କାହିଁକି କଳା ରଂଗର ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି ବ୍ୟକ୍ତି, ଜାଣନ୍ତୁ ତାଙ୍କ ସାଇକୋଲଜି

ଓଡ଼ିଶା ଭାସ୍କର: ବ୍ୟକ୍ତି ଜୀବନରେ ରଂଗର ବିଶେଷ ମହତ୍ୱ ରହିଛି । ପ୍ରତ୍ୟେକ ରଂଗ ନିଜ ସହ କିଛି ବିଚାର, ଭାବନା ଏବଂ ଉର୍ଜ୍ଜା ଆଣିଥାଏ । ଶାସ୍ତ୍ରରେ ବାର ଅନୁଯାୟୀ ବିଭିନ୍ନ ରଂଗର ପୋଷାକ ପିନ୍ଧିବାକୁ ପରାମର୍ଶ…

ବିନା ଲିଖିତ ପରୀକ୍ଷାରେ DMRCରେ ନିଯୁକ୍ତି ସୁଯୋଗ, ୬୦ ବର୍ଷର ବ୍ୟକ୍ତି କରିପାରିବେ ଆବେଦନ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ(DMRC) ଏହାର ମ୍ୟାନେଜର (କ୍ଷବଦ୍ଭୟ) ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର(କ୍ଷବଦ୍ଭୟ) ପଦବୀ ପୂରଣ ପାଇଁ ଆବେଦନ ଯୋଗ୍ୟ…

ମହାନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ

ପାରାଦୀପ: ଦିନକୁ ଦିନ ଆତ୍ମହତ୍ୟା ଭଳି ଘଟଣା ଘଟୁଛି । ଏଥିମଧ୍ୟରେ ପୁଣି ମହାନଦୀକୁ ଜଣେ ଯୁବକ ଡେଇଁ ପଡ଼ିଥିବା ଭଳି ଖବର ସାମ୍ନାକୁ ଆସିଛି । ଭୂତମୁଣ୍ଡାଇ ପୋଲ ଉପରୁ ଜଣେ ଯୁବକ ହଠାତ ଡେଇଁ ପଡ଼ି ନିଖୋଜ ଅଛନ୍ତି । ସୂଚନା…

ଶୌଚ ପାଇଁ ଯିବା ସମୟରେ ଅଘଟଣ, ଅଜଣା ଗାଡ଼ି ଧକ୍କାରେ ଦିବ୍ୟାଙ୍ଗ ମୃତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ସରସରା ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଦିବ୍ୟାଙ୍ଗଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ସୂଚନାରୁ ପ୍ରକାଶ ଶୌଚ ପାଇଁ ଯାଉଥିବା ବେଳେ ସରସରା ଛକ ନିକଟରେ ଦୁର୍ଘଟଣାର ଶିକାର…

ଗୁଡ୍ ନ୍ୟୁଜ୍ ଦେଲେ ରୋହିତ ଶର୍ମା, ଦ୍ୱିତୀୟ ଥର ମାଆ ହେଲେ ପତ୍ନୀ ଋତିକା

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଘରକୁ ଆସିଲା କୁନି ଅତିଥି । ବର୍ଡ଼ର ଗାଭାସ୍କର ଟ୍ରଫି ପୂର୍ବରୁ ସେ ପୁଣି ଥରେ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଶୁକ୍ରବାର(ନଭେମ୍ବର ୧୫) ତାଙ୍କ ପତ୍ନୀ…

ଭାରତୀୟ ଅର୍ଥନୀତି ଭଲ ସ୍ଥିତିରେ ଅଛି: ମୁଡିଜ୍ ଆଉଟଲୁକ୍

ନୂଆଦିଲ୍ଲୀ: ଆଜି ଦୁଇଟି ରେଟିଂ ଏଜେନ୍ସି ଭାରତର ଅର୍ଥନୀତିକୁ ନେଇ ସେମାନଙ୍କ ଆକଳନ ପ୍ରକାଶ କରିଛନ୍ତି । ଉଭୟ ରେଟିଂ ଏଜେନ୍ସି ସେମାନଙ୍କ ଆଉଟଲୁକରେ ଭାରତର ଭଲ ଅର୍ଥନୈତିକ ଅଭିବୃଦ୍ଧି ହାରକୁ ନେଇ ଆଶା ପ୍ରକଟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଝାରସୁଗୁଡ଼ାରୁ ମୁମ୍ବାଇକୁ ସିଧା ଉଡ଼ିବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ବିଭିନ୍ନ ସହରକୁ ବିମାନ ଚଳାଚଳ ସେବା ଆରମ୍ଭ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଭୁବନେଶ୍ୱରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର ଓ ଲକ୍ଷେ୍ନøକୁ ସିଧା ଉଡ଼ିବ…

(Video): ଗୃହମନ୍ତ୍ରୀ ଅମିତ ଶାହାଙ୍କ ହେଲିକପ୍ଟର ଯାଞ୍ଚ, କହିଲେ ସମସ୍ତ ନିୟମର ପାଳନ କରିଥାଏ ବିଜେପି

ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରର ହିଙ୍ଗୋଲିରେ ନିର୍ବାଚନ ପ୍ରଚାରରେ ଯାଇଥିଲେ । ସେହି ସମୟରେ ନିର୍ବାଚନ ଆୟୋଗ ଅଧିକାରୀମାନେ ଅମିତ ଶାହାଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ ।…

IPL 2025 ମେଗା ଅକ୍ସନରେ ନିଲାମଧାରୀ ହେବେ ମଲ୍ଲିକା ସାଗର, ପ୍ରଥମ ମହିଳା ନିଲାମଧାରୀ ଭାବେ ସୃଷ୍ଟି କରିଥିଲେ ରେକର୍ଡ଼

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ(IPL) ୨୦୨୫ ମେଗା ଅକ୍ସନକୁ ନେଇ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଚଳିତ ଥର ମଧ୍ୟ ଜଣେ ମହିଳା ନିଲାମଧାରୀଙ୍କ ନାମ ସାମ୍ନାକୁ ଆସିଛି । ସେ ପୂର୍ବରୁ ଆଇପିଏଲ୍ ସହ ମହିଳା ପ୍ରିମିୟର…

ଡ୍ରେସ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଜିନିଷ, ଦୋନାକ ମାଲିକଙ୍କ ମୃତ୍ୟୁ

ଜଟଣୀ: କାର୍ତ୍ତିକ ପୂର୍ଣ୍ଣିମା ଦିନ ବଡ଼ ଅଘଟଣ । ଜଟଣୀ ରାଜାବଜାରରେ ଭୟଙ୍କର ଅଗ୍ନିକାଣ୍ଡ । ଏକ କପଡ଼ା ଦୋକାନରେ ନିଆଁ ଲାଗିବା ଯୋଗୁଁ ଲକ୍ଷାଧିକ ଟଙ୍କାର ଜିନିଷ ପାଉଁଶ ହୋଇଯାଇଥଇଲା । ଖବର ପାଇ ଅଗ୍ନିଶମ ବାହିନୀ ପହଂଚି…