୟାଣା ବିଧାନସଭା ନିର୍ବାଚନ ତାରିଖ, ନୂତନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ

ଚଣ୍ଡିଗଡ଼: ହରିୟାଣାର ୯୦ଟି ଆସନ ପାଇଁ ବିଧାନସଭା ନିର୍ବାଚନ ତାରିଖରେ ପରିବର୍ତ୍ତନ ହୋଇପାରେ । ଏନେଇ ମଙ୍ଗଳବାର ବିଭିନ୍ନ ରାଜନୈତିକ ଦଳର ଅନୁରୋଧ କ୍ରମେ ନିର୍ବାଚନ ଆୟୋଗର ଏକ ବୈଠକରେ ନିଷ୍ପତ୍ତି ହୋଇପାରେ । ହରିୟାଣା…

‘ପ୍ଲିଜ୍ ମୋ ପାଇଁ ରୋଲ୍ କରି ଦିଅ…’, ଗୋଟିଏ ଝଟକାରେ ରଣବୀରଙ୍କ ଏହି ଫିଲ୍ମ ଅଫରକୁ ରିଜେକ୍ଟ କରିଥିଲେ କଙ୍ଗନା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାନାୱତ । ନିଜ ଅଭିନୟ ଠାରୁ ଅଧିକ କଂଟ୍ରୋଭର୍ସି ଟିପ୍ପଣୀ ପାଇଁ ପରିଚିତ । ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା କଙ୍ଗନା ପଲିଟିକାଲ ଡ୍ରାମା ଫିଲ୍ମ ‘ଏମର୍ଜେନ୍ସୀ’କୁ…

ଆଜି ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ ଜୟନ୍ତୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ପୁରା ସିଡ୍ୟୁଲ

ନୂଆଦିଲ୍ଲୀ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ଏବଂ ରାଜସ୍ଥାନ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରେ ୧୧ ଲକ୍ଷ ନୂତନ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ବଣ୍ଟନ କରିବେ । ଏହା ପରେ…

ନୟାଗଡ଼ର ୪ଟି ଜେଲରେ ରେଡ୍‌, ଚାଲିଥିଲା ନିଶା କାରବାର

ନୟାଗଡ଼: ନୟାଗଡ଼ରେ ନିଶା କାରବାର ନେଇ ଆକ୍ସନ ମୋଡରେ ପୋଲିସ । ନୟାଗଡ଼ର ୪ଟି ଜେଲରେ ପୋଲିସ ଚଢ଼ାଉ କରିଥିବା ଖବର ସାମ୍ନାକୁ ଆସିଛି । ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ଚାଲିଛି ରେଡ୍ । ଆଡିସିନାଲ…

ଗିରଫ ହେଲେ ଟେଲିଗ୍ରାମ CEO ପାଭେଲ ଡ୍ୟୁରୋଭ, ଜାଣନ୍ତୁ କଣ ରହିଛି ଅଭିଯୋଗ

ପ୍ୟାରିସ୍‌: ଲୋକପ୍ରିୟ ମେସେଜିଂ ଆପ୍ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ତଥା ସିଇଓ ପାଭେଲ ଡ୍ୟୁରୋଭଙ୍କୁ ଗିରଫ କରାଯାଇଛି । ଶନିବାର ସନ୍ଧ୍ୟାରେ ପ୍ୟାରିସ ବାର୍ଗେଟ ବିମାନବନ୍ଦରରୁ ପୋଲିସ ତାଙ୍କୁ ଗିରଫ କରିଛି । ପୋଲିସ…

ରୋହିତ କି ହାର୍ଦ୍ଦିକ ନୁହଁନ୍ତି, ଏହି ଖେଳାଳି ହେଉଛନ୍ତି ଭାରତୀୟ ଦଳର ପ୍ରକୃତ ‘କୋହିନୂର’; କୋଚ୍ ଗମ୍ଭୀରଙ୍କୁ ବିଶେଷ ଅପିଲ କଲେ ପୂର୍ବତନ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ମଧ୍ୟରେ ଖେଳାଳିଙ୍କ ୱାର୍କଲୋଡ୍ ମ୍ୟାନେଜମେଣ୍ଟ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଆସିଛି । ବିଶେଷକରି ଦୃତ ବୋଲରଙ୍କୁ ନେଇ ଭାରତୀୟ ଟିମର ମ୍ୟାନେଜମେଣ୍ଟ ସତର୍କ ଆଭିମୁଖ୍ୟ…

ବିଧାନସଭାରେ ତେଜିଲା ସଂରକ୍ଷଣ ପ୍ରସଙ୍ଗ, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ…