JDUର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଲେ କେ.ସି ତ୍ୟାଗୀ, ଜାଣନ୍ତୁ ଏବେ କିଏ ସମ୍ଭାଳିବେ ଦାୟିତ୍ୱ ?

ପାଟନା: ରବିବାର ଜେଡିୟୁର ବରିଷ୍ଠ ନେତା କେ.ସି ତ୍ୟାଗୀ ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି । ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ପତ୍ର ଦେଇଛନ୍ତି । ଏନେଇ…

ଟି-୨୦ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଏହି ଷ୍ଟାର ଅଲରାଉଣ୍ଡର, ଜାଣନ୍ତୁ କେବେ ଖେଳିବେ ଶେଷ ମ୍ୟାଚ୍ ?

ନୂଆଦିଲ୍ଲୀ: ଆଇପିଏଲର ସବୁଠାରୁ ସଫଳ ଟିମ୍ ଚେନ୍ନାଇ ସୁପର କିଙ୍ଗ୍‌ସକୁ ୪ ଥର ଚମ୍ପିଆନ୍ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋ(Dwayne Bravo) ଟି-୨୦…

ଆନନ୍ଦ ବଜାରରେ ଅବସର ପ୍ରାପ୍ତ ସେନା ମୁତୟନ, ବାସି ଅବଢ଼ା ବିକ୍ରି ଉପରେ ଲାଗିବ ରୋକ୍

ପୁରୀ: ଶ୍ରୀମନ୍ଦିର ଆନ୍ଦବଜାର ଜଗିବେ ଅବସରପ୍ରାପ୍ତ ସେନା କର୍ମଚାରୀ । ଶୃଙ୍ଖଳିତ ହେବ ଆନନ୍ଦବଜାର । ଏଣିକି ଆନନ୍ଦବଜାରରେ ବାସି ଅବଢ଼ା ବିକ୍ରି ଉପରେ ଲାଗିବ ରୋକ୍ । ଆଉ ଶୋଷଣର ଶିକାର ହେବ ନାହିଁ ଭକ୍ତ । ଶ୍ରୀମନ୍ଦିର…

Relationship Tips: ପାର୍ଟନରଙ୍କ ସହ ବ୍ରେକଅପ୍ କରିବେ ନା ପ୍ୟାଚଅପ୍ ? ଝଗଡ଼ା ପରେ ଏହି ସଂକେତରୁ ଜାଣନ୍ତୁ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ସମ୍ପର୍କରେ ଉତ୍ଥାନ ପତନ ଲାଗି ରହିଥାଏ । ରିଲେସନସିପର ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁକିଛି ଭଲ ଲାଗେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ବେଳେ ବେଳେ ଛୋଟ ବଡ଼ କଥାକୁ ନେଇ ପାର୍ଟନରଙ୍କ ମଧ୍ୟରେ…

ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଗେଟୱେ ଅଫ୍ ଇଣ୍ଡିଆ, ଜାଣନ୍ତୁ କାରଣ

ମୁମ୍ବାଇ: ଆଜି ଗେଟୱେ ଅଫ୍ ଇଣ୍ଡିଆ ବନ୍ଦ ରହିବ । ମହାବିକାଶ ଅଘାଡ଼ି ଆନ୍ଦୋଳନ ପାଇଁ ପର୍ଯ୍ୟଟକଙ୍କ ପାଇଁ ଗେଟୱେ ଅଫ୍ ଇଣ୍ଡିଆ ବନ୍ଦ ରହିବ । ସିନ୍ଧୁ ଦୁର୍ଗରେ ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ପଡ଼ିଯିବାକୁ ବିରୋଧ କରି…

ଆରପାରିରେ ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ, ହୃଦଘାତରେ ହେଲା ଦେହାନ୍ତ

ସମ୍ବଲପୁର: ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ଦେହାନ୍ତ । ବ୍ରଜରାଜନଗର ସ୍ଥିତ ବାସଭବନରେ ୭୧ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି । ୧୯୮୦-୮୫ରେ ସେ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ । ୨୦୧୮ରୁ…

‘ଅପପୃଷ୍ଟିକୁ ରୋକିବା ପାଇଁ ଏହି ସବୁ ପଦକ୍ଷେପ ନେଉଛନ୍ତି ସରକାର’: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: '୨୦୨୪-୨୫ ଆର୍ଥିକ ବର୍ଷରେ ୯୮ ହଜାର ୬୨୦ ସଂଖ୍ୟକ ଶିଶୁ ଅପପୃଷ୍ଟିର ଶିକାର ହୋଇଛନ୍ତି । ଅପପୃଷ୍ଟି ରୋକିବାକୁ ସରକାର ସବୁ ପ୍ରକାର ପଦକ୍ଷେପ ନେଉଥିବା', ବିଧାନସଭାରେ ଲିଖିତ ଉତ୍ତର ରଖି କହିଥିଲେ ଉପ…

(Video):ଏୟାରଲିଫ୍ଟ ସମୟରେ ଖସିଲା ଖରାପ ହେଲିକପ୍ଟର…ହେଲା ଚୁରମାର, SDRFର ସର୍ଚ୍ଚ ଅପରେସନ୍ ଜାରି

ନୂଆଦିଲ୍ଲୀ: ଶନିବାର ସକାଳେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ହେଲିକପ୍ଟରଟି ତଳେ ପଡ଼ି ଚୁରମାର ହୋଇଯାଇଥିଲା । ଏହି ଦୁର୍ଘଟଣାରେ କୌଣସି ମୃତାହତ ହୋଇଥିବା ଖବର…

ସାବଧାନ ! ମାତା ପିତା ଅଧିକ ମଦ ପିଉଛନ୍ତି କି ? ଏହା ପିଲାଙ୍କୁ ମାନସିକ ରୋଗାଗ୍ରସ୍ତ କରିଥାଏ, ରିସର୍ଚରୁ ଖୁଲାସା

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ମଦ ପିଇବାକୁ ପସନ୍ଦ କରିଥାନ୍ତି । କେତେ ଜଣ ପାର୍ଟି ବା ସାଙ୍ଗସାଥିଙ୍କ ମେଳରେ କ୍ୱଚିତ ତ ଆଉ କିଛି ନିୟମିତ ଭାବେ ମଦ୍ୟପାନ କରିଥାନ୍ତି । ଅତ୍ୟାଧିକ ମଦ୍ୟପାନ ସ୍ୱାସ୍ଥ୍ୟ ପ୍ରତି…

ରାଜ୍ୟରେ ଖୋଲିବ ୨୫ଟି ନୂତନ ଅବକାରୀ ଥାନା, ଜାଣନ୍ତୁ କେଉଁଠି ଖୋଲିବ ?

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ମଦ ସହ ଜଡ଼ିତ ଅପରାଧିକ ମାମଲା । ଏହାକୁ ରୋକିବା ସହ ଲୋକଙ୍କୁ ଶୀଘ୍ର ନ୍ୟାୟ ଦେବା ଦିଗରେ ଅବକାରୀ ଥାନା ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ଏଥିମଧ୍ୟରେ ରାଜ୍ୟର ୧୬ଟି…