ଥାଳ ନିଅ ଭିକ ମାଗ… ଅସହ୍ୟ ହେଲା ପୁଅ-ବୋହୂଙ୍କ ଅତ୍ୟାଚାର, ପାଣି ଟାଙ୍କିରେ ଡେଇଁ ଜୀବନ ହାରିଲେ ମାତା ପିତା

ରାୟପୁର: ଆଜିକାଲି ସମ୍ପତ୍ତିକୁ ନେଇ ପାରିବାରିକ ବିବାଦ ସାଧାରଣ କଥା । ସମ୍ପତ୍ତି ଲୋଭ ପାଇଁ ପରିବାରରେ ଅନେକ ପରସ୍ପରର ଶତ୍ରୁ ମଧ୍ୟ ପାଲଟିଯାଇଥାନ୍ତି । ବେଳେ ବେଳେ ଏହି ମାନସିକ ଯନ୍ତ୍ରଣା ଏତେ ବଢ଼ିଯାଏ କି ବ୍ୟକ୍ତି…

ନବମୀ ପାଇଁ ବନ୍ଦ ରହିବ ସ୍କୁଲ- ସରକାରୀ ଅଫିସ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଲକ୍ଷ୍ନୌ: ଦେଶବ୍ୟାପି ପାଳନ ହେଉଛି ନବରାତ୍ରୀ ଉତ୍ସବ । ଏଥିମଧ୍ୟରେ ଉତ୍ତରପ୍ରଦେଶ ସରକାର ନବମୀ ତିଥିରେ ସାର୍ବଜନିକ ଅବକାଶ ଘୋଷଣା କରିଛନ୍ତି । ଏହି ଅବସରରେ କେବଳ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ସ୍କୁଲ ଓ ସରକାରୀ…

ନବରାତ୍ରୀ ସମୟରେ ଦେହ ତ୍ୟାଗ କଲେ କ’ଣ ହୋଇଥାଏ ? ଜାଣନ୍ତୁ ହିନ୍ଦୁ ଧର୍ମରେ କ’ଣ ରହିଛି ମାନ୍ୟତା

ଓଡ଼ିଶା ଭାସ୍କର: ପବିତ୍ର ନବରାତ୍ରୀର ସମୟ । ମା’ଙ୍କ ପୂଜାର୍ଚ୍ଚନାରେ କମ୍ପୁଛି ଗାଁରୁ ଶହର । ସବୁଆଡ଼େ ଉତ୍ସବର ମାହୋଲ । ନବରାତ୍ରୀରେ ଦେବୀ ଦୁର୍ଗାଙ୍କ ନଅଟି ରୂପର ପୂଜାର୍ଚ୍ଚନା କରାଯାଇଥାଏ । ଏହା ଦ୍ୱାରା ମାତାଙ୍କ…

ସାଲିଆସାହିରେ ଦେଶୀ ମଦ କାରଖାନାରେ ଅବକାରୀ ଟିମର ଚଢ଼ାଉ, ୬ ଗିରଫ

ଭୁବନେଶ୍ୱର: ସାଲିଆସାହିରେ ଅବକାରୀ ଟିମ୍‌ର ଚଢ଼ାଉ । ସାଲିଆସାହି ନୀଳଚକ୍ର ନଗରରେ ଦେଶୀ ମଦ କାରଖାନାରେ ଅବକାରୀ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ଶହ ଶହ ଲିଟର ଦେଶୀ ମଦ ଜବତ ସହ ପୋଚ ନଷ୍ଟ କରାଯାଇଛି ।…

(Video): ଅଧାରେ କନସର୍ଟ ଅଟକାଇଲେ ଦିଲଜିତ୍‌, ରତନ ଟାଟାଙ୍କୁ ନେଇ ଷ୍ଟେଜରେ ହେଲେ ଭାବୁକ

ମୁମ୍ବାଇ: ପଞ୍ଜାବି ଲୋକପ୍ରିୟ ଗାୟକ ଦିଲଜିତ୍ ଦୋସାଞ୍ଜ । ବର୍ତ୍ତମାନ ସେ Dil-Luminati ଗସ୍ତରେ ଅଛନ୍ତି । ଏହି ସମୟରେ ସେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ କନସର୍ଟ କରୁଛନ୍ତି । ନିକଟରେ ସେ ଜର୍ମାନୀର ଏକ କନସର୍ଟରେ…

ଭବିଷ୍ୟତରେ ମନୁଷ୍ୟ ଭାଷା ବୁଝିବାରେ ସକ୍ଷମ ହୋଇପାରିବ ମେସିନ୍ ! ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

ଓଡ଼ିଶା ଭାସ୍କର: ଅକ୍ଟୋବର, ୨୦୧୦ରେ ଥିଏଟରରେ ଏକ ଫିଲ୍ମ ରିଲିଜ ହୋଇଥିଲା ଯାହାର ନାଁ ଥିଲା ‘ରୋବୋଟ୍‌’ । ଏହି ଫିଲ୍ମରେ ଦର୍ଶାଯାଇଥିଲା କି କିପରେ ଏକ ରୋବୋଟ୍ ମଧ୍ୟରେ ବିଚାର କରିବାର ଶକ୍ତି ବିକଶିତ ହେଉଛି ଏବଂ ତାହା…

ନିଜ କମ୍ପାନୀରେ ଚାକିରି ପାଇଁ ଟାଇପ୍ କରିଥିଲେ ରିଜ୍ୟୁମ୍‌, ସାକ୍ଷାତକାରରେ କରିଥିଲେ ଖୁଲାସା

ନୂଆଦିଲ୍ଲୀ: ରତନ ଟାଟା କେବଳ ଜଣେ ସଫଳ ଶିଳ୍ପପତି ନଥିଲେ ବରଂ ଜଣେ ଏଭଳି ବ୍ୟକ୍ତିତ୍ୱ ଯିଏ ଟାଟା ଗ୍ରୁପକୁ ବ୍ୟବସାୟ କ୍ଷେତ୍ରରେ ଶୀର୍ଷରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ଜଣେ ପରୋପକାର…

ଦିପାବଳୀ ଓ ଛଟ୍ ପାଇଁ ଗଡ଼ିବ ସ୍ପେଶାଲ ଟ୍ରେନ୍‌, କନଫର୍ମ ସିଟ୍ ପାଇଁ ତୁରନ୍ତ କରନ୍ତୁ ବୁକିଂ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦିପାବଳୀ ଓ ଛଟ୍ ପାଇଁ ଏହି ରାଜ୍ୟରେ ସ୍ପେଶାଲ ଟ୍ରେନ୍ ଚଳାଚଳ ପାଇଁ ଘୋଷଣା କରିଛି । ଯାତ୍ରୀମାନେ ଏହି ସ୍ପେଶାଲ ଟ୍ରେନର ଫାଇଦା ଉଠାଇବା ପାଇଁ ଶୀଘ୍ର ଟିକେଟ୍ ବୁକିଂ କରିପାରିବେ ।…

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗ; ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା

ନୂଆଦିଲ୍ଲୀ: ରତ୍ନ ହରାଇଲା ଭାରତ । ଭାରତୀୟ ଶିଳ୍ପ ଜଗତକୁ ଲାଗିଛି ବଡ଼ ଝଟକା । ୮୬ ବର୍ଷ ବୟସରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ତାଙ୍କ ବିୟୋରେ ସାରା ଦେଶରେ ଶୋକର ଛାୟା…

ଇସରାଏଲ- ଇରାନ୍ ଯୁଦ୍ଧ: ହଜାର ହଜାର ସଂଖ୍ୟାରେ ଲେବାନନ୍ ଛାଡ଼ି ଯାଉଛନ୍ତି ଲୋକେ, ବେରୁତକୁ ବିମାନ ଉଡ଼ାଣ ରଦ୍ଦ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଜାରି ରହିଥିବା ଇରାନ୍ ଓ ଇସରାଏଲ ଯୁଦ୍ଧ ବର୍ତ୍ତମାନ ଭୟଙ୍କର ହେବାରେ ଲାଗିଛି । ଚାରିଆଡ଼େ ଲୋକଙ୍କ ହାହାକାର । ଏହି ଯୁଦ୍ଧରେ ଅନେକ ଧନ, ସମ୍ପତ୍ତି ଓ ଜୀବନହାନୀ ହୋଇଛି । ଅନେକ ଦେଶ…