ପଶ୍ଚିମବଙ୍ଗରେ କ୍ରମାଗତ ତୃତୀୟ ଥର ହାରିଲା ବିଜେପି, ଉପ ନିର୍ବାଚନ ହାରିବା ପଛରେ ରହିଛି ଏହି କାରଣ

କୋଲକାତା: ପଶ୍ଚିମବଙ୍ଗରେ ବିଜେପିକୁ କ୍ରମାଗତ ତୃତୀୟ ଥର ପାଇଁ ଝଟକା ଲାଗିଛି । ନିକଟରେ ଜୁଲାଇ ୧୦ରେ ଦେଶର ୭ଟି ରାଜ୍ୟରେ ୧୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଶନିବାର ନିର୍ବାଚନର ଫଳାଫଳ…

Whatsapp ୟୁଜର୍ସଙ୍କ ପାଇଁ ଖୁସି ଖବର, ଏଣିକି ଶୁଣିବା ପରିବର୍ତ୍ତେ ପଢ଼ିପାରିବେ ଭଏସ୍ ନୋଟ୍‌

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ୍ ‘ହ୍ୱାଟ୍ସଆପ୍‌’ । କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ବେଶ ଲୋକପ୍ରିୟତା ଅର୍ଜନ କରିଛି । ବର୍ତ୍ତମାନ ହ୍ୱାଟ୍ସଆପ୍ ଏକ ନୂତନ ଫିଚର ଉପରେ କାମ କରୁଛି ଯାହା ଖୁବ ଶୀଘ୍ର…

କାହା ଘରକୁ ଅତିଥି ହୋଇ ଯାଉଛନ୍ତି କି ? ଧ୍ୟାନରେ ରଖନ୍ତୁ ଚାଣକ୍ୟଙ୍କ କଥା, ବଜାୟ ରହିବ ମାନ ସମ୍ମାନ

ଓଡ଼ିଶା ଭାସ୍କର: ଆଚାର୍ଯ ଚାଣକ୍ୟ ଇତିହାସରେ ସବୁଠାରୁ ବଦ୍ଧିମାନ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ । ସେ ତାଙ୍କ ଜୀବନରେ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ବ୍ୟକ୍ତିଙ୍କୁ ଉଚିତ ମାର୍ଗଦର୍ଶନ ପ୍ରଦାନ କରିଥାଏ ।…

ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ୩ ମନ୍ତ୍ରୀ, ଅବଶିଷ୍ଟ ରୀତିନୀତି ଶୃଙ୍ଖଳିତ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାର ଚୂଡ଼ାନ୍ତ ଏସଓପି ଜାରି କରିଛନ୍ତି । ଆଜି ଦିନ ୧ଟାରୁ ସାଢ଼େ ୧ ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଯୋଜନା…

ବନ୍ଧୁଙ୍କ ଚିକିତ୍ସା ପାଇଁ ପେନସନ୍ ଦାନ କରିବେ କପିଲ ଦେବ, BCCIକୁ କଲେ ନିବେଦନ

ନୂଆଦିଲ୍ଲୀ: ଭାରତୀୟ ଟିମକୁ ପ୍ରଥମ ବିଶ୍ୱକପ୍ ଜିତାଇଥିବା କ୍ୟାପଟେନ୍ କପିଲ ଦେବ ବର୍ତ୍ତମାନ ଦୁଃଖି ଅଛନ୍ତି । ତାଙ୍କ ପୁର୍ବତନ ସାଥି କ୍ରିକେଟର ତଥା ବନ୍ଧୁ ବର୍ତ୍ତମାନ କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ଏଭଳି…

ହିମାଚଳ ପ୍ରଦେଶ ଉପ ନିର୍ବାଚନ ଫଳାଫଳ ଘୋଷଣା; ଦେହରାରୁ ଜିତିଲେ କମଲେଶ ଠାକୁର

ଶିମଲା: ହିମାଚଳ ପ୍ରଦେଶରେ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ସୁଖବିନ୍ଦର ସୁଖୁଙ୍କ ପତ୍ନୀ ତଥା ଇଣ୍ଡିଆ ବ୍ଲକ(କଂଗ୍ରେସ)ର ପ୍ରାର୍ଥୀ…

ସରକାରଙ୍କ ଅଜବ ନିୟମ; ଦୈନିକ ଥରୁଟିଏ ହସିବା ଜରୁରୀ, ଜାଣନ୍ତୁ ଏହା ପଛର କାରଣ

ଟୋକିଓ: କଥାରେ ଅଛି ‘Laughing is the best medicine’ । ହସିଲେ ଶରୀରରେ ‘ଫିଲ୍ ଗୁଡ୍ ହରମୋନ୍ସ’ ରିଲିଜ୍ ହୋଇଥାଏ । ଗବେଷଣାରୁ ପ୍ରକାଶ ଯେ ମନୁଷ୍ୟ ସବୁବେଳେ ଖୁସିରେ ରହିବା ଦ୍ୱାରା ଦୀର୍ଘାୟୁ ହୋଇଥାଏ । କିନ୍ତୁ…

ଇନସ୍ୟୁରାନ୍ସ ପଲିସିକୁ ନେଇ ଦ୍ୱନ୍ଦରେ ଅଛନ୍ତି କି ? ଜାଣନ୍ତୁ କେଉଁ ବୟସରେ କେଉଁ ବୀମା କରିବା ଉତ୍ତମ ଅଟେ ଓ କାହିଁକି

ଓଡ଼ିଶା ଭାସ୍କର: ବୟସ ବଢ଼ିବା ସାଙ୍ଗକୁ ଦାୟିତ୍ୱ ମଧ୍ୟ ବୃଦ୍ଧି ପାଇଥାଏ । ଏଭଳି ସ୍ଥିତିରେ ଉଚିତ ବୟସରେ ସଠିକ୍ ଇନସ୍ୟୁରାନ୍ସ ବା ବୀମା ପଲିସି ଚୟନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଭବିଷ୍ୟତରେ ଏହା ଆପଣଙ୍କ…

ମିଛ ସାଙ୍ଗର ଏହି ସବୁ ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ, ସମୟ ଥାଉ ଥାଉ ଦୂରେଇ ଯାଆନ୍ତୁ

ଓଡ଼ିଶା ଭାସ୍କର: ଜୀବନରେ ବନ୍ଧୁତା ଏକ ନିଆରା ସମ୍ପର୍କ । ଅଧିକାଂଶ ଲୋକଙ୍କ ଜୀବନରେ ସେମାନଙ୍କ ସ୍ୱଭାବ, ବ୍ୟକ୍ତିତ୍ୱ ଇତ୍ୟାଦି କାରଣରୁ ସେମାନଙ୍କ ଫ୍ରେଣ୍ଡ୍ ସର୍କଲ ବହୁତ ବଡ଼ ଥାଏ । ଜଣେ ଉତ୍ତମ ବନ୍ଧୁ ଜୀବନରେ ଉତ୍ତମ…

୭ଟି ରାଜ୍ୟରେ ଉପନିର୍ବାଚନ ଗଣନା ଜାରି, ଜାଣନ୍ତୁ ଅପଡେଟ୍

ନୂଆଦିଲ୍ଲୀ: ଜୁଲାଇ ୧୦ରେ ୭ଟି ରାଜ୍ୟ ଯଥା ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶରେ ୧୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ୧୩ଟି…