fbpx

ଅରୁଣାଚଳ ପ୍ରଦେଶରେ କଂଗ୍ରେସକୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ ଏହି ଦୁଇ ନେତା

ଇଟାନଗର: ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ଉଷ୍ମତା ସେତିକି ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦଳବଦଳ ପ୍ରକ୍ରିଆକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏଥିମଧ୍ୟରେ ଗୁରରାଟ ପରେ ଅରୁଣାଚଳ…

ଇଣ୍ଡୋନେସିଆର ଭୂମିପୁତ୍ର ଭାବେ ପରିଚିତ ଜନନାୟକ ବିଜୁ ପଟ୍ଟନାୟକ, ଜାଣନ୍ତୁ ସ୍ୱର୍ଣ୍ଣିମ ଇତିହାସର କାହାଣୀ

ଓଡ଼ିଶା ଭାସ୍କର: କଳିଙ୍ଗର ବରପୁତ୍ର । ନୂତନ ଓଡ଼ିଶାର ବିନ୍ଧାଣୀ । ପ୍ରବାଦ ପୁରୁଷ ଭାବେ ପରିଚିତ ଏକ ଧାରରେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାହସୀ ପାଇଲଟ୍ ଏବଂ ଜଣେ ମହାନ ରାଜନେତା । ଓଡ଼ିଆ ମାଟିର ଗର୍ବ ଆଉ ଗୌରବ…

‘ବ୍ୟାଡମିଣ୍ଟନ ହେଉଛି ମୋ ପ୍ରଥମ ପ୍ରେମ’, ଏମିତି କିଛି କହି ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନକୁ ଅଲବିଦା କହିଲେ ସାଇ ପ୍ରଣୀତ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ବି. ସାଇ ପ୍ରଣୀତ ଫ୍ୟାନ୍ସମାନଙ୍କୁ ବଡ଼ ଝଟକା ଦେଇଛନ୍ତି । ୩୧ ବର୍ଷ ବୟସରେ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନରୁ ସନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି ସାଇ ପ୍ରଣୀତ । ୨୦୧୯ ବିଶ୍ୱ…

ଆଜି୧୨ ଘଣ୍ଟିଆ ଲଇକେରା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ

ଓଡ଼ିଶା ଭାସ୍କର: ଆଜି ଝାରସୁଗୁଡ଼ା ଲଇକେରାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଲଇକେରାକୁ ସବଡିଭିଜନ୍ ମନ୍ୟତା ଦାବିରେ ଉପଖଣ୍ଡ ଦାବି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଲଇକେରା ବନ୍ଦ ପାଳନ କରାଯାଉଛି ।…

ISRO ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନସର; ଆଦିତ୍ୟ -L1 ଲଞ୍ଚିଂ ଦିନ ଜଣାପଡ଼ିଲା, ଏକ ସାକ୍ଷାତକାରରେ କରିଲେ ଖୁଲାସା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO )ର ମୁଖ୍ୟ ଏସ୍ ସୋମନାଥ । ଦୀର୍ଘ ଦିନ ଧରି ସେ କ୍ୟାନସର ସହ ସଂଘର୍ଷ କରୁଥିଲେ । ଆଦିତ୍ୟ -L1 ମିଶନ ଲଞ୍ଚିଂ ସମୟରେ ତାଙ୍କୁ ଏହି ଗମ୍ଭୀର ରୋଗ ବିଷୟରେ ଜଣାପଡ଼ିଥିବା…

(Video)ବିବାହ ମଣ୍ଡପରେ କୁକୁରର ଏଣ୍ଟ୍ରି, ଲେହେଙ୍ଗା ଉଠାଇ ଦୌଡ଼ିଲେ କନିଆ, ଆଉ ତା’ ପରେ…

ଓଡ଼ିଶା ଭାସ୍କର: ବର୍ତ୍ତମାନ ବିବାହ ଋତୁ ଚାଲିଛି । ତେଣୁ ଲୋକମାନେ ବିବାହ ସମ୍ବନ୍ଧୀୟ ଅନେକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଶେୟାର କରୁଛନ୍ତି । ସମସ୍ତେ ଚାହାଁନ୍ତି ଯେ ବିବାହ କିପରି ସୁରୁଖୁରୁରେ ସମ୍ପନ୍ନ ହୋଇଯାଉ ।…

ବିଜେପିର ମିଶ୍ରଣ ପର୍ବ, ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜେନ୍ଦ୍ର ଓ ନରେନ

ଭୁବନେଶ୍ୱର: ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ । ଏଥିପାଇଁ ରାଜନୈତିକ ଉଷ୍ମତା ଦେଖାଯିବା ସହ ଦଳବଦଳ ପ୍ରକ୍ରିୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଏହି କ୍ରମରେ ବିଜେପିରେ ମିଶିଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଏବଂ…

୩ ଛାତ୍ରୀଙ୍କୁ ଏସିଡ୍ ମାଡ଼, ଅଭିଯୁକ୍ତ ଗିରଫ

ଓଡ଼ିଶା ଭାସ୍କର: କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୩ ଜଣ କଲେଜ ଛାତ୍ରୀ ଏସିଡ୍ ମାଡ଼ର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ଆଜିଠାରୁ ମହାଶିବରାତ୍ରି ପାଇଁ ଗଡ଼ିଲା ସ୍ପେସାଲ ଟ୍ରେନ୍, ଯାତ୍ରୀଙ୍କ ପାଇଁ ରହିଛି ଏହି ସୁବିଧା

ଓଡ଼ିଶା ଭାସ୍କର: ଅଉ କିଛି ଦିନ ପରେ ମହାଶିବରାତ୍ରି । ପ୍ରତ୍ୟେକ ଶିବ ଭକ୍ତଙ୍କ ପାଇଁ ଏହି ଦିନ ବିଶେଷ ଅଟେ । ଦେଶରେ ଥିବା ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର…

ଅଷ୍ଟମ ଥର ପାଇଁ ED ସମନକୁ ଏଡ଼ାଇଲେ ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ: ମଦ ଦୁର୍ନିତି ମାମଲା ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସମନକୁ ପୁଣି ଥରେ ଏଡ଼ାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ମାର୍ଚ୍ଚ ୪ ତାରିଖରେ…