ସ୍କୁଲର କବାଟ ତାଡ଼ି ଚୋରି କଲେ ଚାଉଳ, ମୁଣ୍ଡରେ ହାତ ଦେଲେ ଗ୍ରାମବାସୀ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବିଣାପଦା ଦାସସାହି ପ୍ରାଥମିକ ବିଦ୍ୟାଳୟର କବାଟ ତାଡ଼ି ଚାଉଳ ନେଇଗଲେ ଚୋର । ପ୍ରାୟ ୭ କ୍ୱିଣ୍ଟାଲ ଚାଉଳ ସହ ରୋଷେଇ ସାମଗ୍ରୀ ଓ ଚେୟାର ଚୋରି ନେଇଯାଇଥିବା ଜଣାପଡ଼ିଛି । ଏହି…

ମାନିଲେ ନାହିଁ ସ୍ତ୍ରୀର ସର୍ତ୍ତ, ଭାଙ୍ଗିଗଲା ବିବାହ; ଦୀର୍ଘ ୫୦ ବର୍ଷରୁ ବଦଳିନି ବ୍ୟକ୍ତିଙ୍କ ଏହି ଅଭ୍ୟାସ, ଜାଣନ୍ତୁ କାରଣ

ତେଲେଙ୍ଗାନା: ସାଧାରଣତଃ ନିଜ ବିବାହକୁ ନେଇ ବ୍ୟକ୍ତି ଅନେକ ସ୍ୱପ୍ନ ଦେଖିଥାଏ । ଜୀବନର ଏକ ସୁନ୍ଦର ମୁହୂର୍ତ୍ତକୁ ବିଶେଷ କରିବା ପାଇଁ ଅନେକ ଚେଷ୍ଟା କରିଥାଏ । ଉଭୟ ବର କନ୍ୟା ମ୍ୟାଚିଂ ପୋଷାକ, ମେକଅପ୍‌, ଫଟୋ ଶୁଟ୍…

ଗଛରେ ଧକ୍କା ହେଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ବାଇକଟି ଗଛରେ ପିଟି ହେବା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ପ୍ରକାଶ । ସ୍ଥାନୀୟ…

ପଦ୍ମ ଭୂଷଣ ମାଲାୟାଲାମ ଲେଖକ ଏବଂ ଫିଲ୍ମ ନିର୍ଦ୍ଦେଶକ ଏମ. ଟି ବାସୁଦେବନ ନାୟରଙ୍କ ନିଧନ, ସିନେ ଜଗତରେ ଖେଳିଯାଇଛି ଶୋକର ଛାୟା

ନୂଆଦିଲ୍ଲୀ: ମାଲାୟାଲାମ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବିଶିଷ୍ଟ ମାଲାୟାଲାମ ଲେଖକ ଏବଂ ଫିଲ୍ମ ନିର୍ଦ୍ଦେଶକ ଏମ. ଟି ବାସୁଦେବନ ନାୟରଙ୍କ ୯୧ ବର୍ଷ ବୟସରେ ନିଧନ ହୋଇଛି । କିଛି ଦିନରୁ…

ବିହାରର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ଆରିଫ୍ ମହମ୍ମଦ ଖାନ୍ କିଏ ? ଜାଣନ୍ତୁ କେମିତି ଥିଲା ତାଙ୍କ ରାଜନୈତିକ ଯାତ୍ରା

ପାଟନା: ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି । ମିଜୋରାମ, କେରଳ, ବିହାର, ଓଡ଼ିଶା ଏବଂ ମଣିପୁରରେ ନୂତନ ରାଜ୍ୟପାଳ ଦାୟିତ୍ୱଭାର ସମ୍ଭାଳିବେ । ଏଥିମଧ୍ୟରେ…

ଏମ୍‌ସ ଭୁବନେଶ୍ୱର ପ୍ରତିଷ୍ଠାତା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସହିତ ‘ସୁଶାସନ ଦିବସ’ ପାଳନ

ଭୁବନେଶ୍ୱର: ଦୂରଦୃଷ୍ଟି ଓ ସଂକଳ୍ପର ରାଷ୍ଟ୍ରନେତା, ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ଜନନାୟକ ତଥା ଏମ୍‌ସ ଭୁବନେଶ୍ୱର ପ୍ରତିଷ୍ଠାତା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ୧୦୦ତମ…

ମେଲବର୍ଣ୍ଣରେ ମହାମୁକାବିଲା; ରୋହିତ ସେନାଙ୍କ ଫର୍ମ ଉପରେ ରହିବ ସମସ୍ତଙ୍କ ନଜର, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ୪ର୍ଥ ମ୍ୟାଚ୍ ମେଲବର୍ଣ୍ଣରେ ଖେଳାଯିବ । ବର୍ତ୍ତମାନ ସିରିଜ୍ ୧-୧ରେ ସମାନ ରହିଛି । ବର୍ଷା ପାଇଁ ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା ।…

କାର୍ଯ୍ୟରେ ଅବହେଳା ଅଭିଯୋଗରେ SIଙ୍କୁ ସସପେଣ୍ଡ କଲେ ଏସପି

ଜଳେଶ୍ୱର: କାର୍ଯ୍ୟରେ ଅବହେଳା ଅଭିଯୋଗରେ SI ସସପେଣ୍ଡ । ସ୍ୱାର୍ଥ ଫାଣ୍ଡି SI ଚନ୍ଦ୍ର ଶେଖର ମହାନ୍ତିଙ୍କୁ ନିଲମ୍ବନ କଲେ ଏସପି । ସ୍ୱାର୍ଥ ଫାଣ୍ଡି SI ଚନ୍ଦ୍ର ଶେଖର ମହାନ୍ତିଙ୍କୁ ନିଲମ୍ବନ କଲେ ଏସପି । ଜଣେ…

ପଢ଼ିବା ସମୟରେ କାହିଁକି ନିଦ ଆସେ ? କେବଳ ଅଳସୁଆମି ନୁହେଁ ଏହା ପଛରେ ରହିଛି ଅନେକ କାରଣ

ଓଡ଼ିଶା ଭାସ୍କର: ଅଧିକାଂଶ ସମୟରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଆମେ ଚାପଗ୍ରସ୍ତ ଅନୁଭବ କରିଥାଉ । ଫଳରେ ମସ୍ତିଷ୍କ ଥକିଯିବା କାରଣରୁ ଆମକୁ ନିଦ ମାଡ଼ିଥାଏ । ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସନ୍ତୁଳିତ ଆହାର ସେବନ ଏହାର…

(Video): ‘ପଲ୍ଲୋ ଲଟକେ’ ଗୀତରେ ଝୁମିଲେ ସାଣ୍ଟା ! ଦେଖି ୟୁଜର କହିଲେ- ସାଣ୍ଟାକୁ ବିହାର ପଠାଅ

ଓଡ଼ିଶା ଭାସ୍କର: ଆଜି ପବିତ୍ର ଖ୍ରୀଷ୍ଟମାସ ପର୍ବ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏହି ଦିନ ବହୁତ ମହତ୍ୱପୂର୍ଣ୍ଣ ଅଟେ । ଏହି ଦିନ ଯୀଶୁଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ । ଖ୍ରୀଷ୍ଟମାସ ପର୍ବର ମୁଖ୍ୟ ଆକର୍ଷଣ…