ଏହି ମୁସଲିମ୍ ଦେଶର ବଡ଼ ଘୋଷଣା, ବକ୍ରି ଇଦରେ ହେବନି ଜୀବ ହତ୍ୟା

ନୂଆଦିଲ୍ଲୀ: ଆଗକୁ ଆସୁଛି ଇଦ-ଅଲ- ଅଜହା ଅର୍ଥାତ୍ ବକ୍ରି ଇଦ୍ । ମୁସଲମାନ ସମ୍ପ୍ରଦାୟର ଏହା ଏକ ବଡ଼ ପର୍ବ । ସାରା ବିଶ୍ୱରେ ଚଳିତମାସ 6 ଓ 7 ତାରିଖରେ ଏହି ବକ୍ରି ଇଦ୍ ପାଳନ ହେବାକୁ ଯାଉଛି । କୋରାନ ମୁତାବିକ ଏହି…

ଦେବଗଡ଼କୁ 205 କୋଟି ପ୍ରକଳ୍ପ ଭେଟି, 3 ଶହ ଶଯ୍ୟା ବିଶିଷ୍ଟ ମେଡ଼ିକାଲ ଉଦଘାଟିତ

ଦେବଗଡ଼: ମୁଖ୍ୟମନ୍ତ୍ରୀଙ୍କ 205 କୋଟିର ପ୍ରକଳ୍ପ ଭେଟି । ଦେବଗଡ଼ ଜଲ୍ଲାକୁ 205 କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । 11 ସ୍ବାସ୍ଥ୍ୟ ପ୍ରକଳ୍ପ, 4 ଶିକ୍ଷା ଭିତ୍ତିଭୂମି ସମେତ 15ଟି ବିଭିନ୍ନ ଜନକଲ୍ଯାଣକାରୀ…

ଅନ୍ତ୍ୟୋଦୟ ଗୃହ ଯୋଜନା: ପ୍ରତି ପଞ୍ଚାୟତରୁ 10 ହିତାଧିକାରୀଙ୍କୁ 12 ତାରିଖରେ ମିଳିବ ପକ୍କାଘର

ଭୁବନେଶ୍ବର: ଖରା ବର୍ଷାରୁ ମୁଣ୍ଡ ଗୁଞ୍ଜିବାକୁ ଆଉ ରହିବନି ଚିନ୍ତା। ପ୍ରତ୍ୟେକ ଗରିବଙ୍କ ମୁଣ୍ଡ ଉପରେ ଯେମିତି ପକ୍କା ଘର ରହିବ, ସେଥିପାଇଁ ମୋହନ ସରକାର ଆରମ୍ଭ କରିଛନ୍ତି ଅନ୍ତ୍ୟୋଦୟ ଗୃହ ଯୋଜନା। । ବର୍ଷ…

୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ସଂଯୋଗ ହେବ ପକ୍କା ରାସ୍ତା

ଭୁବନେଶ୍ବର: ଏବେ ଆଉ ଖଟିଆରେ ବୁହା ହେବେନି ରୋଗୀ । ସବୁ ପିଭିଟିଜି (ଦୁର୍ବଳ ତଥା ଅନୁନ୍ନତ ଶ୍ରେଣୀର ଜନଜାତି ଗୋଷ୍ଠୀ)ଗାଁକୁ ରାସ୍ତା ସଂଯୋଗ ପାଇଁ ହେଉଛି ଯୋଜନା । ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ଏକ ବଡ଼ ପ୍ଲାନ…

6000 କର୍ମଚାରୀଙ୍କୁ ଛଟେଇ କଲା MICROSOFT; କାରଣ କହିଲେ ସିଇଓ ସତ୍ୟ ନାଡେଲା

ନୂଆଦିଲ୍ଲୀ: 6000 କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ । ଏହି ବଡ଼ ଧରଣର ଛଟେଇ ପଠର କାରଣ କହିଲେ ଏହି କମ୍ପାନୀର ସିଇଓ ସତ୍ୟ ନାଡେଲା । ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କମ୍ପାନୀ, ତାର ବିଶ୍ବବ୍ୟାପୀ…

NHରେ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ହତ୍ୟା ସନ୍ଦେହ

ଧର୍ମଗଡ଼: ଏନଏଚରେ ପଡ଼ିଛି ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଜୁନାଗଡ଼ ଥାନା ବନମାଳିପୁର ସ୍ଥିତ ରାସ୍ତାରେ ଅଧା ପୋଡା ବାଇକ ସହ ASIଙ୍କ ମୃତ ଦେହ ପଡ଼ିଛି । ସେ ହେଉଛନ୍ତି କେଗାଁ ଥାନା ASI ପବିତ୍ର ଗୋଲାପି । କିଛି…

ଶ୍ରୀମନ୍ଦିରରେ ଡ୍ରୋନ ଉଡ଼ିବା ଘଟଣା: ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ, ଖୁବ୍ ଶୀଘ୍ର ଲାଗିବ ଆଣ୍ଟିଡ୍ରୋନ ସିଷ୍ଟମ

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । “ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳା, ଭକ୍ତଙ୍କ ସୁଗମତାକୁ ସରକାର ଗୁରୁତ୍ବ  ଦେଉଛନ୍ତି । ଶ୍ରୀମନ୍ଦିରରେ…

ଉତ୍ତର-ପୂର୍ବାଞ୍ଚଳରେ ବର୍ଷାର ତାଣ୍ଡବ; 30 ମୃତ, 12 ହଜାର ପ୍ରଭାବିତ

ନୂଆଦିଲ୍ଲୀ: ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ତାଣ୍ଡବ ରଚୁଛି ବର୍ଷା । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଦୁଇ ଦିନରେ 30 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆସାମରେ ଗତ 24 ଘଣ୍ଟା ମଧ୍ୟରେ 8 ଜଣଙ୍କର ମୃତ୍ୟୁ ହୋଇଥିବା…

ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ପ୍ରଶ୍ନବାଚୀ, ବଡ଼ଦେଉଳ ଉପରେ ଉଡିଲା ଡ୍ରୋନ୍

ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ। ପୁଣି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ହୋଇଛି ଭାଇରାଲ୍ । ଭାଇରାଲ ଭିଡିଓରେ ବାରମ୍ବାର ଆସୁଛି ଜଣେ ଚୁନେରା ସେବାୟତଙ୍କ ଚତ୍ର । ଭିଡିଓ ବେଳେ ସେବାୟତ ଜଣଙ୍କ…

ରୁଷରେ ବ୍ରିଜ ଭାଙ୍ଗିବାରୁ ଯାତ୍ରୀବାହୀ ଟ୍ରେନ ଦୁର୍ଘଟଣା; 7 ମୃତ, 30ରୁ ଉର୍ଦ୍ଧ୍ବ ଆହତ

ମସ୍କୋ: ରୁଷରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ବ୍ରିଜ ଭାଙ୍ଗିବାରୁ ଯାତ୍ରୀବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ । ପଶ୍ଚିମ ରୁଷିଆ ବ୍ରୟଂସ୍କ ଅଞ୍ଚଳରେ ଯାତ୍ରୀବାହୀ ଟ୍ରେନ ଦୁର୍ଘଟଣା ହେବାରୁ  7 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା…