‘ଆପ୍‌’କୁ ବଡ଼ ଝଟକା, ନିର୍ବାଚନରେ ହାରିଲେ କେଜରିୱାଲ, ସିଲ୍ ହେଲା ଦିଲ୍ଲୀ ସଚିବାଳୟ

ନୂଆଦିଲ୍ଲୀ: ସିଲ୍ ହେଲା ଦିଲ୍ଲୀ ସଚିବାଳୟ । ନୂଆଦିଲ୍ଲୀ ଆସନରୁ ବିଜେପିର ବିଜୟ ପରେ ରାଜନୈତିକ ମାହୋଲରେ ବଡ଼ ହଲଚଲ ଦେଖାଦେଇଛି । ବରିଷ୍ଠ ଅଧିକାରୀଙ୍କୁ ସଚିବାଳୟ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରି…

ନିରାଶ କଲେ କେଜରିୱାଲ, ନୂଆଦିଲ୍ଲୀ ଆସନରୁ ବାଜି ମାରିଲା ବିଜେପି

ନୂଆଦିଲ୍ଲୀ: 'ଆପ୍‌'କୁ ଲାଗିଲା ବଡ଼ ଝଟକା । ନୂଆଦିଲ୍ଲୀ ଆସନରୁ ହାରିଲେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ । ବିଜେପି ପ୍ରାର୍ଥୀ ପରଭେଶ ବର୍ମା ତାଙ୍କୁ ୧ ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି ।…

ଉତ୍ତମ ମହାନ୍ତି ଗୁରୁତର, ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା

ଭୁବନେଶ୍ୱର: ଓଲିଉଡର ଭେଟେରାନ୍ ଅଭିନେତା ଉତ୍ତମ ମହାନ୍ତି ଗୁରୁତର । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ୱିଟାଲରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ଆଇସିୟୁରେ ଚିକିତ୍ସା ଚାଲିଥିବା ବେଳେ ସେ ଭେଣ୍ଟିଲେଟରରେ ଥିବା…

ବହି ପଢ଼ିପାରିଲେ ନାହିଁ ଛାତ୍ରୀ, ରାଗିଗଲେ ବିଧାୟକ…ଶିକ୍ଷକଙ୍କ ମାସେ ଦରମା ବନ୍ଦ ନିର୍ଦ୍ଦେଶ

କୋରାପୁଟ: ସ୍କୁଲରେ ପାଠପଢ଼ା ନାଁରେ କଣ ଚାଲିଛି? ଛାତ୍ରୀମାନେ ପ୍ରଶ୍ନର ଉତ୍ତର ନଦେଇ ପାରିବାରୁ ରାଗିଯାଇଥିଲେ ବିଧାୟକ । ଛାତ୍ରୀଙ୍କ ପାଠପଢ଼ାକୁ ନେଇ ଶିକ୍ଷୟତ୍ରୀଙ୍କୁ ତାଗିଦ କରିବା ସହ ମାସେ ପାଇଁ ଦରମା ବନ୍ଦ ନେଇ…

ବିଜେପିକୁ ପଛରେ ପକାଇଲା ଆପ୍‌, ନୂଆଦିଲ୍ଲୀ ଆସନରେ ୩୪୩ ଭୋଟରେ କେଜରିୱାଲ ଆଗୁଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଁଇ ଭୋଟ୍ ଗଣତି ଜାରି ରହିଛି । ୭୦ଟି ବିଧାନସଭା ଆସନ ପାଇଁ ମୋଟ୍ ୬୯୯ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା । ଭେଟ୍ ଗଣତି ପ୍ରାରମ୍ଭରୁ ବିଜେପି ଅଗୁଆ ରହିଛି ।…

ଆସ୍ଥା ବୁଡ଼ ପକାଇଲେ ନୀନା- ସଞ୍ଜୟ, ‘ବଧ ୨’ର ଘୋଷଣା ପରେ ପ୍ରୟାଗରାଜ ପହଞ୍ଚିଥିଲା ଟିମ୍

ପ୍ରୟାଗରାଜ: ତ୍ରୀବେଣୀ ସଂଗମରେ ବୁଡ଼ ପକାଇଲେ ଲୋକପ୍ରିୟ ସନେ ତଥା ଫିଲ୍ମ ଅଭିନେତ୍ରୀ ନୀନା ଗୁପ୍ତା ଏବଂ ଅଭିନେତା ସଞ୍ଜୟ ମିଶ୍ର । ନିର୍ଦ୍ଦେଶକ ଜସପାଲ ସିଂହ ସନ୍ଧୁଙ୍କ ଫିଲ୍ମ 'ବଧ ୨'ର ଘୋଷଣା ପରେ ପୁରା ଟିମ୍ ସହ…

ବିଜୱାସନରେ ଆପ୍ କରିବ କି ହ୍ୟାଟ୍ରିକ୍? ଜାଣନ୍ତୁ କିଏ ଦେବ ବିଜେପିର କୈଲାଶ ଗେହଲଟଙ୍କୁ ଟକ୍କର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି । ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ଆରମ୍ଭ ହୋଇଛି ଗଣତି । ଇଭିଏମରେ ସିଲ୍ ରହିଛି ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ । ବିଜେପି, ଆପ୍ ନା କଂଗ୍ରେସ…

ବୋମାମାଡ଼ରେ ଜଣେ ଗୁରୁତର, ପୂର୍ବଶତ୍ରୁତା ସନ୍ଦେହ

ନୟାଗଡ଼: ରଣପୁର ଥାନା ରାଜସୁନାଖଳାରେ ବୋମାମାଡ଼ । ଏହି ବୋମାମାଡ଼ରେ ଜଣେ ବ୍ୟବସାରୟୀ ଗୁରୁତର ଥିବା ବେଳେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ…

ଆପଣଙ୍କୁ ଯାଇଛିକି ମେସେଜ୍, ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଆସନ୍ତାକାଲି ଆକାଉଣ୍ଟକୁ ଆସିବା ‘ସୁଭଦ୍ରା’ ଟଙ୍କା । ପ୍ରାୟ ୧୮ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଯାଜପୁର ଜିଲ୍ଲା…

କେଜରିୱାଲଙ୍କ ‘ନକଲି ଦଳିତ ପ୍ରେମ’ କୁ ନେଇ ବିରୋଧୀଙ୍କ ସମାଲୋଚନା, ଖଲିସ୍ତାନୀ ଲିଙ୍କ ଥିବା ଅଭିଯୋଗ

ନୂଆଦିଲ୍ଲୀ: ଡକ୍ଟର ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଅପମାନିତ କରିବା ନେଇ ପଞ୍ଜାବ ସରକାର ଏବଂ ଆମ ଆଦମୀ ପାର୍ଟି (AAP) ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି । ବିରୋଧୀ ଦଳ ଆପ ମୁଖ୍ୟ ଅରବିନ୍ଦ…