ଭାରତୀୟ ଅର୍ଥନୀତି ଭଲ ସ୍ଥିତିରେ ଅଛି: ମୁଡିଜ୍ ଆଉଟଲୁକ୍

ନୂଆଦିଲ୍ଲୀ: ଆଜି ଦୁଇଟି ରେଟିଂ ଏଜେନ୍ସି ଭାରତର ଅର୍ଥନୀତିକୁ ନେଇ ସେମାନଙ୍କ ଆକଳନ ପ୍ରକାଶ କରିଛନ୍ତି । ଉଭୟ ରେଟିଂ ଏଜେନ୍ସି ସେମାନଙ୍କ ଆଉଟଲୁକରେ ଭାରତର ଭଲ ଅର୍ଥନୈତିକ ଅଭିବୃଦ୍ଧି ହାରକୁ ନେଇ ଆଶା ପ୍ରକଟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଝାରସୁଗୁଡ଼ାରୁ ମୁମ୍ବାଇକୁ ସିଧା ଉଡ଼ିବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ବିଭିନ୍ନ ସହରକୁ ବିମାନ ଚଳାଚଳ ସେବା ଆରମ୍ଭ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଭୁବନେଶ୍ୱରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର ଓ ଲକ୍ଷେ୍ନøକୁ ସିଧା ଉଡ଼ିବ…

(Video): ଗୃହମନ୍ତ୍ରୀ ଅମିତ ଶାହାଙ୍କ ହେଲିକପ୍ଟର ଯାଞ୍ଚ, କହିଲେ ସମସ୍ତ ନିୟମର ପାଳନ କରିଥାଏ ବିଜେପି

ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରର ହିଙ୍ଗୋଲିରେ ନିର୍ବାଚନ ପ୍ରଚାରରେ ଯାଇଥିଲେ । ସେହି ସମୟରେ ନିର୍ବାଚନ ଆୟୋଗ ଅଧିକାରୀମାନେ ଅମିତ ଶାହାଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ ।…

IPL 2025 ମେଗା ଅକ୍ସନରେ ନିଲାମଧାରୀ ହେବେ ମଲ୍ଲିକା ସାଗର, ପ୍ରଥମ ମହିଳା ନିଲାମଧାରୀ ଭାବେ ସୃଷ୍ଟି କରିଥିଲେ ରେକର୍ଡ଼

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ(IPL) ୨୦୨୫ ମେଗା ଅକ୍ସନକୁ ନେଇ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଚଳିତ ଥର ମଧ୍ୟ ଜଣେ ମହିଳା ନିଲାମଧାରୀଙ୍କ ନାମ ସାମ୍ନାକୁ ଆସିଛି । ସେ ପୂର୍ବରୁ ଆଇପିଏଲ୍ ସହ ମହିଳା ପ୍ରିମିୟର…

ଡ୍ରେସ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଜିନିଷ, ଦୋନାକ ମାଲିକଙ୍କ ମୃତ୍ୟୁ

ଜଟଣୀ: କାର୍ତ୍ତିକ ପୂର୍ଣ୍ଣିମା ଦିନ ବଡ଼ ଅଘଟଣ । ଜଟଣୀ ରାଜାବଜାରରେ ଭୟଙ୍କର ଅଗ୍ନିକାଣ୍ଡ । ଏକ କପଡ଼ା ଦୋକାନରେ ନିଆଁ ଲାଗିବା ଯୋଗୁଁ ଲକ୍ଷାଧିକ ଟଙ୍କାର ଜିନିଷ ପାଉଁଶ ହୋଇଯାଇଥଇଲା । ଖବର ପାଇ ଅଗ୍ନିଶମ ବାହିନୀ ପହଂଚି…

ରାତିରେ ଶୋଇବା ପୂର୍ବରୁ କାହିଁକି ଗୋଟିଏ ଗ୍ଲାସ୍ ପାଣି ପିଇବା ଉଚିତ ? ଜାଣନ୍ତୁ ଏହାର ଫାଇଦା

ଓଡ଼ିଶା ଭାସ୍କର: କଥାରେ ଅଛି ଜଳ ହିଁ ଜୀବନ । ତେଣୁ ସୁସ୍ଥ ଶରୀର ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ଡିଟକ୍ସିଫାଇ କରିଥାଏ ।…

ସରକାରୀ କାର୍ଯ୍ୟାଳୟର ସମୟରେ ହେବ ପରିବର୍ତ୍ତନ, ଟ୍ରାଫିକ୍ ଜାମରୁ ମୁକ୍ତି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣ ସ୍ତର ସାଧାରଣ ଜନତାଙ୍କ ପାଇଁ ସମସ୍ୟା ପାଲଟିଛି । ଏଥିମଧ୍ୟରେ ଦିଲ୍ଲୀର ପ୍ରଦୂଷଣ ସ୍ଥିତି ଏବଂ ଟ୍ରାଫିକ୍ ଜାମରୁ ମୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଆତିଶୀ…

ବେକାର ଯୁବକଙ୍କୁ ଫସାଉଛନ୍ତି ସ୍କାମର, ‘ପ୍ରେଗନାନ୍ସି ଜବ୍‌’ରୁ ପୁରସ୍କାର ଲୋଭ ଦେଖାଇ ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ଯୁଗ । ଦିନକୁ ଦିନ ସାଇବର ଠକେଇ ଭଳି ମାମଲା ସାଧାରଣ ଜନତାଙ୍କ ସହ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ପୋଲିସକୁ ଚକମା ଦେବା ପାଇଁ ସାଇବର ଠକ ମଧ୍ୟ ନୂଆ ନୂଆ ଉପାୟରେ…

ଝାଡ଼ଖଣ୍ଡରେ ଅଟକାଇଲେ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର, ATCରୁ ମିଳିଲାନି ଉଡ଼ାଣ ପାଇଁ ଅନୁମତି

ନୂଆଦିଲ୍ଲୀ: ଶୁକ୍ରବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପହଂଚିଥିବା କଂଗ୍ରେସ ସାଂସଦ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଅଟକାଇ ଦିଆଯାଇଥିଲା । କୁହାଯାଉଛି କି କ୍ଲିୟରାନ୍ସ ନ…

ହାତରେ ଡାଏରୀ ଓ କଲମ…ପରିଣତ ବୟସରେ ସ୍ତ୍ରୀ ପାଇଁ ଲେଖୁଛନ୍ତି ମିଠା ମିଠା କବିତା

କାକଟପୁର: ସକାଳ ଓ ସନ୍ଧ୍ୟା ଯେପରି ପ୍ରକୃତିର ଦୁଇ ସାଥି ସେହିପରି କବି ଓ କବିତାର ସମ୍ପର୍କ । ଜଣେ କବି ତା’ର ଜୀବନ କବିତା ବିନା କଳ୍ପନା କରିପାରେ ନାହିଁ । ଆଜି ଆମେ କଥା ହେବା ଏପରି ଜଣେ ବଣମଲ୍ଲୀ ବିଷୟରେ ଯାହାଙ୍କ…