ଏହି ରାଜ୍ୟରେ ଶସ୍ତା ହେଲା ପେଟ୍ରୋଲ- ଡିଜେଲ, ଜାଣନ୍ତୁ କେଉଁଠି ରହିଛି ସର୍ବାଧିକ ରେଟ୍‌

ନୂଆଦିଲ୍ଲୀ: ଗ୍ଲୋବାଲ ମାର୍କେଟରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି । ଶୁକ୍ରବାର ସରକାରୀ ତୈଳ କମ୍ପାନୀ ଦ୍ୱାରା ଜାରି କରାଯାଇଥିବା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମଳିିଛି…

ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ହେବ ପୂର୍ଣ୍ଣ, ମିଳିପାରେ ନୂଆ ପ୍ରୋଜେକ୍ଟ, ଜାଣନ୍ତୁ କେଉଁ ରାଶି ପାଇଁ ଆଜିର ଦିନ ଶୁଭ

ଓଡ଼ିଶା ଭାସ୍କର: ଆଜି ସେପ୍ଟେମ୍ବର ୨୦(ଶୁକ୍ରବାର) । ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ସମର୍ପିତ । ଆଜି ଏହି ରାଶିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ରହିବ । ୧. ମେଷ ରାଶି: ଆଜି ବ୍ୟାପାରରେ ଲାଭ ମିଳିପାରେ ।…

ମହିଳାଙ୍କୁ ମାସିକ ମିଳିବ ୨୧୦୦ ଟଙ୍କା… ହରିୟାଣା ନିର୍ବାଚନ ପାଇଁ BJP ଜାରି କଲା ମେନିଫେଷ୍ଟୋ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ସଂକଳ୍ପ ପତ୍ର ଜାରି କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ରୋହତକରେ ଏହି ସଂକଳ୍ପ ପତ୍ର ଜାରି କରିଛନ୍ତି । ଏଥିରେ…

ମଙ୍କି ପକ୍ସ ପାଇଁ ଜାରି ହେଲା ଗାଇଡଲାଇନ୍‌; ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରଖାଯିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଡରାଇଲାଣି ମଙ୍କି ପକ୍ସ । ଏନେଇ ସବୁ ଜିଲ୍ଲାକୁ ଗାଇଡଲାଇନ୍ ଜାରି କରାଯାଇଛି । ବିମାନ ବନ୍ଦର ସହ ବନ୍ଦର କର୍ତ୍ତୃପକ୍ଷଙ୍କୁ ଗାଇଡଲାଇନ୍ ଜାରି କରାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର…

୭୦୦ ମିଲିୟନ୍ ଡଲାରର ଋଣ, ବିକ୍ରିରେ ଦେଖାଦେଇଛି ହ୍ରାସ… ଦେବାଳିଆ ସ୍ଥିତିରେ ଏହି କମ୍ପାନୀ

ନୂଆଦିଲ୍ଲୀ: କିଚେନୱେୟାର ସେଗମେଣ୍ଟରେ ଟପ୍ପରୱେୟାର(Tupperware) କମ୍ପାନୀର ବଡ଼ ନାଁ ଅଛି । କମ୍ପାନୀ ଦ୍ୱାରା ନିର୍ମିତ ପାଣି ବୋତଲ, ଟିଫିନ୍ ବକ୍ସ ଇତ୍ୟାଦି ଉତ୍ପାଦନ ବହୁଳ ଭାବେ ବ୍ୟବହାର କରାଯାଉଛି କାରଣ ଏହା ଶକ୍ତ…

ରହସ୍ୟ ଘେରରେ ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁ ଘଟଣା; ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ

ଓଡ଼ିଶା ଭାସ୍କର: ପରଲୋକରେ ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍‌ସନା ବାନୋ । ମୃତ୍ୟୁକୁ ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ତାଙ୍କର…

ଇଂଜିନିୟରରୁ Swiggy ଡେଲିଭେରି ପାର୍ଟନର…ଚ୍ୟାଲେଞ୍ଜିଂ ଥିଲା କାମ ତଥାପି ମାନିଲେନି ହାର୍‌, ନୂଆ ଚାକିରି ମିଳିବା ପରେ Swiggy ପାଇଁ…

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ବଡ଼ ଚାକିରି କରିବାରର ସ୍ୱପ୍ନ ଦେଖିଥାନ୍ତି । ଅଧିକ ଟଙ୍କା ରୋଜଗାର କରିଲେ ସେମାନଙ୍କ ଜୀବନ ଆରାମରେ କଟିବ ବୋଲି ବିଶ୍ୱାସ ଥାଏ । ଅଧିକ ଅର୍ଥ ରୋଜଗାର କରିବାକୁ ନେଇ କେବେ ଗର୍ବ ଓ…

ଶସ୍ତାରେ ମିଳିବ iPhone ! ଏହି ଦିନ ହେବ ଲଞ୍ଚ୍‌… ରହିଛି ଏହି ସବୁ ଫିଚର

ନୂଆଦିଲ୍ଲୀ: ନିକଟରେ ଆପଲ କମ୍ପାନୀ iPhone ସିରିଜ୍ 16କୁ ନେଇ ଚର୍ଚ୍ଚାରେ ଥିଲା । ବର୍ତ୍ତର୍ମାନ iPhone କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖୁବ୍ ଶୀଘ୍ର ଆପଲ iPhone SE 4 ଲଞ୍ଚ୍ କରିବାକୁ ଯୋଜନା କରୁଛି ।…

ନୂତନ ବ୍ଲଡ୍ ଗ୍ରୁପ୍ ଆବିଷ୍କାର କଲେ ବୈଜ୍ଞାନିକ, ବିରଳ ରୋଗୀଙ୍କ ଚିକିତ୍ସା ପାଇଁ ହେବ ଲାଭଦାୟକ

ନୂଆଦିଲ୍ଲୀ: ଆଜିକାଲି ଟେକ୍ନୋଲୋଜି ବହୁତ ଆଡଭାନ୍ସ ହୋଇଯାଇଛି । ଜନ କଲ୍ୟାଣକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ସବୁବେଳେ ନୂତନ ଆବିଷ୍କାରରେ ବ୍ୟସ୍ତ ରହିଥାନ୍ତି । ମନୁଷ୍ୟ ଶରୀରରେ ରକ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା…

ରାଜଧାନୀରେ ୨ଟି ସ୍ଥାନରେ ଫୁଟିଲା ବୋମା; ଲୋକେ ଆତଙ୍କିତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର: କ୍ୟାପିଟାଲ ଥାନା ଅଞ୍ଚଳରେ ବୋମାମାଡ଼ । କେଦାରପଲ୍ଲୀ ଅଞ୍ଚଳର ୨ଟି ସ୍ଥାନରେ ୬ଟି ବୋମାମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଦୁଇଟି ବାଇକରେ ଆସି ୪ ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଥିବା…