fbpx

ଆଜି ଦେଶ ପାଳନ କରୁଛି ୭୫ତମ ଗଣତନ୍ତ୍ର ଦିବସ

ନୂଆଦିଲ୍ଲୀ: ଆଜି ଦେଶ ପାଳନ କରୁଛି ୭୫ତମ ଗଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ ଝଲସୁଛି ପଲ୍ଲୀ ଠାରୁ ସହର । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ । ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଭାରତୀୟ ସେନା ନିଜ…

ଆଇଆଇସି ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ବୁଧବାର କମିଶନରେଟ୍ ପୋଲିସରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଏକାଥରକେ ୪୭ ଥାନା ଅଧିକାରୀଙ୍କ ବଦଳୀ କରାଯାଇଛି । ସୁଧାଂଶୁ ଜେନାଙ୍କୁ କ୍ୟାପିଟାଲ ଥାନାର ଦାୟିତ୍ୱ ମିଳିଥିବା ବେଳେ ପ୍ରଦୀପ ଜେନାଙ୍କୁ…

ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିବର୍ତ୍ତନ କରନ୍ତୁ; ଜୀବନରେ ମିଳିବ ସଫଳତା, ଆପଣାନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର: ସମସ୍ତେ ହସ ଖୁସିରେ ଜୀବନ ବିତାଇବାକୁ ଚାହିଁଥାନ୍ତି । ଅଧିକାଂଶ ବ୍ୟକ୍ତିମାନେ ନିଜ କର୍ମ ଓ ସଂଘର୍ଷ ବଳରେ ସଫଳତାର ସ୍ୱାଦ ଚାଖିଥାନ୍ତି । ତେବେ କିଛି ମାତ୍ରାରେ ସେମାଙ୍କ ଭାଗ୍ୟେ ମଧ୍ୟ ସାଥ୍ ଦେଇଥାଏ…

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତାକୁ ନେଇ ସ୍ପଷ୍ଟିକରଣ ରଖିଲା ଓସେପା

ଭୁବନେଶ୍ୱର: ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତାକୁ ନେଇ ଅଭିଯୋଗକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତାକୁ ନେଇ ଓସେପାର ସ୍ପଷ୍ଟିକରଣ ସାମ୍ନାକୁ ଆସିଛି ।…

ବିରାଟଙ୍କୁ Replace କରିବେ ଏହି ଖେଳାଳି, BCCI ପକ୍ଷରୁ ଘୋଷଣା

ନୂଆଦିଲ୍ଲୀ: ଜାନୁଆରୀ ୨୫ରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି । ଏହି ଟେଷ୍ଟ ସିରିଜର ପ୍ରଥମ ୨ଟି ମୁକାବିଲା ପାଇଁ BCCI ପକ୍ଷରୁ ବିରାଟ କୋହଲିଙ୍କ ବଦଳରେ…

ଏହି ଖେଳାଳୀଙ୍କ ଉପରେ ICCର ବଡ଼ ଆକ୍ସନ, ଭାରତ-ବାଂଲାଦେଶ ମ୍ୟାଚରେ କଲେ ଏହି ଭୁଲ

ନୂଆଦିଲ୍ଲୀ: ମଙ୍ଗଳବାର ଭାରତ ଏବଂ ବାଲାଂଦେଶ ମଧ୍ୟରେ ଅଣ୍ଡର- ୧୯ ବିଶ୍ୱକପ୍ ମ୍ୟାଚ ଖେଳାଯାଇଥିଲା । ଭାରତ ବିପକ୍ଷ ଏହି ମ୍ୟାଚ ସମୟରେ ବାଂଲାଦେଶ ବୋଲର ମାରୁଫ ମୃଧା ‘ଅପମାନଜନକ ଭାଷା’ର ବ୍ୟବହାର କରିଥିଲେ । ଏଥିପାଇଁ…

କଂଗ୍ରେସକୁ TMCର ବଡ଼ ଝଟକା ! ଏକଲା ଚଲୋ ନୀତିରେ ମମତା ବାନାର୍ଜୀ…

କୋଲକାତା: କୋଲକାତା: ଲୋକସଭା ନିର୍ବାଚନ ୨୦୧୪ ପୂର୍ବରୁ ‘ଇଣ୍ଡିଆ’ ମେଣ୍ଟକୁ ଲାଗିଛି ବଡ଼ ଝଟକା । ଇଣ୍ଡିଆ ମେଣ୍ଟର ଡଙ୍ଗା ବୁଡ଼ିବା ପରି ମନେ ହେଉଛି । ଏଥିମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକୁଟିଆ…

Energy Drink ସେବନ କରୁଛନ୍ତି କି ? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହା କେତେ କ୍ଷତିକାରକ…

ଓଡ଼ିଶା ଭାସ୍କର: ଆଜିକାଲି ଯୁବପୀଢ଼ୀଙ୍କ ମଧ୍ୟରେ ଏନର୍ଜୀ ଡ୍ରିଙ୍କ୍‌ସର କ୍ରେଜ୍ ଦେଖିବାକୁ ମିଳୁଛି । ମାର୍କେଟରେ ଧିରେ ଧିରେ କୋଲ୍ଡ ଡ୍ରିଙ୍କ୍‌ସ ପରିବର୍ତ୍ତେ ଏନର୍ଜୀ ଡ୍ରିଙ୍କ୍‌ର ଚାହିଦା ବୃଦ୍ଧି ପାଇବାକୁ ଲାଗିଲାଣି…

TMC ନେତାଙ୍କ ଘରେ ପୁଣି EDର ରେଡ୍‌

କୋଲକାତା: ପଶ୍ଚିମବଙ୍ଗରେ ରାଶନ ଘୋଟାଲା ମାମଲାରେ ବୁଧବାର ସକାଳୁ ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)କୁ ଆକ୍ସନ ମୋଡରେ ଦେଖିବାକୁ ମିଳିଛି । ଉତ୍ତର ୨୪ ପରଗଣା ସନ୍ଦେଶଖାଲି ସ୍ଥିତ ତୃଣମୂଳ କଂଗ୍ରେସ(TMC) ନେତା…

ଆଜି ଲୋକାର୍ପିତ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ

ଭୁବନେଶ୍ୱର: ଆଜି ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ସୌଧ ଲୋକାର୍ପିତ ହେବ । ଏଥିପାଇଁ ସଜେଇ ହୋଇଛି ଓଡ଼ିଆ ବିଶ୍ୱବିଦ୍ୟାଳୟ । ତେବେ ସତ୍ୟବାଦୀ ପଞ୍ଚସଖା କ୍ରୀଡ଼ାଙ୍ଗନ ପରିସରରେ ଆଭାସୀ ମାଧ୍ୟମରେ…