Relationship Tips: ଏପରି ବନ୍ଧୁଙ୍କ ଠାରୁ ଦୂରେଇ ରୁହନ୍ତୁ, ନିଜ ଫାଇଦା ପାଇଁ ଆପଣଙ୍କୁ କରିଥାନ୍ତି ମାନିପ୍ୟୁଲେଟ୍‌, ଜାଣନ୍ତୁ ଏହି ସଂକେତରୁ

ଓଡ଼ିଶା ଭାସ୍କର: ବନ୍ଧୁତା ଏକ ସୁନ୍ଦର ସମ୍ପର୍କ । ସାଙ୍ଗ ସହ ଯେତେ ରାଗରୁଷା ହେଲେ ମଧ୍ୟ ଆଜି କଟି ଆଉ କାଲି ମିଟି । ବିଶ୍ୱାସ, ଆପୋସ ବୁଝାମଣା ଓ ସମ୍ମାନ ଦ୍ୱାରା ଏହି ସମ୍ପର୍କ ଆହୁରି ଦୃଢ଼ ହୋଇଥାଏ । କିନ୍ତୁ ଆଜିକାଲି…

ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା, ଆଘାତ ଯୋଗୁଁ ଟିମରୁ ବାଦ ପଡ଼ିଲେ କ୍ୟାପଟେନ୍ ବାଭୁମା, ଏହି ଖେଳାଳିଙ୍କୁ ମିଳିଲା ଏଣ୍ଟ୍ରି

ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡ ବିପକ୍ଷରେ ୩ୟ ତଥା ଶେଷ ଦିନିକିଆ ମ୍ୟାଚ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମକୁ ଲାଗିଛି ବଡ଼ ଝଟକା । ଆଘାତ କାରଣରୁ କ୍ୟାପଟେନ୍ ତେମ୍ବା ବାଭୁମା ଦଳରୁ ବାଦ ପଡ଼ିଛନ୍ତି । ଆୟରଲ୍ୟାଣ୍ଡ ବିପକ୍ଷରେ…

ପିଜିଟି ଲିଖିତ ପରୀକ୍ଷା ବାତିଲ, ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ କଲେ ଓପିଏସସି ସମ୍ପାଦକ

ଭୁବନେଶ୍ୱର: ଆଜି ଅର୍ଥାତ ଅକ୍ଟୋବର ୬ରେ ହୋଇଥିବା ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ଲିଖିତ ପରୀକ୍ଷା ବାତିଲ କରାଯାଇଛି । ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ୍ କରିଛନ୍ତି ଓପିଏସସି ସଂପାଦକ । ପିଜିଟି…

PM Internship Scheme 2024: ବଡ଼ କମ୍ପାନୀରେ ନିଯୁକ୍ତି ସୁଯୋଗ, ମିଳିବ ବୀମା କଭରେଜ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଦେଶର ଯୁବକ- ଯୁବତୀଙ୍କ ବିକାଶ ଏବଂ କୌଶଳକୁ ପରିମାର୍ଜିତ କରିବା ପାଇଁ ସରକାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ଇଣ୍ଟର୍ଣ୍ଣସିପ୍ ସ୍କିମର ପ।।ଇଲଟ୍ ପ୍ରୋଜେକ୍ଟ…

ମହାକୁମ୍ଭ ୨୦୨୫ ଲୋଗୋ ଉନ୍ମୋଚନ କଲେ ଯୋଗୀ ଆଦିତ୍ୟନାଥ, ନକାରାତ୍ମକ କଥା ଠାରୁ ଦୂରେଇ ରହିବା ପାଇଁ ସାଧୁସନ୍ଥଙ୍କୁ କଲେ ନିବେଦନ

ଲକ୍ଷ୍ନୌ: ‘ମହାକୁମ୍ଭ ୨୦୨୫ ଭବ୍ୟ ଏବଂ ଦିବ୍ୟ ହେବ କିନ୍ତୁ ଏହାର ଦାୟିତ୍ୱ ଆପଣ ସମସ୍ତଙ୍କର । ଏହି ମହାକୁମ୍ଭରେ ଦେଶ ବିଦେଶରୁ ଆସିଥିବା ଶ୍ରଦ୍ଧାଳୁ ଏବଂ ସାଧୁସନ୍ଥଙ୍କ ସମ୍ମାନ କରାଯିବ । ଏଥିପାଇଁ ସରକାର ମହାକୁମ୍ଭର…

୨୦ ଲକ୍ଷ ଟଙ୍କାର ବାଣ ଜବତ, ୨ ଗିରଫ

ରାଉରକେଲା: ପାଖେଇ ଆସୁଛି ପାର୍ବଣ ଋତୁ । ଏହି ସମୟରେ ବାଣ ଫୁଟାଇବାକୁ ନେଇ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଏଥିମଧ୍ୟରେ ଏକ ବେଆଇନ୍ ବାଣ ଗୋଦାମରେ ପୋଲିସ ଅତର୍କିତ ଚଢ଼ାଉ କରିଥିବା ଘବର ସାମ୍ନାକୁ…

ଭାରତରେ ୪ଟି ନୂଆ ଷ୍ଟୋର ଖୋଲିବ ଆପଲ, ଜାଣନ୍ତୁ ତାଲିକାରେ କେଉଁ ସହର ସାମିଲ ?

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଆପଲ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କମ୍ପାନୀ ଭାରତରେ ୪ଟି ନୂତନ ଷ୍ଟୋର ଖୋଲିବା ନେଇ ଯୋଜନା କରୁଛି ବୋଲି ସୂଚନା ଦେଇଛନ୍ତି ଆପଲର ସିନିୟର ଭାଇସ୍ ପ୍ରେସିଡେଣ୍ଟ…

ନେଗେଟିଭ୍ ରୋଲରୁ ବଦଳିଲା ଭାଗ୍ୟ, ସୁପରଷ୍ଟାରଙ୍କ ସହ ଫିଲ୍ମ କରି ବି ହେଲେ ଫ୍ଲପ୍‌…ଜାଣନ୍ତୁ ସେ କିଏ ?

ମୁମ୍ବାଇ: ମାୟାନଗରୀ ମୁମ୍ବାଇ । ଅନେକ ବ୍ୟକ୍ତି ଏହାକୁ ହିରୋ ହେବାର ସ୍ୱପ୍ନ ନେଇ ଆସିଥାନ୍ତି । ଅନେକ ସଂଘର୍ଷ ମଧ୍ୟରେ କାହାର ସ୍ୱପ୍ନ ପୁରା ହୁଏ ତ ପୁଣି କାହାର ଅଧା ରହିଯାଏ । ୧୯୯୬ ମସିହାରେ ମହେଶ ଭଟ୍ଟଙ୍କ…

ଆସନ୍ତା ୬ରୁ ଅନଲାଇନ୍ ମାଧ୍ୟମରେ ହବିଷ୍ୟାଳୀ ଆବେଦନ: ଜିଲ୍ଲାପାଳ

ପୁରୀ: କାର୍ତ୍ତିକ ବ୍ରତ ପାଇଁ ଆସନ୍ତା ୬ରୁ ହବିଷ୍ୟାଳୀ ଆବେଦନ ଆରମ୍ଭ ହେବ । କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଆସନ୍ତା ଅକ୍ଟୋବର ୬ରୁ ୧୧ ତାରିଖ ଯାଏଁ…

ପିରିୟଡ୍ ସମୟରେ ଆଚାର ଖାଉଛନ୍ତି କି ? ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଜୀବନଶୈଳୀରେ ପରିବର୍ତ୍ତନ ଦେଖାଦେଇଛି । ଅତ୍ୟାଧିକ ଷ୍ଟ୍ରେସ୍ ଓ ଅନିଦ୍ରା ଯୋଗୁଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।…